Press "Enter" to skip to content

ମୃ-ତ୍ୟୁ ପୂର୍ବରୁ ମୃ-ତ୍ୟୁ ଦୂତକୁ ସ୍ୱପ୍ନରେ ଦେଖିଥିଲେ ଦେବେନ୍ଦ୍ର

ମୃ-ତ୍ୟୁ ଦୂତକୁ ପାଖରୁ ଦେଖିଥିଲେ ସମାଜ ର ବାର୍ତ୍ତା ସାମ୍ପାଦକ ଦେବେନ୍ଦ୍ର ସାମନ୍ତରାୟ l ଡାକ୍ତର ଖାନରେ ଆଡମିଟ ହେବାପରେ ସେ ଏକ କବିତା ଲେଖିଥିଲେ l କବିତା ମାଧ୍ୟମରେ ସେ କହିବାକୁ ଚାହିଁଥିଲେ ଯେ ମୃତ୍ୟୁ ଦୂତ ତାଙ୍କୁ ଡାକିବାକୁ ଆସିଥିଲା l

ଏବଂ ଏହି କବିତା କୁ ତାଙ୍କ ଝିଅ ସୋସିଆଲ ମିଡିଆରେ ସେଆର କରିଛନ୍ତି l ଆଉ ଦେବେନ୍ଦ୍ର ଲେଖିଥିବା କଥା ଗୁଡିକ ସତରେ ହୃଦୟସ୍ପର୍ଶୀ l କ-ରୋନା ରେ ଏହି ବିଶିଷ୍ଟ ସାମ୍ବାଦିକ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ଏପ୍ରିଲ 14 ତାରିଖରେ ମେଡ଼ିକାଲରେ ଆଡମିଟ ହୋଇ ସେହି ରାତିରେ ଡ଼ାଇରୀ ରେ ଲେଖିଥିଲେ ସେ ଦେଖିଥିବା କଥା

ଦେବେନ୍ଦ୍ର ସାମନ୍ତରାୟ ଙ୍କ ଝିଅ ଦିବ୍ୟାଶା ସାମନ୍ତରାୟ ଏହି ଚିଠିକୁ ସୋସିଆଲ ମିଡିଆରେ ସେଆର କରିଛନ୍ତି l ଏହି ଲେଖା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ l ହସ୍ପିଟାଲ ରେ ଆଡମିଟ ହେବା 2 ଦିନ ଆଗରୁ ଦେବେନ୍ଦ୍ର ଏକ ସ୍ବପ୍ନ ଦେଖିଥିଲେ l ସେହି ସ୍ବପ୍ନ ରେ ମୃ-ତ୍ୟୁ ଦୂତ ତାଙ୍କୁ ଡାକୁଥିବାର କଥା ଲେଖିଥିଲେ ଡାଏରୀ ରେ :-

ତୁମେ ଏମିତି ବି ଦିନେ ଚୁପଚାପ ମୋ ପାଖକୁ ଚାଲିଆସିବ ନିସ୍ତବ୍ଧ ଅନ୍ଧାର ରେ ବାରମ୍ବାର ଛୁଇଁବ ଲୁଚକାଳି ଅନ୍ଧାପୁଟୁଳି ଖେଳିବ l ପୁଣି ସେହି ମୁହୂର୍ତ୍ତ ର ନିଶ୍ୱାସ କୁ ନେଇ ବାଟ ଭାଙ୍ଗି ଚାଲିଯିବ l

ଏହି ସ୍ବପ୍ନ ରେ ସେ ବ୍ୟଥିତ ହୋଇ ବାରମ୍ବାର ମୃ-ତ୍ୟୁ ଦୂତ ତାଙ୍କୁ ଡାକୁଥିବାର ଲେଖିଥିଲେ l ସତେ ଯେମିତି ଯେ କୌଣସି ମୁହୂର୍ତ୍ତରେ ତାଙ୍କ ଶେଷ ନିଶ୍ୱାସ ଅଟକିଯିବ l

ସେ ଲେଖିଛନ୍ତି ସେଦିନ ସେ ମୃ-ତ୍ୟୁ ସହ ଲଢେଇ କରୁଥିଲେ କିନ୍ତୁ ତାଙ୍କ ଦେହ ଅବସ ହୋଇଯାଉଥିଲା ନିଦ ଭାଙ୍ଗିଲା ବେଳକୁ ମୃତ୍ୟୁ ଦୂତ ତ ଚାଲି ଯାଇଥିଲା କିନ୍ତୁ ତାଙ୍କ ମନରେ ଅନେକ ଆଶଙ୍କା ଛାଡିଦେଇଥିଲା l ଏହି କବିତା ଲେଖିବାର 2 ସପ୍ତାହ ପରେ ଦେବେନ୍ଦ୍ର ଙ୍କର କରୋନା ଆକ୍ରାନ୍ତ ରେ ମୃ-ତ୍ୟୁ ହୋଇଥିଲା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *