ଠକିଦେଲେ ସୁନ୍ଦରୀ l ସୁନ୍ଦରୀ ମାନଙ୍କ ଜାଲରେ ଯେ କେହି ପଡିଛି ସେ ତିଷ୍ଠି ପାରିନି l ସୁନ୍ଦରୀ ଜଣଙ୍କ ଲୁଟିନେଲେ ସାର ଙ୍କ ଠାରୁ 30000 ଟଙ୍କା l ଶିକ୍ଷକ ଜଣଙ୍କ ଏକ ଘରୋଇ ସ୍କୁଲ ରେ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଥିଲେ l
ଥରେ ଶିକ୍ଷକ ଙ୍କୁ ଫେସବୁକ ରେ ସୁନ୍ଦରୀ ଯୁବତୀଙ୍କର ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା ଏବଂ ଶିକ୍ଷକ ତାଙ୍କୁ ଗ୍ରହଣ କରି କଥାବାର୍ତା ହେଉଥିଲେ l କଥାବାର୍ତା କିଛିବାଟ ଆଗକୁ ଯିଵା ପରେ ଦୁହେଁ ଦୁହିଁଙ୍କୁ ୱାଟ୍ସଅପ ନମ୍ବର ସେଆର କରିଥିଲେ ଏବଂ କଥାବାର୍ତା ହେଉଥିଲେ l
ଯୁବତୀ ଜଣଙ୍କ ଶିକ୍ଷକ ଙ୍କ ସହ ମିଶିଯିଵା ପରେ ତାଙ୍କୁ ଅର୍ଦ୍ଧନ-ଗ୍ନ ଫୋଟୋ ଏବଂ ଭିଡ଼ିଓ ପଠାଇଥିଲେ l ଶିକ୍ଷକ ମଧ୍ୟ ସୁନ୍ଦରୀ ଜାଲରୁ ବର୍ତ୍ତୀ ନପାରି ସେହିପରି କରିଥିଲେ l ଶିକ୍ଷକ ମଧ୍ୟ ନିଜର ଅର୍ଦ୍ଧନ-ଗ୍ନ ଫୋଟୋ ଏବଂ ଭିଡ଼ିଓ ସେଆର କରିଥିଲେ l
ମାତ୍ର ଚାଲାକ ସୁନ୍ଦରୀ ଯୁବତୀ ଜଣଙ୍କ ଶିକ୍ଷକଙ୍କ ସେହି ଭିଡ଼ିଓ କୁ ସ୍କ୍ରିନ ରେକଡିଂ କରି ସେଭ କରିରଖି ଦେଇଥିଲେ l ଶିକ୍ଷକ ଏହା ଜାଣିପାରିନଥିଲେ l ସେ ଶିକ୍ଷଣକ ଠାରୁ ଟଙ୍କା ନେଇ ଫେରାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ମାତ୍ର ନ ଫେରାଇ ବ୍ଲାକ ମେଲିଙ୍ଗ ଆରମ୍ଭ କରିଥିଲେ l
ଶିକ୍ଷକ ଙ୍କ ଠାରୁ ସେ 3 ଥର ଟଙ୍କା ନେଇଥିବାରୁ ଅଭିଯୋଗ ହୋଇଛି l ଶିକ୍ଷକ ଜଣଙ୍କ ପ୍ରଥମ ଥର ଦଶ ହଜାର ଏବଂ ଦ୍ୱିତୀୟ ତୃତୀୟ ଥର ମଧ୍ୟ ଦଶହଜାର ଲେଖା ଦେଇଥିଲେ ପରେ ଆହୁରି ଟଙ୍କା ମାଗିଥିଲେ ଯୁବତୀ l
ନ ଦେବାରୁ ଭେଡ଼ିଓ ଦେଖାଇ ବ୍ଲାକମେଲିଙ୍ଗ କରୁଥିଲେ ଏବଂ ସବୁବେଳେ ଟଙ୍କା ଚାଁହୁଥିଲେ l ଏହିସବୁ କ୍ଷେତ୍ରରୁ ସବୁ ଜାଣିପାରି ଶିକ୍ଷକ ଜଣଙ୍କ ତାଙ୍କ ପ୍ରତି ଅଭିଯୋଗ ଆଣିଥିଲେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment