ଦିଅର ପ୍ରେମରେ ପଡିଲେ ଭାଉଜ l ସ୍ତ୍ରୀ ଙ୍କୁ ଛାଡ଼ପତ୍ର ଦେବାକୁ କହିବାରୁ ଦିଅର ଙ୍କର ପ୍ରେମ ନିଶା ଉତୁରିଗଲା l ସାଧାରଣତଃ ପତି ଏବଂ ପତ୍ନୀଙ୍କ ମଧ୍ୟରେ ସାମାନ୍ୟ ଝଗଡା ଏବଂ ପାଟିତୁଣ୍ଡ ଲାଗିରୁହେ l କିଛି ସମୟପରେ ଏହା ସମାଧାନ ଆଡକୁ ଇସାରା ଦିଏ l
କିନ୍ତୁ ବିହାର ର ଦରଭଙ୍ଗା ଅଞ୍ଚଳ ରେ ଏଭଳି ଅଭାବ ନିୟ ଘଟଣା ଦେଖା ଦେଇଛି ଯେଉଁଠି ପତି ପତ୍ନୀ ଏବଂ ଦିଅର ଙ୍କୁ ଆଇନ ର ଆଶ୍ରୟ ନେବାକୁ ପଡିଛି l
ସୂଚନା ଅନୁସାରେ ବେନ୍ତା ଅଞ୍ଚଳର ଜଣେ ବ୍ୟକ୍ତି 4 ବର୍ଷ ପୂର୍ବେ ବିବାହ କରିଥିଲେ l ବିବାହ ପରେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀ କୁ ଘରେ ଛାଡି ବାହାରକୁ ଟିଉସନ କରିବାକୁ ଯାଉଥିଲେ l ଏହି କ୍ଷେତ୍ରରେ ମହମଦ ସାହା ଉଦିନ ତାଙ୍କ ଦିଅର ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା l
ଏହା ପରେ ମହିଳା ଜଣଙ୍କ ତାଙ୍କ ଦିଅର ଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ l ପୋଲିସ ର କହିବା ଅନୁସାରେ ମହିଳା ଜଣଙ୍କ ନିଜ ସ୍ୱାମୀ ଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି l ଏହାପରେ ପତି ପତ୍ନୀ ଏବଂ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଥାନାକୁ ଡାକି ଏହି ଘଟଣା ର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର କୌଣସି ପ୍ରତିକ୍ରିୟା ବାହାର କରିପାରିନଥିଲେ l
ଥାନା ଅଧିକାରୀ ଅନୁଜ କୁମାର କହିଛନ୍ତି ଯେ ସେ ଯେତେଚେଷ୍ଟା କଲେ ମଧ୍ୟ କୌଣସି ରାସ୍ତା ବାହାର କରିପାରିନଥିଲେ ଏବଂ ମହିଳା ଜଣଙ୍କ ତାଙ୍କ ଦିଅର ଙ୍କୁ ବିବାହ କରିବା ପାଇଁ ଜିଦ ଧରୀ ବସିଥିଲେ l ସେପଟେ ଦିଅର ଙ୍କୁ ଯେତେବେଳେ ତାଙ୍କ ମତ ପଚାର ଯାଇଥିଲା ଦିଅର ସେସବୁ କୁ ପ୍ରତ୍ୟଖାନ କରି ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି l
ଦିଅର ଜଣଙ୍କ ତାଙ୍କ ସହ ଥିବା ଶାରୀରିକ ସମ୍ପର୍କ କୁ ମଧ୍ୟ ଅସ୍ବୀକାର କରିଛନ୍ତି ଏବଂ ସବୁ ମିଛ ବୋଲୀ ମନ୍ତବ୍ୟ ରଖିଛନ୍ତି l ପୋଲିସ ସମସ୍ତଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି l ଦିଅର କେଭେ ମଧ୍ୟ ଭାବିନଥିଲେ ତାଙ୍କୁ ଏ ସମ୍ପର୍କ ମହଙ୍ଗା ପଡିବ ବୋଲି l ଘର ଭିତରେ ବଡ଼ ଭାଇ ଙ୍କ ସ୍ତ୍ରୀ ତାଙ୍କୁ ବିବାହ କରିବାକୁ ଚାହିଁବେ ବୋଲି ସେ କେଭେ ମଧ୍ୟ ଚିନ୍ତା କରିନଥିଲେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment