ବନ୍ଧୁଗଣ ଅଲିଉଡ଼ ର ବର୍ଷା ପ୍ରିୟଦର୍ଶିନୀ ଙ୍କୁ ତ ସମସ୍ତେ ଜାଣିଥିବେ l ସେ ଅଲିଉଡ କୁଇନ ଭାବେ ଘରେ ଘରେ ପରିଚିତ l କିଛିଦିନ ପୂର୍ବେ ବର୍ଷା ତାଙ୍କର ଏବଂ ଅନୁଭବ ଙ୍କର ବଚସା ପାଇଁ ବ୍ୟସ୍ତ ରହୁଥିଲେ ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିଲେ l
କିନ୍ତୁ ବର୍ଷା କାହା କଥାକୁ ଖାତିର ନକରି ଜୀବନରେ ଆଗକୁ ଯିବାକୁ ଚେଷ୍ଟା କରିଥିଲେ l କ-ରୋନା କାଳରେ ଅନେକ ଅସହାୟ ଙ୍କୁ ସାହାର୍ଯ୍ୟ କରି ପେଟରେ ମୁଠାଏ ଦାନା ଯୋଗେଇଥିଲେ l ଅନେକ ଗରିବ ମାନଙ୍କୁ ସବୁବେଳେ ସାହାର୍ଯ୍ୟ ର ହାତ ବଢ଼ାନ୍ତି ବର୍ଷା l
କେବଳ କ-ରୋନା କାଳରେ ନୁହେଁ ସବୁବେଳେ ବର୍ଷା ଅସହାୟ ଏବଂ ଦୁଖୀ ରଂଙ୍କି ଙ୍କୁ ସାହାର୍ଯ୍ୟ କରିବାପାଇଁ ତତ୍ପର ଥାନ୍ତି l ଏବେ ଏବେ ବର୍ଷା ଙ୍କ ଭିଡିଓ ଖୁବ ଟ୍ରେଣ୍ଡ କରୁଛି ସୋସିଆଲ ମିଡିଆରେ ଯାହାକୁ ସମସ୍ତେ ପସନ୍ଦ କରୁଛନ୍ତି l ବର୍ଷା ଭିଡ଼ିଓ ମାଧ୍ୟମରେ ତାଙ୍କ ଫ୍ୟାନ ଏବଂ ଶୁଭ ଚିନ୍ତକ ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି l
ବର୍ଷା ସବୁବେଳେ ଜନ ସେବା କରିଆସୁଥିବା ହେତୁ ତାଙ୍କୁ ସଂମ୍ମାନିତ କରାଯାଇଥିଲା l ଯାହାକୁ ସେ ଖୁସି ହୋଇ ଫ୍ୟାନ ମାନଙ୍କୁ ଦେଖାଇଥିଲେ ଏବଂ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ l ବର୍ଷା ଙ୍କ କଷ୍ଟ ସମୟରେ ତାଙ୍କ ଫ୍ୟାନ ମାନେ ଅନେକ ସପୋର୍ଟ କରିଛନ୍ତି ଏବଂ ସବୁବେଳେ ବର୍ଷା ଙ୍କୁ ଉତ୍ସାହ ପ୍ରେରଣା କରିଛନ୍ତି l
ବର୍ଷା ଙ୍କ କହିବା ଅନୁଯାଇ ତାଙ୍କ ଫ୍ୟାନ ମାନେ ଯାହା ତାଙ୍କଠୁଁ ଆଶା ରଖିଛନ୍ତି ସେ ତାକୁ କରିବାପାଇଁ ଚେଷ୍ଟା କରିବେ ଏବଂ ସବୁବେଳେ ତାଙ୍କୁ ଉପହାର ସଦୃଶ ନୂଆ ଫିଲ୍ମ ଏବଂ ସାମାଜିକ କାର୍ଯ୍ୟକ୍ରମ ସବୁବେଳେ ଜାରି ରଖିବେ ବୋଲି ଭିଡ଼ିଓ ରେ କହିଥିଲେ l
ଏବଂ ଆଜି ସେ ଯେଉଁ ସଂମ୍ମାନ ରେ ସଂମ୍ମାନିତ ହୋଇଛନ୍ତି ତାହା ପଛରେ କେବଳ ତାଙ୍କ ଫ୍ୟାନ ମାନଙ୍କର ହାତ ରହିଛି ବୋଲି ଦର୍ଶାଇଥିଲେ ଏବଂ ସେ ସବୁବେଳେ ଫ୍ୟାନ ମାନଙ୍କର ସପକ୍ଷରେ ରହିବେ ବୋଲି ଜଣାଇଥିଲେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment