ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ କିଛି ନୂଆ ପହେଲି ରେ ସ୍ୱାଗତ କରୁଛୁ ଆଶା କରୁଛୁ ଯେ ଆପଣ ନିହାତି ପସନ୍ଦ କରିବେ : ମଧୁପୁର ଗାଁ ରେ ରାମବାବୁ ନାମକ ଜଣେ ଛୋଟ କିରାଣୀ ଥିଲେ l ସେ ତାଙ୍କ ଦୋକାନ ରେ ମିଟୁ ନାମକ ପିଲା ରଖିଲେ କାର୍ଯ୍ୟ ନିମନ୍ତେ l ଦିନେ ରାମବାବୁ ମିଟୁ କୁ ଡୋକାନ ରେ ଛାଡି କିଛି ଜରୁରୀ କାମରେ ଯାଇଥିଲେ l
ମିଟୁ ଟିକେ ଚୋର ପ୍ରକୃତି ର ଥିଲା ସେ ଦୋକାନ ରୁ 100 ଟଙ୍କା ଚୋରି କରିଦେଲା କିଛି ସମୟ ପରେ ରାମବାବୁ ଯେତେବେଳେ ଫେରିଲେ ମିଟୁ ରାମବାବୁ ଙ୍କୁ 100 ଟଙ୍କା ଦେଇ 50 ଟଙ୍କାର ଜିନଷ କିଣିଲା l ଆଉ ରାମବାବୁ ଜିନଷ ସହ ବାକି 50 ଟଙ୍କା ଫେରେଇଦେଲେ l ଏବେ ଆପଣ କହିପାରିବେ କି ରାମବାବୁ ଙ୍କର କେତେ ଟଙ୍କାର କ୍ଷତି ହେଲା ?
ଉତ୍ତର ଆପଣ କମେଣ୍ଟ ମାଧ୍ୟମରେ କୁହନ୍ତୁ l
2)
ସେ କେଉଁ ପରିବା ଅଟେ? ଯେଉଁଥିରେ କି ଜିଲ୍ଲା ଭାଷା ଓ ଦେଶ ଏହି ତିନୋଟି ନାମ ଲୁଚି ରହିଛି
ଉତ୍ତର : ଭେଣ୍ଡି (BHINDI)
Bhindi ରୁ i ବାହାର କରିଦେଲେ ଭିଣ୍ଡ ହେଉଛି ଯାହା ମଧ୍ୟପ୍ରଦେଶ ର ଏକ ଜିଲ୍ଲା ଅଟେ l BHINDI ର B ବାହାର କରିଦେଲେ HINDI ହେଉଛି ଯାହା ଆମ ଦେଶ ର ମୁଖ୍ୟ ଭାଷା ଅଟେ l BHINDI ର ପ୍ରଥମ B ଏବଂ ଶେଷ I ବାହାର କଲେ HIND ହେଇଯାଉଛି ଯାହା ଆମ ହିନ୍ଦୁସ୍ତାନ ର ନାମ ଅଟେ l
3)
ମିଷ୍ଟର ମେହେରା ବାବୁ ଙ୍କ ମର୍ଡର ହେଇଯାଉଛି l ପୋଲିସ ଅନୁସନ୍ଧାନ ନିମନ୍ତେ ଆସି ପହଁଚୁଛି ପ୍ରଥମେ ଘରେ ଥିବା ତିନି ଜଣ ଲୋକଙ୍କୁ ପଚାର ଉଚରା କରୁଛନ୍ତି l ତାଙ୍କ ସ୍ତ୍ରୀ କହୁଛନ୍ତି ମୁଁ ରୁମ ରେ ବହି ପଢ଼ୁଥିଲି ମତେ କିଛି ଜଣା ନାହିଁ l ତାଙ୍କ ପୁଅ କହୁଛି ମୋ ହାତ ଭାଙ୍ଗି ଯାଇଛି ମୁଁ ଦିନ ସାରା ଶୋଇଥିଲି ଆଉ ମୁଁ ମୋ ରୁମ ରେ ହିଁ ଥିଲି l
ରୋଷେଇୟା କହିଲା ମୁଁ ରୋଷେଇ କରୁଥିଲି l ଏହା ପରେ ପୋଲିସ ସାର ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କୁ ଘରେ ମଧ୍ୟ କିଛି ପ୍ରମାଣ ମିଳିଲା ନାହିଁ l ଦ୍ୱିତୀୟ ଦିନ ଆସିଲାବେଳେ ତାଙ୍କ ପୁଅ ଙ୍କର ଡାହାଣ ହାତ ପଟି ହୋଇଥିଲା ମାତ୍ର ଏବେ ବାମ ପଟ ହାତ ରେ ପଟି ବନ୍ଧା ହୋଇଥିଲା l ଏଥିରୁ ପୋଲିସ ବାବୁ ତାଙ୍କ ପୁଅ ଙ୍କୁ ହତ୍ୟାକାରୀ ରୂପେ ଜାଣିପାରିଲେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment