ବନ୍ଧୁଗଣ ସାରା ଭାରତ ବର୍ଷ ରେ କ-ରୋନା ମହାମାରୀ ତା କାୟା ବିସ୍ତାର କରୁଥିବା ବେଳେ ଅନେକ ଲୋକ ପ୍ରାଣ ହରାଉଛନ୍ତି l ଏହା କ-ରୋନା ର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ କ-ରୋନା ରୋଗୀଙ୍କ ମୃ-ତ୍ୟୁ ସଂଖ୍ୟା ଏବଂ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି l
କ-ରୋନା ସଂକ୍ରମିତ ହେଇଥିଵା ବ୍ୟକ୍ତିମାନେ ଯେତେବେଳେ ମୃତ୍ୟୁ ବରଣ କରନ୍ତି ସେତେବେଳେ ତାଙ୍କୁ ଲୁକାୟିତ ଭାବରେ ତାଙ୍କ ଅନ୍ତିମ କ୍ରିୟା କରାଯାଏ l
ଏହା ସଂକ୍ରମଣ ବୃଦ୍ଧି ପାଉଥିବା ଦ୍ୱାରା ଏହି ଭୟଙ୍କର ଭାଇରସ ଖୁବ ଶୀଘ୍ର ସମସ୍ତଙ୍କ ଶରୀର ରେ ପ୍ରବେଶ କରିପାରେ l ଯେତେବେଳେ ଲୋକମାନେ ନିଜର କୌଣସି ବ୍ୟକ୍ତିଙ୍କୁ କ-ରୋନା ସଂକ୍ରମିତ ହେବାର ଜାଣିବାକୁ ପାଆନ୍ତି ତେବେ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ରେ ଆଡମିଟ କରନ୍ତି ଏବଂ ଯଦି ସେହି ସଂକ୍ରମିତ ବ୍ୟକ୍ତିଙ୍କର ମେଡ଼ିକାଲ ରେ ମୃତ୍ୟୁ ଘଟେ ତେବେ ତାହାକୁ ମେଡିକାଲ କର୍ତ୍ତୃପକ୍ଷ ମୃ-ତ ଶ-ରୀର କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରନ୍ତି ନାହିଁ l
ବରଂ ମେଡିକାଲ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ବ୍ୟବସ୍ତା ହୋଇଥିବା ଯୋଦ୍ଧା ମାନେ ଏହି କାର୍ଯ୍ୟ କରିଥାନ୍ତି l ଇଚ୍ଛା ଥିଲେ ମଧ୍ୟ କ-ରୋନା ସଂକ୍ରମିତ ମୃ-ତବ୍ୟକ୍ତିଙ୍କୁ ଦେଖି ମଧ୍ୟ ପାରନ୍ତିନି ଏବଂ ତାଙ୍କ ଅନ୍ତିମ ସତ୍କାର ମଧ୍ୟ କରିପାରନ୍ତିନି l ଏହି ଭିଡ଼ିଓ ମାଧ୍ୟମରେ ଆପଣ ଦେଖିପାରିବେ କିପରି କ-ରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ କ-ରୋନା ସଂକ୍ରମିତ ମୃ-ତ ବ୍ୟକ୍ତି ଙ୍କ ଅନ୍ତିମ ସତ୍କାର କରୁଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment