ବନ୍ଧୁଗଣ ଗ-ର୍ଭବତି ହେବା ନାରୀ ମାନଙ୍କ ପାଇଁ ସୌଭାଗ୍ୟ ର ଲକ୍ଷଣ ଅଟେ l ଯାହାକୁ ସମସ୍ତେ ବେଶ ଆଗରୁ ହିଁ ଅପେକ୍ଷା କରି ରହିଥାନ୍ତି l ଯେତେବେଳେ ନାରୀ ଟିଏ ଗ-ର୍ଭବତୀ ସେତେବେଳେ ତା ମଧ୍ୟରେ ଥିବା ମାତୃତ୍ୱ ର ଜନ୍ମ ହୋଇଥାଏ l
ଯେତେବେଳେ ମହିଳା ମାନଙ୍କର 9 ମାସ ହୋଇଯାଏ ସେତେବେଳେ ମହିଳାମାନେ ଖୁବ ବିଚଳିତ ହୋଇଥାନ୍ତି ଏବଂ ତାଙ୍କ ପିଲାକିପରି ସୁରୂଖାରେ ବାହାରି ଆସିବ ତାହା ପାଇଁ ଦିନ ରାତି ଚିନ୍ତା କରିଥାନ୍ତି l
ଯେତେବେଳେ ମହିଳା ପ୍ରଥମ ଥର ମା ହେବାକୁ ଯାଆନ୍ତି ସେତେବେଳେ ସେ ଖୁବ ଚିନ୍ତିତ ଥାନ୍ତି l ଏହି ସମୟରେ ଅଧିକ ଚିନ୍ତା କରୁଥିବା ଏବଂ ମାନସିକ ସ୍ତରରେ ଚାପ ହେବାଦ୍ୱାରା ପିଲା ଉପରେ ଖରାପ ପ୍ରଭାବ ପକାଇଥାଏ ତେଣୁକରି ଏହାକୁ ଧ୍ୟାନରେ ରଖି ଏହିସମୟରେ ଚାପ ମୁକ୍ତ ହେବା ଉଚିତ l
ଯଦି ଆପଣ ଅନୁଭବ କରିପାରନ୍ତି ଶିଶୁର ଓଜନ ତଳପଟକୁ ହେବାକୁ ଲାଗୁଛି ତେବେ 7 ଦିନ ମଧ୍ୟରେ ଆପଣଙ୍କର ଡେ-ଲିଭେରୀ ହେବା ସୁନିଶ୍ଚିତ ଅଟେ l ଡେ-ଲିଭେରୀ ହେବାର ଶେଷ ସମୟ ଆସିଗଲେ ପିଠିରେ ଅଧିକ ଜୋରେ ଯନ୍ତ୍ରଣା ହେବାର ଆରମ୍ଭ ହୁଏ l
ଡେ-ଲିଭେରୀ ସମୟ ଆସିଗଲେ ପେଟରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ ଯାହା ଫଳରେ ମହିଳାମାନେ ଆଧିକ କ୍ଲାନ୍ତ ଅନୁଭବ କରିଥାନ୍ତି l ଧୀରେ ଧୀରେ ଯଦି 9 ମାସରେ ପେଟରେ ଯନ୍ତ୍ରଣା ବଢିଯାଏ ତେବେ 7 ଦିନ ମଧ୍ୟରେ ଡେ-ଲିଭେରୀ ହୋଇଥାଏ l
ଏହିସବୁ ଘଟଣାକୁ ବିଶେଷ ଧ୍ୟାନ ଦେବା ଉଚିତ l ଏହାକୁ ଅଣଦେଖା କରିବା ଉଚିତ ନୁହେଁ 9 ମାସେରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟକଳାପ ଡାକ୍ତର ଙ୍କୁ ଜଣାଇବା ଉଚିତ l ନହେଲେ କେତେବେଳ କେଉଁ ଉଦେଶ୍ୟରେ ଘଟଣା ରେ ଡେରି ଆପଣଙ୍କୁ ମହଙ୍ଗା ପଡିପାରେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment