ମହିଳାଙ୍କୁ ନେଇ ଫେରାର ହେଇଗଲା ବୃଦ୍ଧ ଫେରିବା ପରେ ଖାଇଲା ଭୟଙ୍କର ଛେଚା l ଏପରି ଏକ ଅଭାବନିୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ମଣ୍ଡୁଆ ମୁଣ୍ଡା ସାହିରେ l
15 ଦିନ ତଳେ ଜଣେ 4 ସନ୍ତାନ ଥିବା ପିଲାଙ୍କ ମା ଙ୍କୁ ନେଇ 60 ବର୍ଷ ର ବୃଦ୍ଧ ଫେରାର ହେଵା ଘଟଣା ସାରା କେନ୍ଦୁଝର ଜିଲାରେ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି କରିଛି l ଏହା ପରେ ଏକ ଶୁଦ୍ଧିକ୍ରିୟା କ୍ଷେତ୍ରରେ ଯୋଗ ଦେଇଥିବା ଜାଣିପାରି ଗ୍ରାମବାସୀ ମିଳିମିଶି ମାଡ ମାରିଲେ l
ଟାଉନ ଥାନା ପୋଲିସ ସେଠାରୁ ବୃଦ୍ଧ ଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତି କରିଛନ୍ତି l ସୂଚନା ଅନୁସାରେ ଉକ୍ତ ମହିଳାଙ୍କ ସହ ପ୍ରେମ ସମ୍ପର୍କ କରି ବୃଦ୍ଧ ତାଙ୍କୁ କେଉଁଆଡେ ନେଇ ଚାଲିଯାଇଥିଲେ l ମହିଳାଙ୍କ ସ୍ୱାମୀ ଙ୍କ ମୃ-ତ୍ୟୁ ହେବାପରେ ଦଶାହ କର୍ମ ରେ ଯୋଗ ଦେବାପାଇଁ ବୃଦ୍ଧ ଗାଁ କୁ ଫେରିଥିଲେ l
ଯାହାଫଳରେ ବୃଦ୍ଧ ଙ୍କୁ ଦଶାହ କର୍ମ ରେ ଧରାଯାଇ ନିଧୂମ ପିଟିଥିଲେ ଗ୍ରାମବାସୀ l ମହିଳାଙ୍କୁ କେଉଁଠି ରଖିଛୁ ବୋଲି ପଚାରି ଉତ୍ତମ ମଧ୍ୟମ ଦେଇଥିଲେ l
ମହିଳାଙ୍କର 4 ଟି ଛୋଟ ଛୋଟ ପିଲା ଥିବାବେଳେ ସ୍ୱାମୀ ମଧ୍ୟ ଆରପାରି କୁଚାଲି ଯାଇଛନ୍ତି l 4 ଟି ଛୁଆଙ୍କୁ ଛାଡି ମା ଚାଲିଯାଇଥିବା ବେଳେ ଛୁଆ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି l
ଏପରି କ୍ଷେତ୍ରରେ ପିଲାମାନଙ୍କ କଥା କିଏ ଦାଇତ୍ୱ ନେବ ତାହା ନେଇ ଗ୍ରାମବାସୀ ଚିନ୍ତିତ ଅଛନ୍ତି l ଏହି ବିଷୟରେ ଗ୍ରାମରେ ଆଲୋଚନା ହୋଇଛି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment