Press "Enter" to skip to content

ପୁଅଙ୍କର କଣ ଦେଖି ପଟିଯାନ୍ତି ଝିଅମାନେ ଦେଖନ୍ତୁ

ଝିଅମାନଙ୍କୁ ଇଂପ୍ରେସ ଆଉ ଆକର୍ଷିତ କରିବା ପାଇଁ ବହୁତ ଗୁଡିଏ ତରିକା ଅଛି । ସେଥିମଧ୍ୟରୁ ଏମିତି କିଛି ଅଙ୍ଗ ଅଛି ଯାହାକି ଝିଅମାନଙ୍କୁ ପୁଅ ଆଡକୁ ବହୁତ ଆକର୍ଷିତ କରିଥାଏ । ଏବଂ ବହୁତ ଇଂପ୍ରେସ ବି କରିଥାଏ।

ଝିଅମାନେ ଯେତେବେଳେ ଗୋଟିଏ ପୁଅକୁ ଦେଖନ୍ତି ସେମାନଙ୍କର କେଉଁ ଅଙ୍ଗକୁ ବହୁତ ନୋଟିସ କରନ୍ତି ଏବଂ ଅଧିକ ଧ୍ୟାନ ଦେଇଥାନ୍ତି । ତେବେ ସେ ଅଙ୍ଗ ଗୁଡ଼ିକ କଣ କଣ ଏହା ଦ୍ୱାରା ଝିଅମାନେ ଅଧିକ ଆକର୍ଷିତ ହୋଇଥାନ୍ତି । ପୁଅମାନଙ୍କର ସେହି ଅଙ୍ଗ ବିଷୟରେ ଆସନ୍ତୁ ଜାଣିବା ।

ପ୍ରଥମେ ହେଉଛି ଯେତେବେଳେ ବି ଝିଅମାନେ ପୁଅଙ୍କୁ ଦେଖନ୍ତି । ସେତେବେଳେ ପୁଅଙ୍କ ଆଖିକୁ ଅଧିକ ନୋଟିସ କରନ୍ତି । ପ୍ରଥମେ ଦେଖନ୍ତି ପୁଅଟି ଦେଖିବାକୁ କେମିତି ଏବଂ ଲୋକମାନଙ୍କୁ କେଉଁ ନଜରରେ ଦେଖୁଛନ୍ତି ଏବଂ ଝିଅମାନଙ୍କୁ କେଉଁ ନଜରରେ ଦେଖନ୍ତି ଏବଂ ଏହା ବ୍ୟତୀତ ପୁଅଟିର ରଙ୍ଗ କେମିତି କାହିଁକିନା ଆଖିର ରଙ୍ଗ ମଧ୍ୟ ଅଲଗା ଅଲଗା ଥାଏ ।

ଯେମିତିକି କେତେ ଲୋକଙ୍କର କଳା ହୋଇଥାଏ । ଆଉ କେତେ ଲୋକଙ୍କର ମାଟିଆ ହୋଇଥାଏ । ଏହା ଛଡା ପୁଅଙ୍କର ଦେହର ରଙ୍ଗ ମଧ୍ୟ ନୋଟିସ କରନ୍ତି । ଆଉ ଏ ସବୁ ପ୍ରଥମେ ନୋଟିସ କରିବ ଯେତେବେଳେ ଗୋଟେ ଝିଅ ପୁଅକୁ ପ୍ରଥମେ ଦେଖେ ଯଦି ସେମାନେ ଜାଣିପାରିବେ ।

ଯେତେବେଳେ ବି ଝିଅମାନେ ପୁଅଙ୍କୁ ଦେଖନ୍ତି ପୁଅଙ୍କର ଓଠକୁ ଦେଖିଥାନ୍ତି କି ପୁଅଟିର ଓଠର ରଙ୍ଗ କଣ , କାହିଁକିନା ବହୁତ ପୁଅଙ୍କ ଓଠର ରଙ୍ଗ ଗୋଲାପୀ ହେଇଥାଏ। ଏବଂ ଆଉ କେତେକ ପୁଅଙ୍କର କଳା ହେଇଥାଏ । ଏହା ବ୍ୟତୀତ ଗୋଟେ ଝିଅ ସେତେବେଳେ ଏହା ବି ଭାବିଥାଏ କି ପୁଅର ଓଠ ନରମ କି ନାହିଁ , ଓଠର ରଙ୍ଗ କଣ ,ଆଉ ସୁନ୍ଦର ହୋଇଥିଲେ ଝିଅମାନେ ଅଧିକ ଇଂପ୍ରେସ ହେଇଥାନ୍ତି । ଆଉ ଜଲଦି ପଟିଯାନ୍ତି ।

ଝିଅମାନେ ପୁଅଙ୍କର ବହୁତ ଚଉଡ଼ା ଛାତିକୁ ଅଧିକ ଧ୍ୟାନ ଦେଇଥାନ୍ତି । ଅଧିକ ନୋଟିସ କରିଥାନ୍ତି ପୁଅଙ୍କର ଛାତି ବ୍ୟତୀତ ସ୍ଟ୍ରୋଙ୍ଗ ବଡି ଝିଅମାନଙ୍କୁ ଅଧିକ ଭଲ ଲାଗିଥାଏ । ଝିଅମାନେ ବି ଅଧିକ ପସନ୍ଦ କରିଥାନ୍ତି । ତେଣୁ ତମେ ଯଦି ଚାଂହୁଚ ଝିଅଙ୍କୁ ଇଂପ୍ରେସ କରିବାକୁ ସେଥିପାଇଁ ଯଦି ତମ ଛାତି ପତଳା ଅଛି ପୁଷ ଅପ କର ଏବଂ ଯୋଗ କର । ନିଜେ ସୁସ୍ଥ ରହିବା ସହିତ ଝିଅମାନଙ୍କୁ ଇଂପ୍ରେସ ଆଉ ଆକର୍ଷିତ କରିପାରିବ ।

ଝିଅମାନେ ପୁଅଙ୍କ କାନ୍ଧକୁ ମଧ୍ୟ ଅଧିକ ଧ୍ୟାନ ଦେଇଥାନ୍ତି । ଏବଂ ପୁଅମାନଙ୍କର ଶକ୍ତ ଆଉ ଫୁଲିଥିବା କାନ୍ଧ ବହୁତ ଭଲ ଲାଗିଥାଏ । ଆଉ ଝିଅମାନେ ଯେତେବେଳେ ଗୋଟେ ପୁଅକୁ ଦେଖନ୍ତି ପ୍ରଥମେ ତାଙ୍କ ଆଖି , ଓଠ , ଏବଂ ଚଉଡା ଛାତି ପରେ ତାଙ୍କର ଫୁଲିଥିବା କାନ୍ଧ ଉପରେ ନଜର ପକେଇଥାନ୍ତି । ଏହା ଝିଅମାନଙ୍କୁ ଅଧିକ ଆକୃଷ୍ଟ କରିଥାଏ ।ଝିଅଙ୍କୁ ଏହା ବହୁତ ପସନ୍ଦ ଆସିଥାଏ ଏବଂ ଝିଅମାନେ ପଟିଯାନ୍ତି । ଏହି ଅଙ୍ଗ ଗୁଡ଼ିକ ଦେଖି ଝିଅମାନେ ବହୁତ ଆକର୍ଷିତ ହୋଇଥାନ୍ତି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *