ବନ୍ଧୁଗଣ ଗତବର୍ଷ କ-ରୋନା ସମୟର କଥାକୁ ନେଇକି ଗାଁ ରେ ମହାଭାରତ ଘଟିଯାଇଛି l ଗାଁ ସରପଞ୍ଚ ଏବଂ ଗ୍ରାମର ଜଣେ ବ୍ୟକ୍ତି ଙ୍କ ପରିବାର ଭିତରେ l ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଂକିଳି ପଞ୍ଚାଏତ ର l
ଅଭିଯୋଗ ମୁତାବକ ମହିଳା ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ଙ୍କୁ ହେଇଛି ସଙ୍ଗବଧ ଆକ୍ରମଣ l ଆପଣ ଭିଡ଼ିଓ ରେ ମଧ୍ୟ ଦେଇଖିପାରିବେ କିଭଳି ସରପଞ୍ଚ ରେଣୁବାଳା ପଳେଇ ଏବଂ ତାଙ୍କ ସ୍ୱାମୀ ଙ୍କୁ ଗାଁ ର ଜଳଧର ସାହୁ ଏବଂ ତାଙ୍କ ପରିବାର ବର୍ଗ ଯୁକ୍ତିତର୍କ କରୁଛନ୍ତି l
ଜାହା ଜଣା ପଡିଛି ଗତ ବର୍ଷ କ-ରୋନା ସମୟରେ କୋ-ଭିଡ଼ ସେଣ୍ଟର ରେ ରହୁଥିବା ପ୍ରବାସୀ ମାନଙ୍କୁ ରନ୍ଧା ଖାଦ୍ୟ ଦାଇତ୍ୱ ନେଇଥିଲା ଏକ ସ୍ୱୟଂ ସହାୟକ ଗୋଷ୍ଟି l ତେବେ ଏସଏସଡି ଗ୍ରୁପ କୁ କିଛି ଟଙ୍କା ମିଳିଥିବା ବେଳେ ବାକି ଟଙ୍କା ମିଳିନଥିଲା l ଯାହାକୁ ନେଇ ଗତ ସନ୍ଧ୍ୟାରେ ଯୁକ୍ତିତର୍କ ହୋଇଥିଲା l
ଗାଁ ର ଜଳଧର ସାହୁ,ଜ୍ୟୋତିରତ୍ନ ସାହୁ,ଶ୍ୱେତରତ୍ନ ସାହୁ,ମିଳିତ ଭାବେ ମହିଳା ସରପଞ୍ଚ ଙ୍କୁ ଆକ୍ରମଣ କରିଥିଲେ ଏବଂ ଗତ ବର୍ଷ ର ଖାତା ଦେଖାଇବାକୁ କହିଥିଲେ l
ସେ ଖାତା ସେକ୍ରେଟାରୀ ପାଖରେ ଥିବାର ଜଣାଇଥିଲେ ସରପଞ୍ଚ କିନ୍ତୁ ଭିଡ଼ିଓ ରୁ ଯାହା ଜଣା ପଡୁଥିଲା ଅନେକ ଦିନଧରୀ ତାଙ୍କୁ ଖାତା ମଗାଯାଉଥିବା ବେଳେ ସରପଞ୍ଚ ନିରବ ରହିଥିଲେ l
ମହିଳା ସରପଞ୍ଚ ତାଙ୍କ ଛୋଟପିଲାକୁ ଧରି ଠିଆ ହେଇଥିବ ବେଳେ ଅନ୍ୟ ଜଣେ ମହିଳା ଆସି ସରପଞ୍ଚ ଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ଶାଢ଼ୀ ମଧ୍ୟ ଭିଡିଥିଲେ l
ଯାହା ଦେଖିବାକୁ ମିଳିଥିଲା ସରପଞ୍ଚ ଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କୁ ରକ୍ଷା କରିବା ସମୟରେ ନିରଞ୍ଜନ ପଳେଇ ନିଜେ ମାଡ଼ ଖାଇଥିବାର ଜଣାଯାଇଛି ଏବଂ ସେ ନିଜେ ମଧ୍ୟ ଆହତ ହୋଇଥିଲେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment