ନମସ୍କାର ବନ୍ଧୁଗଣ ଆଜି ଆମେ ଅଭିନେତ୍ରୀ ଅର୍ଚିତା ଙ୍କ ବିଷୟରେ କଥା ହେବାକୁ ଯାଉଛେ l ଅର୍ଚିତା ହେଉଛନ୍ତି ଅଲିଉଡ଼ ଦୁନିଆରେ ବେଶ ଲୋକପ୍ରିୟ ଅଭିନେତ୍ରୀ ଯିଏ କି ବେଶ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି l
ଅର୍ଚିତା ଙ୍କ ଅଭିନୟ ଏତେ ପ୍ରସିଦ୍ଧ ଯେ ସେ ଅନେକ ଥର ବେଷ୍ଟ ଅଭିନେତ୍ରୀ ଆୱାର୍ଡ ମଧ୍ୟ ପଇସାରିଛନ୍ତି l ତାଙ୍କର ଫିଲ୍ମ ଦୁନିଆକୁ ଅବଦାନ ଭିର୍ନ ଧରଣର l ସେ ତାଙ୍କର ଖୁବ କମ ବୟସରୁ ଅଲିଉଡ଼ ରେ ପାଦ ରଖିଥିଲେ l
ଏବଂ ଅଭିନୟ ମାଧ୍ୟମରେ ଏତେ ପ୍ରସିଦ୍ଧ ହୋଇପାରିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅଲିଉଡ ଇଣ୍ଡଷ୍ଟ୍ରି ସହ ଯୋଡି ହୋଇ ରହିଛନ୍ତି l ଅର୍ଚିତା ଙ୍କ ସମସ୍ତ ଫିଲ୍ମ ରେ ତାଙ୍କ ଅଭିନୟ ଏବଂ ନାଚ ପାଇଁ ବେଶ ଚର୍ଚ୍ଚା ରେ ଥାନ୍ତି l ବର୍ତ୍ତମାନ କିଛିଦିନ ତଳେ ତାଙ୍କର ଫିଲ୍ମ ସୁଜାତା ସେନାପତି ରୋଲ ନମ୍ବର 27 ଚଳଚିତ୍ର ରିଲିଜ ହୋଇଥିଲା ଯାହାକି ଖୁବ ହିଟ ହୋଇଥିଲେ l
ଅର୍ଚିତା କିଛିଦିନ ପୂର୍ବେ ଅଲିଉଡ ର ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଙ୍କୁ ବିବାହ କରିଛନ୍ତି l ସବ୍ୟସାଚୀ ମିଶ୍ର ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ରାଜ କରନ୍ତି କାହିଁକି ନାଁ ଓଡ଼ିଶାବାସୀ ଙ୍କ ବିପଦ ର ବନ୍ଧୁ ହେଉଛନ୍ତି ସବ୍ୟସାଚୀ ମିଶ୍ର ଯିଏ କି ଓଡ଼ିଶାବାସୀଙ୍କୁ ଅସମୟରେ ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି l
ଅନେକ ଗରିବ ଲୋକଙ୍କୁ ଆର୍ଥିକ ସାହାର୍ଯ୍ୟ ଏବଂ ଗରିବ ଲୋକଙ୍କ ପିଲାମାନଙ୍କ ଅନଲାଇନ କ୍ଲାଶ ନିମନ୍ତେ ସ୍ମାର୍ଟ ଫୋନ ଯୋଗାଇ ଦେଇଛନ୍ତି ସବ୍ୟସାଚୀ l
ଅର୍ଚିତା ସବ୍ୟସାଚୀ ଙ୍କୁ ବିବାହ କରି ବେଶ ଖୁସିରେ ଅଛନ୍ତି ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ଅର୍ଚିତା ଙ୍କୁ ବୋହୁ ନୁହେଁ ଝିଅଭଳି ଦେଖୁଛନ୍ତି l ଅର୍ଚିତା ବିବାହ ପରେ ମଧ୍ୟ ବଦଳି ନାହାନ୍ତି l ଆଗପରି ନିଜର ଲାଇଫ ଷ୍ଟାଇଲ ମେଣ୍ଟନ କରି ରହୁଛନ୍ତି ଏବଂ ବେଶ ଖୁସି ରେ ଅଛନ୍ତି ଅର୍ଚିତା ସବ୍ୟସାଚୀ ଙ୍କ ସହ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment