ଯୁବତୀ ଙ୍କୁ ଅସଦାଚରଣ ଉଦ୍ୟମ ତାହାପୁଣି କୋ-ଭିଡ ହସ୍ପିଟାଲ ରେ l ଅସଦାଚରଣ ଉଦ୍ୟମ ଅଭିଯୋଗ ରେ ସଦରଥାନାରେ ଅଭିଯୋଗ ହୋଇଛି l ଏ ବିଷୟରେ ସଦର ଥାନା ଆଇଆଇସି ସୂଚନା ଦେଇଛନ୍ତି
ସୂଚନା ଅନୁଯାଇ ଗୁରୁବାର ଦିନ ଜଣେ ଯୁବତୀ କରୋନା ସଂକ୍ରମଣ ହୋଇ ଜିଲ୍ଲା କୋଭିଡ ହସ୍ପିଟାଲ ରେ ଆଡମିଟ ହୋଇଥିଲେ l ରାତି ପ୍ରାୟ 2 ଟାରେ ଜଣେ କୋ-ଭିଡ ସଂକ୍ରମିତ ଯୁବକ ତାଙ୍କ ଉପରକୁ ଆ-କ୍ରମଣ କରିଥିଲେ ଅସଦାଚରଣ ଉଦେଶ୍ୟରେ l
ମାତ୍ର ଯୁବତୀ ଜଣଙ୍କ ପ୍ରତିବାଦ କରିବାଦ୍ବାରା ଯୁବକ ଜଣଙ୍କ ତାଙ୍କୁ ଛାଡି ଦେଇଥିଲେ l ଯୁବତି ଜଣଙ୍କ ମେଡିକାଲ କର୍ତ୍ତୃପକ୍ଷ ଙ୍କୁ ଏହି ବିଷୟରେ ସାଙ୍ଗେ ସାଙ୍ଗେ ଜଣାଇଥିଲେ l
ପୂର୍ବାହ୍ନ ରୁ ସଦର ଅତିରିକ୍ତ ତହସିଲଦାର ଏବଂ ଜଣେ ମହିଳା ମାଜିଷ୍ଟ୍ରେଟ ଜିଲ୍ଲା କୋ-ଭିଡ ହସ୍ପିଟାଲ ରେ ପହଂଚି ଉକ୍ତ ଯୁବତୀ ଙ୍କୁ ପଚାର ଉଚରା କରି ତାଙ୍କ ବୟାନ ରେକର୍ଡ କରିଥିଲେ l ସଦରଥାନା ଆଇଆଇସି ସଂଯୁକ୍ତା ବାଲା ଯୁବତୀ ଙ୍କୁ ପଚାରା ଉଚରା କରି ତଦନ୍ତ ଆରମ୍ଭ କରିଛନ୍ତି l
ସଦର ଥାନାରେ ଏହି ବିଷୟରେ ଏକ ମାମଲା ରୁଜୁ ହୋଇଛି l ଅଭିଯୁକ୍ତ ଯୁବକ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି l ସେ ରୋଗମୁକ୍ତ ହେବାପରେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ବିଭୁତି ସାର ସୂଚନା ଦେଇଛନ୍ତି l
ଯେତେବେଳେ ମେଡ଼ିକାଲରେ ରେ ସୁରକ୍ଷା ର ଧ୍ୟାନ ଦିଆନଯିବ ତେବେ ମହିଳା ମାନେ ଅନ୍ୟତ୍ର କେଉଁଠାରେ ମଧ୍ୟ ସୁରକ୍ଷା ପାଇପାରିବେ ନାହିଁ l.. ଏହା ନେଇ ଏକ ବିରାଟ ପ୍ରଶ୍ନ ବାଚୀସୃଷ୍ଟି ହୋଇଛି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment