Press "Enter" to skip to content

IAS Question କେଉଁ ଦେଶ ର ମୁଦ୍ରା ସବୁଠୁ ମହଙ୍ଗା ଅଟେ 99% ଲୋକ ଉତ୍ତର ଦେବାରେ ଫେଲ

ନମସ୍କାର ବନ୍ଧୁଗଣ ଆଜି ଆପଣଙ୍କୁ ଢଗ ଢମାଳି ରେ ସ୍ୱାଗତ ଆଜି ଆମେ ଆପଣଙ୍କୁ ଏପରି କିଛି ଚତୁର ପ୍ରଶ୍ନଉତର ଦେବାକୁ ଯାଉଛୁ ଯାହାକୁ ଆପଣ ଜାଣିଲେ ଆପଣମଧ୍ୟ ଚତୁର ପ୍ରଶ୍ନଉତ୍ତର ଜାଣିପାରିବେ ଏବଂ ଏହା ଆପଣଙ୍କର ଅନେକ କାମରେ ଆସିବ l

ପ୍ରଶ୍ନ :- ଗଛଟି ମହାମାରୀ ହେଲେ ତା ପତର ସରୁ ତା ପୁଅଟି ହେଲା ଗଣ୍ଠିଆ ଗୁରୁ…?

ଉତ୍ତର :- ତେନ୍ତୁଳି

ପ୍ରଶ୍ନ :- ଘରେ ସୁଇତେ ଗଲେ ଦେଇତେ ହୁଏ..?

ଉତ୍ତର :- କବାଟ

ପ୍ରଶ୍ନ :- ଭାରତର କେଉଁ ରାଜ୍ୟରେ ଅଧିକ ମନ୍ଦିର ଅଛି….??

ଉତ୍ତର :- ତାମିଲନାଡୁ

ପ୍ରଶ୍ନ :- କେଉଁ ୩ଟି ଅକ୍ଷର ଗୋଟେ ଛୋଟ ଝିଅକୁ ସ୍ତ୍ରୀ ଲୋକ କରିଦିଏ…?

ଉତ୍ତର :- ବୟସ

ପ୍ରଶ୍ନ :- 5 ରୁ 2 କେମିତି କାଢିନେଲେ ତାହା 4 ହେଇଯିବ..?

ଉତ୍ତର :- Five ରୁ F ଏବଂ E କାଢ଼ିଦେଲେ IV ହେବ ([F]iv[e])

ପ୍ରଶ୍ନ :- କେଉଁ ଦେଶର ମୁଦ୍ରା ସବୁଠୁ ମହଙ୍ଗା ଅଟେ..?

ଉତ୍ତର :- କୁଏତ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published. Required fields are marked *