ଚାଣକ୍ୟ ନୀତି ଅନୁସାରେ ମଣିଷ ଜୀବନରେ ପରିବର୍ତ୍ତନ ହୁଏ।ଚାଣକ୍ୟ ମଣିଷ ସମାଜ ପାଇଁ ଉନ୍ନତି ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନମାନ ସବୁ ଠିକ ଠିକ ସମୟରେ ଠିକ କଥା କୁହନ୍ତି।କିପରି ମଣିଷ ନିଜ ଖରାପ ପରିସ୍ଥିତି ନିୟନ୍ତ୍ରଣ କରି ଜୀବନରେ ଆନନ୍ଦ ଆଣିବେ ସେ ବିଷୟରେ କହିଥାନ୍ତି।ଆସନ୍ତୁ ଜାଣିବା ଏମିତି କଣ କହିଛନ୍ତି ସେ ଯାହା ଫଳରେ ମଣିଷ ଧନର ମାଲିକ ହୋଇପାରିବ,କଣ କଲେ ମଣିଷ ଶାନ୍ତି ପାଇପାରିବ।
ପ୍ରଥମେ କହିବାକୁ ଗଲେ ମଣିଷ ମାତ୍ରକେ ଭୁଲ।ଯଦି ମଣିଷ ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ଚାହେଁ ତେବେ ସେ ତାର ଭୁଲକୁ ବୁଝିବାକୁ ପଡିବ।ସବୁଦିନ ରାତିରେ ଶୋଇବା ପୂର୍ବରୁ ଦିନରେ କଣ ସବୁ ଭୁଲ କଲି ଓ କାହିଁକି କଲି ଏ ବିଷୟରେ ଭାବିବା ଉଚିତ।ଆଉ ଚେଷ୍ଟା କରିବେ ସେହି ଭୁଲ ଆଉ କେବେ ନୁହେଁ କିମ୍ବା କାଲି ସକାଳେ ଭୁଲ ନହେବା ପାଇଁ ଚାହିଁବେ।ରାତିରେ ନିଜ ହାତରେ ପାଣି ନେଇ ମୁଁହକୁ ଭଲ ଭାବରେ ଧୋଇ ବସି ଭାବିବେ।ସବୁ ଭାବିଲେ କିଛି ହେବ ନାହିଁ ଯଦି କାର୍ଯ୍ୟକାରୀ ନ କଲ।
ଦ୍ୱିତୀୟ ତ ମଣିଷର ସବୁଠାରୁ ବହୁତ ବଡ଼ ଭୁଲ ହେଉଛି ତାର ନକାରତ୍ମକ ଚିନ୍ତାଧାରା।ମଣିଷକୁ ଭଲ ଏବଂ ବଡ଼ ଏବଂ ଖୁସି ମଣିଷଟେ ହବାକୁ ହେଲେ ନିଜର ଚିନ୍ତାଧାରକୁ ବଦଳାଇବାକୁ ପଡିବ।ଜୀବନରେ ବହୁତ ଖରାପ ପରିସ୍ଥିତି ଆସିବ ସବୁକୁ ସକାରତ୍ମକ ଭାବରେ ସାମ୍ନା କରିବାକୁ ହେବ।ରାତିରେ ଶୋଇବା ପୂର୍ବରୁ ମଧ୍ୟ ଏହି ଭୁଲକୁ ପରବର୍ତ୍ତୀ ସକାଳେ ନ ହେବା ପାଇଁ ଚାହିଁବେ।
ଆହୁରି ଏକ କଥା ହେଉଛି ଧର୍ଯ୍ୟ।ମଣିଷ ଜୀବନରେ ଯାହା ଲକ୍ଷ୍ୟ ରଖିଥାଏ ତାହାକୁ ପୂରଣ କରି ନପାରିଲେ,ନିଜ ଉପରୁ ଓ ନିଜ ଲକ୍ଷ ଉପରୁ ବିଶ୍ୱାସ ଉଠିଯାଏ।କିନ୍ତୁ ନା ଯଦି ଜୀବନରେ ସଫଳତା ହାସଲ କରିବାରେ ଅଛି ତେବେ ନିଜ ଲକ୍ଷ୍ୟ ପୂରଣ କରିବ ପାଇଁ ଧର୍ଯ୍ୟର ଓ ନିଷ୍ଠା ଆବଶ୍ୟକ।
ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment