ବର୍ଷା ପ୍ରିୟଦର୍ଶିନୀ ଅଲିଉଡ ଇଣ୍ଡଷ୍ଟ୍ରି ର ବେଶ ଲୋକପ୍ରିୟ ଅଭିନେତ୍ରି l ବର୍ତ୍ତମାନ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ବିବାଦ ହେଇଥିବ ହେତୁ ତାହା ଓଡ଼ିଶାରେ ବେଶ ଚର୍ଚା ର ବିଷୟ ପାଲଟିଛି l ଅନୁଭବ ବର୍ଷା ଙ୍କୁ ଛାଡ଼ପତ୍ର ଦେବାକୁ ଚାଁହୁଥିବା ବେଳେ ବର୍ଷା ତାଙ୍କ ସହ ରହିବାକୁ ଚାଁହୁଥିଲେ ଏବଂ କେବଳ ନ୍ୟାୟ ପାଇବା ଆଶାରେ ତାଙ୍କ ଅସୁବିଧା କାନୁନ ଆଗରେ ଜଣାଇଥିଲେ l
ବର୍ଷା ବର୍ତ୍ତମାନ ଏକ ଭିଡ଼ିଓ ଜାରି କରିଛନ୍ତି ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି l ବର୍ଷା ଭିଡିଓ ରେ କ-ରୋନା ମହାମାରୀ ସମୟରେ ସମସ୍ତଙ୍କୁ ସଚେତନ ହେବା ବିଷୟରେ ବୁଝାଇଥିଲେ ଏବଂ କିପରି ସବୁବେଳେ ସୁସ୍ଥ ରହିବେ ତାହା ଜଣାଇଥିଲେ l ବର୍ଷା ଭିଡ଼ିଓ ମାଧ୍ୟମରେ କ-ରୋନା ସମୟରେ ଅଯଥାରେ ବାହାରକୁ ବୁଲାବୁଲି ନ କରିବାକୁ ପରାମର୍ଶ ଦେଇଥିଲେ l
ଏବଂ ସାରା ଭାରତ ବର୍ଷ ବର୍ତମାନ କ-ରୋନା ରେ ସଂଘର୍ଷ କରୁଥିବାବେଳେ କିଛି ଲୋକ ତାହାକୁ ଖାମଖିଆଲ ଭାବେ ଗ୍ରହଣ କରୁଛନ୍ତି ଯାହା ଫଳରେ କ-ରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ତେଣୁକରି ନିଜେ ସତର୍କ ରହିଵା ଆବଶ୍ୟକ ଏବଂ ବାରମ୍ବାର ହାତ ଧୋଇବା ଆବଶ୍ୟକ ଅଟେ ବୋଲି ସୂଚନା ଦେଇଥିଲେ l
ତା ସହ ଦିନକୁ ଦିନ ଖରା ବଢିବାକୁ ଲାଗିଛି ଯାହା ଫଳରେ ଅନେକ ଜୀବ ତାଲାବନ୍ଦ ପାଇଁ ଖାଇବାକୁ ଏବଂ ପିଇବାକୁ ପାଉନାହାନ୍ତି l ଆଗପରି ଆଉ ପରିସ୍ଥିତି ନାହିଁ ତେଣୁକରି ପଶୁ ପକ୍ଷୀ ମାନଙ୍କ ପାଇଁ ଯେତିକି ସମ୍ଭବ ଜଳ କିମ୍ବା ଖାଦ୍ୟ ରଖିବା ଉଚିତ ଯାହା ଦ୍ୱାରା ସେମାନେ କିଛି ପରିମାଣ ରେ ଖାଦ୍ୟ ପାଇପାରିବେ ଏବଂ ଏହି ବିପଦ ସମୟରେ ନିଜ ଭୋକ ମେଣ୍ଟାଈ ପାରିବେ l
କ-ରୋନା ସମୟରେ ସମସ୍ତେ ନାନା ପ୍ରକାର ଅସୁବିଧା ଭୋଗ କରୁଥିବାର ଦେଖାଯାଉଛି ଯାହା ଫଳରେ ଅନେକ ଲୋକମାନେ ଧର୍ଯ୍ୟହରା ହେଇଯାଉଛନ୍ତି ଏବଂ ଅନେକ ଲୋକଙ୍କ ଯିବିକା ଉପରେ ମଧ୍ୟ ବିପଦ ପଡିସାରିଲାଣି l ତେଣୁକରି ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କିଭଳି ସମସ୍ତେ ସଚେତନ ଏବଂ ସୁସ୍ଥ ରହିପାରିବେ ତାହା ବିଷୟରେ ସୂଚନା ଦେଇଥିଲେ ବର୍ଷା
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment