ସାଧାରଣ ତ ମନୁଷ୍ୟ ଏକା ଏକା କାଟୁଥିବା ଜୀବନକୁ ଆହୁରି ମଧୁର କରିବା ପାଇଁ ସେ ନିଜ ଲାଇଫ ପାଟନର ଖୋଜନ୍ତି।ମଣିଷ ଜୀବନରେ ବୈବାହିକ ସମୟ ଆହୁରି ଖୁସି ଆଣେ।ହେଲେ ବୈବାହିକ ଦମ୍ପତ୍ତିଙ୍କ ଅଧିକ ଖୁସି ହୁଅନ୍ତି ଯେତେବେଳେ ସେ ଜାଣନ୍ତି ଯେ ତାଙ୍କ ଦ୍ୱାରା ଆହୁରି ଏକ ସଦସ୍ୟ ଆସୁଛି।
ମଣିଷ ତ କେବେ ଆଶା କରିବା ବନ୍ଦ କରେ ନାହିଁ।ତେଣୁ ଜାଣିବାକୁ ଚାହେଁ କି ସେ ସଦସ୍ୟ ଜଣକ ଯିଏ କୁଆଁ କୁଆଁ ହୋଇ ପରିବାର ଲୋକଙ୍କୁ ହସାଇବ,ସେ ପୁଅ କିମ୍ବା ଝିଅ। ଜାଣିବାକୁ ଯାଇ ବହୁତ ଉପାୟ ଆପଣାଇ ନେଇଥାଏ।ହେଲେ ଏବେ ଜାଣିବା ଆସନ୍ତୁ କୌଣସି ଉପାୟ ଅବଲମ୍ବନ ନ କରି କେଉଁ କେଉଁ ଲକ୍ଷଣ ଦେଖାଯାଏ ସେହିଥିରୁ ଜାଣିପାରିବେ ପୁଅ କିମ୍ବା ଝିଅ।
ପୁରୁଷ ମହିଳାଙ୍କ ସହବସ ଦ୍ଵାରା ଶିଶୁ ଜାତ ହୁଏ।ସବୁ ସ୍ତ୍ରୀ ମାନେ ଖୁସି ହୁଅନ୍ତି ଯେ ସେ ମାଆ ହେବାକୁ ଯାଉଛନ୍ତି।ସେଥିପାଇଁ ସେ ଆକୁଳ ହୋଇ ଚାଁହାନ୍ତି କି ମୋର ପୁଅ ହେଉ।ଯଦି ଗର୍ଭ ଧାରଣ ପରେ ପୁଅ ଅଛିକି, ଲକ୍ଷଣ ଜାଣିବା;
ପ୍ରଥମ ଲକ୍ଷଣ ହେଉଛି ଯଦି ଗର୍ଭ ଧାରଣ ପରେ ସ୍ତ୍ରୀ ପେଟର ଡାହାଣ ପେଟରେ ନିଳ ଶିର ଦେଖାଦେଇଥାଏ।
ଦ୍ୱିତୀୟ ଲକ୍ଷଣ ହେଉଛି ସ୍ତ୍ରୀ ମାନେ ଚାଲିବା ସମୟରେ ଆଗ ବାମ ପାଦ ଉଥାଉଥିବେ।
ତୃତୀୟ ଲକ୍ଷଣ ହେଉଛି ଗର୍ଭରେ ଯଦି ପୁଅ ଥିବ ତେବେ ସ୍ତ୍ରୀ ମାନେ ଅଙ୍ଗୁରୁ, ତରଭୁଜ, ଦହି ଏହିପରି ଖାଦ୍ୟ ଖାଇବା ପାଇଁ ଈଛୁକ ହୋଇଥାନ୍ତି।
ଚତୁର୍ଥ ଲକ୍ଷଣ ହେଉଛି ଆଗ ଅପେକ୍ଷା ସ୍ତ୍ରୀର ବାମ ଆଖିଠାରୁ ଡାହାଣ ଆଖି ସାମାନ୍ୟ ଛୋଟ ଦେଖାଯାଏ।
ପଞ୍ଚମ ଲକ୍ଷଣ ହେଉଛି ସ୍ତ୍ରୀର ଡାହାଣ ପଟ ପେଟ ଡାହାଣ ପଟ ସ୍ତନ ଭାରି ଭାରି ଲାଗିବ।
ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ, ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment