ନମସ୍କାର ସାଙ୍ଗମାନେ।ଆଜି ଆମେ ଏହି ଆର୍ଟିକିଲରେ ଯୁଗ ଏବଂ କଲକୀ ଅବତାରକୁ ନେଇ ଚର୍ଚ୍ଚା କରିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଅଙ୍କ କଥା କହିବାକୁ ଗଲେ ପ୍ରତ୍ୟେକ ଯୁଗରେ ମହାପ୍ରଭୁଙ୍କ ଅଙ୍କ ତେର ଅସିଛି।
ସତ୍ୟ ଯୁଗରେ ତେର ଅସିଛି, ତ୍ରେତୟା ଯୁଗରେ ଅଙ୍କ ତେର ଅସିଛି ଏବଂ ଦ୍ଵାପର ଯୁଗରେ ମଧ୍ୟ ଅଙ୍କ ତେର ଅସିଛି।ଏବଂ କଳି ଯୁଗରେ ମଧ୍ୟ ତେର ଅଙ୍କ ଆସିବ।ଏହା ମାଲିକା ଅନୁସାରେ କୁହାଯାଇଛି।
ସାଙ୍ଗମାନେ ପ୍ରତି ଯୁଗର ଏକ ଅବଧି ରହିଛି।ମାଜଳା ପାଞ୍ଜି ଅନୁସାରେ କଳିଯୁଗର ଅବଧି ହେଉଛି ଚାରି ଲକ୍ଷ ବତିଶୀ ହଜାର ବର୍ଷ।କିନ୍ତୁ ପ୍ରତି ଯୁଗର ଅବଧିର ସାଙ୍କେତିକ ଚିହ୍ନ ରହିଛି।ସତ୍ୟ ଯୁଗରେ ପରମାୟୁର ସାଙ୍କେତିକ ଚିହ୍ନ ଥିଲା ଅଷ୍ଟପଦି ମୁର୍ଗ।
ଆଜକୁ ପ୍ରାୟ ହଜାର ହଜାର ବର୍ଷ ପୂର୍ବେ ପୃଥିବୀରେ ଏକ ଯିବ ଥିଲା ଯାହାର ନାମ ହେଉଛି ଡାଇନେସୋର ଏବଂ ତାର ସବୁଠାରୁ ହାଲକା ଖାଦ୍ୟ ଥିଲା ତିନୋଟି ହାତୀ କିନ୍ତୁ ସତ୍ୟ ଯୁଗରେ ଯେଉଁ ଯିବ ଥିଲା ସେ ହେଉଛି ଅଷ୍ଟପଦି ମୁର୍ଗ ଏବଂ ତାହାର ଖାଦ୍ୟ ହେଉଛି ତିନିଶହ ହାତୀ ଏବଂ ସେହି ଅଷ୍ଟପଦି ମୁର୍ଗର ଖାଦ୍ୟ ହେଉଛି ଆକାଶ ବିଭୁତି ଗଙ୍ଗା।ସେହି ଅଷ୍ଟପଦି ମୁର୍ଗକୁ ଭଗବାନ ଖାଦ୍ୟ ରୂପରେ କିଛି ଯୋଗାଇପାରି ନଥିବାରୁ ସେତଗିପାଇଁ ତାହାର ଖାଦ୍ୟ ହେଉଛି ଆକାଶ ଗଙ୍ଗା ଏବଂ ସେହି ଜୀବର ମୃତ୍ୟୁ ହେଇନାହିଁ।
ସେହି ମୁର୍ଗର ଆଠଟି ଗୋଡ଼ ଏବଂ ଟେରୋଟି ଆଖି।ଏବଂ ତାହାର ବାସ ସ୍ଥାନ ହେଉଛି ଅନନ୍ତ ଗୁମ୍ଫା।କହିବାର ଅର୍ଥ ହେଉଛି ସତ୍ୟ ଯୁଗର ବଳ ଏବଂ ପରମାୟୁକୁ ଅଷ୍ଟପଦି ମୁର୍ଗ ସହିତ ତୁଳନା କରାଯାଉଥିଲା।ଏବଂ ତ୍ରେତୟା ଯୁଗର ପରମୟୁକୁ ଏକ କୋଟି ସିଙ୍ଘ ସହିତ ତୁଳନା କରାଯାଇଥିଲା।ସେହିପରି ଦ୍ଵାପର ଯୁଗର ପରମୟୁ ଏବଂ ବଳକୁ ଏକ ହଜାର କୋଟି ହାତୀର ବଳ ସହିତ ତୁଳନା କରାଯାଇଛି।ଏବଂ କଳିଯୁଗର ବଳ କୁ ଅଶ୍ୱର ବଳ ସହିତ ତୁଳନା କରାଯାଇଛି।
ଯେଉଁ ଲୋକମାନେ କାମ,କ୍ରୋଧ,ମୋହ,ମଦ ଏବଂ ଲୋଭରେ ବୁଡି ରହିଥିବେ ଭଗବାନ ତାଙ୍କୁ ଆଗ ସଂହାର କରିବେ।ଏହି ବ୍ୟକ୍ତିମାନଙ୍କୁ ମେତ୍ସ ସହିତ ତୁଳନା କରାଯାଇଛି ଏବଂ ଯେଉଁ ବ୍ୟକ୍ତିମାନଙ୍କ ପାଖରେ ସତ୍ୟ ଶାନ୍ତି ଦୟା ଏବଂ କ୍ଷମା ଥିବେ ସେମାନଙ୍କୁ ସ୍ୱଚ୍ଛ ସହିତ ତୁଳନା କରାଯାଇଛି।
ଯେଉଁ ସମୟରେ ଭଗବାନ କଲକି ଅବତାର ନେବେ ସେହି ସମୟରେ କଳା ଘୋଡାକୁ ମହାମୟୀ ଶକ୍ତି ସହିତ ତୁଳନା କରାଯାଇଛି।ଏବଂ ୧୨ ହାତ ଖଣ୍ଡା ହେଉଛି ୧୨ଟି ପବନ।ଏବଂ ସବୁ ପବନକୁ କହିବେ ଏହି ସ୍ଥାନରେ ବ୍ୟାଧି ସୃଷ୍ଟି କରିବାପାଇଁ।
ଏବଂ ସେହି ୧୨ ହାତ ଖଣ୍ଡାକୁ ସୁନାମି, ବାତ୍ୟା ,ବନ୍ୟା ମରୁଡି , ଭୂମିକମ୍ପ ଏବଂ ଏହିପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଇଛି।କଳିଯୁଗର ଅନ୍ତ ସମୟରେ ଭଗବାନ ୧୨ହାତ ଖଣ୍ଡା ଧରି ସଂହାର କରିବା କଥାକୁ ଏହି ତତ୍ୱ ସହିତ ତୁଳନା କରାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment