ବନ୍ଧୁଗଣ ବର୍ତ୍ତମାନ କ-ରୋନା ମହାମାରୀ ଭାରତରେ କାୟା ବିସ୍ତାର ତଥା ସମଗ୍ର ବିଶ୍ୱରେ ମଧ୍ୟ ଏହା ଉଗ୍ର ରୂପ ଧରଣ କରିସାରିଲାଣି l ଅନେକ ଲୋକ ସଂକ୍ରମିତ ହୋଇ ମୃ-ତ୍ୟୁ ବରଣ କଲେଣି ଯାହା ଫଳରେ ଜନ ସମାଜ ପ୍ରତି ବିପଦ ର ଛାୟା ସୃଷ୍ଟି ହୋଇଛି l ସାରା ବିଶ୍ୱ ବର୍ତ୍ତମାନ କ-ରୋନା ଦାଉ ରୁ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି l
ଏହି ସମସ୍ତ ସମସ୍ୟାର ମାଳିକାରେ ରହିଛି ଉତ୍ତର l ମାଳିକାରେ କ-ରୋନା ମହାମାରୀ ସମ୍ପର୍କରେ ବହୁ ପୁରାତନ କାଳରୁ ଅଚ୍ୟୁତ ମାଳିକାରେ ଲେଖିଦେଇଛନ୍ତି କିପରି ଭୁ-ତାଣୁ ଦ୍ୱାରା ସମସ୍ତେ ଭୟଭିତ ହୋଇ ଘରେ ଘରେ ଲୁଚିବେ ମୁଖେ ତୁଣ୍ଡି ବାନ୍ଧିବେ l ବନ୍ଧୁଗଣ ମୁଖେ ତୁଣ୍ଡି ବିନ୍ଧି ଅର୍ଥାତ ଆମେ ପିନ୍ଧୁଥିବା ମାସ୍କ ଅଟେ ଏବଂ ଗୃହେ ବନ୍ଦୀ ହୋଇଥିବା ଅର୍ଥ ତାଲାବନ୍ଦ ଅଟେ l
ତେବେ ଏହି ବିଷୟରେ ମାଳିକା ବହୁ ପୂର୍ବରୁ ସୂଚନା ଦେଇସାରିଛି ତେଣୁକରି ମାଳିକା କଥା ଆଜି ପର୍ଯ୍ୟନ୍ତ ମିଛ ବୋଲି ପ୍ରମାଣିତ ହୋଇନି l ମାଳିକାରେ ମହାମାରୀ ସଂମ୍ପର୍କ ରେ ଲେଖାଯାଇଛି ଏହା ଏକ ବର୍ଷ 10 ମାସ ରହି ଟାର କାୟା ମେଲାଇ ଶାନ୍ତ ହୋଇଯିବ ଅର୍ଥାତ କ୍ଷୀଣ ହୋଇଯିବ l
କରୋନା ମହାମାରୀ ବିଷୟରେ ମାଳିକାରେ ଏହା ମଧ୍ୟ ଲେଖା ଯାଇଛି ଅନେକ ଆକ୍ରାନ୍ତ ହେବେ ଅନେକ ସୁସ୍ଥ ହେବେ ଯାହାକି ସତ ହେଉଛି ଏବଂ ମୃ-ତ ହାର ଆକ୍ରାନ୍ତ ଙ୍କ ସଂଖ୍ୟାରେ କମ ରହିଆସିଛି ଏବଂ ଅନେକ ଲୋକ ମହାମାରୀ କବଳରୁ ରକ୍ଷା ପାଇଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment