Press "Enter" to skip to content

ସ୍ତ୍ରୀ ବଶୀକରଣ ତାବିଜ ଏହାକୁ ପିନ୍ଧିବା ମାତ୍ରେ ସେ ସ୍ତ୍ରୀ ଆପଣଙ୍କ ପାଇଁ ପାଗେଳୀ ହେଇଯିବ

ନମସ୍କାର ବନ୍ଧୁଗଣ ଯଦି ଆପଣ କୌଣସି ସ୍ତ୍ରୀ କୁ ବଶୀକରଣ କରିବାକୁ ଚାଁହାନ୍ତି ତେବେ ଏହି ଉପାୟଟି କେବଳ ଆପଣଙ୍କ ପାଇଁ l ଧ୍ୟାନ ର ସହ ଦେଖନ୍ତୁ ଆଜି ଆମେ ଆପଣଙ୍କୁ ବଶୀକରଣ କେମିତି ହୁଏ ଜଣାଇବୁ l ଯାହାର ପ୍ରୟୋଗରେ ଆପଣ ଥରେ ମାତ୍ର ଏହି ତାବିଜ କୁ ବେକ ରେ ପିନ୍ଧନ୍ତୁ l ଦେଖିବେ ଝିଅ ବା ମହିଳା ସାଙ୍ଗେ ସାଙ୍ଗେ ଆପଣଙ୍କ ପାଖକୁ ଆସିବ l

ଆପଣଙ୍କୁ ନ ଦେଖିରହିପାରିବନି କିମ୍ବା ଆପଣମକଠୁ ଦୁରେଇ ରହିପାରିବନି l ଏହି ପ୍ରୟୋଗ ଟି ମହା ଶକ୍ତିଶାଳୀ ପ୍ରୟୋଗ ତେଣୁକରି ଏହାକୁ ଭାବି ଚିନ୍ତି ପ୍ରୟୋଗ କରନ୍ତୁ l କୌଣସି ନିରୀହ ବ୍ୟକ୍ତି ଙ୍କ ଉପରେ ପ୍ରୟୋଗ କରନ୍ତୁ ନାହିଁ l ଏହି ତାବିଜ ତିଆରି ନିମନ୍ତେ ଆପଣଙ୍କୁ କିଛି ସାମଗ୍ରୀ ଦରକାର ଯେମିତିକି, ସିନ୍ଦୁର, ସାଲୁକନା,ନାଲି ସୁତା, ସାଧା କାଗଜ, ଏବଂ ମାର୍କର ର ଆବଶ୍ୟକତା ହେବ l

ପ୍ରଥମେ ସାଧା କାଗଜରେ ଏକ ବଶୀକରଣ ଯନ୍ତ୍ର ତିଆରି କରିବେ(ଓଲଟା ତ୍ରିଭୁଜ ଦୁଇପଟେ ଦୁଇଟି) ଷ୍ଟାର ଭାଗରେ ଓଁ ଲେଖିବେ ୬ ଟି କଣ ରେ ଏବଂ ତା ପରେ ମଝିରେ ଆପଣଙ୍କର ଓ ସେହି ସ୍ତ୍ରୀ ଲୋକ ଙ୍କର ନାଁ ସ୍ୱସ୍ତିକ ଚି଼ହ୍ନ ୨ ଜଣଙ୍କ ନାଁ ମଝିରେ ଅଙ୍କନ୍ତୁ l ତାର ଡାହାଣ ପଟେ ଏକ ବକ୍ସ ଅଙ୍କନ କରିବେ ଯେଉଁଥିରେ କି ଚାରି ଲାଇନ ରେ ଅଙ୍କିବେ ଉଭୟପଟୁ l ସେ ଯେମିତି ୯ ଟି ସଂଖ୍ୟା ଧରୁଥିବା l

ପ୍ରଥମେ,୩,୨,×,୧୩,୯, ୫,୪, ୮, ୧O ଲେଖିବେ ସେହି ବାକ୍ସ ଉପରେ ସ୍ୱସ୍ତିକ ଚି଼ହ୍ନ ଅଙ୍କିବେ l ତଳେ (ଓଁ କାମ ଦେବାୟ ଅଙ୍କିତା ବଶ୍ୟମ କୁରୁ ସ୍ୱାହା) ଅଙ୍କିତା ଜାଗାରେ ସେହି ଝିଅର ନାଁ ଲେଖିବେ l ଏବେ ସେହି ଯନ୍ତ୍ର ମଝିରେ ସିନ୍ଦୁର ଲଗାଇଦେବେ ଏହା ପରେ କାଗଜରେ ସାଲୁକାନାକୁମୋଡ଼ି ରଖିଦେବେ ତା ପରେ ତାକୁ ଲାଲୀ ସୂତାରେ ବାନ୍ଧିଦେବେ l

ଏହାକୁ ନିଜ ବେକରେ ଧାରଣା କରିବେ l ଏହାପରେ ଆପଣଯେତେବେଳେ ସେ ଝିଅକୁ ଦେଖିବେ ବା ଛୁଇଁବେ ସେତେବେଳେ ଏହି ମନ୍ତ୍ରକୁ ୩ ଥର ଉଚ୍ଚାରଣ କରିବେ l ସେହି ସମୟଠାରୁ ସେ ଝିଅ ବା ମହିଳା ଆପଣଙ୍କ ପ୍ରତି ବାସ ହୋଇଯିବ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଅଜବ ଗଜବMore posts in ଅଜବ ଗଜବ »

Be First to Comment

Leave a Reply

Your email address will not be published. Required fields are marked *