Press "Enter" to skip to content

ଜୀବନ୍ତ କ-ରୋନା ରୋଗୀ କୁ ମୃ-ତ ଘୋଷଣା କରି ପସ୍ତେଇଲେ ଡାକ୍ତର

ବନ୍ଧୁଗଣ କ-ରୋନା ମହାମାରୀ ଦିନକୁ ଦିନକୁ ଉଗ୍ର ରୂପ ନେଇ ଦେଶବାସି ଙ୍କ ଉପରେ ଦାଉ ସାଜିଛି l କ-ରୋନା ରେ ଅନେକ ଲୋକ ମୃତ୍ୟୁ ବରଣ କରୁଥିବା ହେତୁ ଦେଶରେ ସମସ୍ତେ ଭୟଭିତ ଅନୁଭବ କରୁଛନ୍ତି l ଏତେ ମାତ୍ରରେ କ-ରୋନା ରୋଗୀ ମୃ-ତ୍ୟୁ ବରଣ କରୁଛନ୍ତି ଯେ ସ୍ମ-ଶାନ ରେ ସତ୍କାର ମଧ୍ୟ କରିବା ପାଇଁ ଜଗା ନାହିଁ l

କ-ରୋନା ମଝିରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ବର୍ତ୍ତମାନ କରୋନା ର ଦିତୀୟ ଲହରୀ ତାଣ୍ଡବ କରୁଛି l ଅମ୍ଳଜାନ ନ ପାଇ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି l

ଆଜି ଆମେ ଭଗବାନ ରୁପି ଡାକ୍ତର ଙ୍କର ଅସଲ ମୁଖା ଆପଣଙ୍କ ସମୁଖରେ ଖୋଲିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ କେଭେ ମଧ୍ୟ ଡାକ୍ତର ଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ ନାହିଁ l ଭଗବାନ ଡାକ୍ତର ଙ୍କ ଦ୍ୱିତୀୟ ରୂପ ହୋଇଥିବା ବେଳେ ଏହି କ୍ଷେତ୍ରେ ଭୁଲ ପ୍ରମାଣ ହୋଇଛି l

ଘଟଣା ଟି ହେଉଛି ଜଣେ ଯୁବ କ-ରୋନା ରୋଗୀ ଙ୍କର l ଜଣେ ଯୁବକ ସ୍ଵାସ୍ତ୍ୟ ଅବସ୍ଥାରେ ପରିବର୍ତନ ପାଇଁ କ-ରୋନା ଟେଷ୍ଟ କରାଇଥିଲେ ଏବଂ ଟେଷ୍ଟ ପଜେଟିଭି ଆସିଥିଲା l ବ୍ୟକ୍ତି ଙ୍କର ଟେଷ୍ଟ ପଜେଟିଭ ଆସିଥିବା ହେତୁ ଘରଲୋକ ତାଙ୍କୁ ମେଡିକାଲ ରେ ଆଡମିଟ କରିଥିଲେ l

ଏବଂ କିଛି କ୍ଷଣ ପରେ ମେଡିକାଲ ତରଫରୁ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା l ଯାହାଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ଆସିଥିଲେ l କିନ୍ତୁ ସେମାନେ ଆସି ଦେଖନ୍ତି ତ ତାଙ୍କ ପେସେଣ୍ଟ ଙ୍କର ଏବେ ବି ହୃଦୟର ଧକ ଧକ ଚାଲିଛି ଏବଂ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରି ତାଙ୍କ ଦେହରୁ ମେସିନ କୁ ମଧ୍ୟ ଅଲଗା କରିଦେଇଥିଲେ l

ପରିବାର ଲୋକ ଏହା ଦେଖି ବଡ଼ ଧରଣ ର ଗଣ୍ଡଗୋଳ କରିଥିଲେ ଏବଂ ଡାକ୍ତର ଏବଂ ମେଡିକାଲ ଷ୍ଟାଫ ଙ୍କୁ ଉଚିତ ଶିକ୍ଷା ଦେଇଥିଲେ l ଏହି ଭିଡିଓ ଟି ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରଲ ହେବାକୁ ଲାଗିଛି ଏବଂ ଭଗବାନଙ୍କ ଦ୍ୱିତୀୟ ରୁପି ଡାକ୍ତର ଙ୍କୁ ଭରସାହୀନ ବୋଲି ଆଖ୍ୟା ଦେଇଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.