Press "Enter" to skip to content

ଡାକ୍ତର ଙ୍କୁ ଗୋଡ଼ାଇ ଗୋଡ଼ାଇ ଛେଚିଲେ ଲୋକେ ମାଡ଼ ରୁ ବର୍ତ୍ତୀ ପାରିଲେନି ନର୍ସ

ବନ୍ଧୁଗଣ ଡାକ୍ତର ଏବଂ ନର୍ସ ବର୍ତ୍ତମାନ ଭଗବାନ ଙ୍କ ଜାଗାରେ ସ୍ଥାନ ପାଉଛନ୍ତି କିନ୍ତୁ ଆପଣ ଜାଣନ୍ତି କି କେତେକ କ୍ଷେତ୍ରରେ ଡାକ୍ତର ଙ୍କ ଉପରେ କିପରି ମରଣାତ୍ମକ ଆକ୍ରମଣ ହେଉଛି l ବର୍ତ୍ତମାନ ସାରା ବିଶ୍ୱ କ-ରୋନା ରେ ଲଢେଇ କରୁଥିବା ବେଳେ ସମସ୍ତ ରୋଗୀ ମାନଙ୍କୁ ଡାକ୍ତର ଙ୍କ ଉପରେ ନିର୍ଭର ହେବାକୁ ପଡେ l

ଆଜି ଆମେ କହୁଥିବା ଘଟଣା ଦିଲ୍ଲୀ ର ଆପୋଲୋ ହସ୍ପିଟାଲ ଠାରେ ଘଟି ଯାଇଛି l ପରିବାର ଲୋକେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଡାକ୍ତର ଙ୍କ ନାଁ ରେ l

ଜଣେ 62 ବର୍ଷୀୟ ମହିଳାଙ୍କୁ ଅସୁସ୍ଥତା କାରଣରୁ କ-ରୋନା ଟେଷ୍ଟ କରାଯାଇଥିଲା ଏବଂ ଟେଷ୍ଟ ରିପୋର୍ଟ ପଜେଟିଭି ଆସିଥିଲା l ଯାହାଫଳରେ ପରିବାର ଲୋକେ ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲ ରେ ମହିଳାଙ୍କୁ ଭର୍ତି କରିଥିଲେ l ଏବଂ ପରେ ମହିଳାଙ୍କୁ ବେଡ଼ ନ ମିଳିଵା କାରଣରୁ ଡାକ୍ତର ସମୂହ ତାଙ୍କୁ ଅନ୍ୟତ୍ର କେଉଁଠାରେ ସିଫ୍ଟ କରିଥିଲେ l

ଯାହା ଦ୍ୱାରା ପରିବାର ଲୋକେ ଅଶାନ୍ତି ଭାବରେ ଦେଖାଯାଇଥିଲେ l ମାତ୍ର କିଛି କ୍ଷଣ ପରେ ତାଙ୍କ ପରିବାର ଲୋକଙ୍କୁ ସେହି ମହିଳାଙ୍କର ମୃତ୍ୟୁ ଖବର ଦେଇଥିଲେ l ଯାହାଫଳରେ ରାଗିଯାଇଥିଲେ ପରିବାର ଲୋକେ ଏବଂ ହାତା ହାତୀ ପର୍ଯ୍ୟନ୍ତ କଥା ଚାଲିଯାଇଥିଲା l

ପରିବାର ଲୋକେ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ଆକ୍ରମଣ କରିବାକୁ ଲାଗିଲେ ଏବଂ ଯାହା ପାଇଲେ ଆକ୍ରମଣ କରି ଚାଲିଲେ l ହାତରେ କାଠ ଫାଳିଆ ମିଳିଲା ତ ସେଥିରେ ମଧ୍ୟ ବାଡ଼େଇବାକୁ ଲାଗିଲେ l

ନର୍ସ ମଧ୍ୟ ବାଦ ପଡିଲେନି ମାଡ଼ ଖାଇଲେ l ପରିବାର ଲୋକେ ତାଙ୍କ ସଦସ୍ୟ ଙ୍କର ମୃତ୍ୟୁ ରେ ସମ୍ପୂର୍ଣ୍ଣ ଦୋଷୀ ଡାକ୍ତର ଙ୍କୁ ହିଁ ଭାବୁଥିଲେ ଯାହା ଫଳରେ ମାନସିକ ଭାରସାମ୍ୟ ହରାଇ ସେମାନଙ୍କୁ ଆକ୍ରମଣ କରିଥିଲେ ଏବଂ ମେଡିକାଲ ରେ ଅନେକ ଭଙ୍ଗାରୁଜା କରିଥିଲେ l ପରେ ମେଡ଼ିକାଲରେ ଥିବା କର୍ମଚାରୀ ସିକୁରିଟି ଗାର୍ଡ ଙ୍କୁ ଡକାଇ ଏହି ମାମଲାକୁ ସମ୍ଭାଳିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *