ହିନ୍ଦୀରେ ଇମେଲ୍ ଆଇଡି କ’ଣ କୁହାଯାଏ?
- ଇଲେକ୍ଟ୍ରୋନିକ୍ ଡାକ ପରିଚୟ
ହିନ୍ଦୀରେ ଆମ୍ବୁଲାନ୍ସ କ’ଣ କୁହାଯାଏ?
- ଅସୁସ୍ଥ ନଳୀ
:-
ଲୋକସଂଖ୍ୟା ଅନୁସାରେ ଓଡ଼ିଶାର ବଡ ଜିଲ୍ଲା କଣ ?
ଉତ୍ତର :- ଗଞ୍ଜାମ
:-
ଓଡ଼ିଶାର ବଡ ବନ୍ଦର କଣ ଅଟେ ?
ଉତ୍ତର :- ପାରାଦ୍ୱୀପ ବନ୍ଦର
:-
ଗରମ ପାଇଲେ ଉପରେ ଉଡେ
ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର :- ବାଷ୍ପ
:-
ଗଛ ଲଗେଇଲି ଫଳିଵା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?
ଉତ୍ତର :- ଭେଣ୍ଡି
:-
କଞ୍ଚା ହଳଦିଆ ପାଚିଲେ କଳା ନ କହିଲେ ରାଜ୍ୟରୁ ପଳା ?
ଉତ୍ତର :- ଖଜୁରୀ କୋଳି
:-
ଓଡ଼ିଶାରେ ବଡ ହ୍ରଦ କଣ ଅଟେ ?
ଉତ୍ତର :- ଚିଲିକା
ହିନ୍ଦୀରେ ପୋଲିସ୍ କ’ଣ?
- ଷ୍ଟେଟ୍ ଜେନେରାଲ୍ ଗାର୍ଡ ହିନ୍ଦୀରେ ITI କ’ଣ କୁହାଯାଏ?
- ଶିଳ୍ପ ତାଲିମ ପ୍ରତିଷ୍ଠାନ
ହିନ୍ଦୀରେ AM ଏବଂ PM କୁ କ’ଣ କୁହାଯାଏ?
- ମଧ୍ୟାହ୍ନ ପରେ AM କୁହାଯାଏ
:-
କହିଲ ଦେଖି କୋଉ ଫଳର ଆଖି ତିନୋଟି
ଉତ୍ତର :- ନଡ଼ିଆ
:-
କଞ୍ଚାବେଳେ ଲଟପତ ପାଚିଲେ ଟାଣ ଏହାର ଉତ୍ତର କହିଦିଅ ରହିଲା ମୋ ରାଣ ?
ଉତ୍ତର :- ମାଟି ହାଣ୍ଡି
:-
କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ କି ଯିବ ସିଏ କହିଲ ଭାଇ?
ଉତ୍ତର :- ଚିଙ୍ଗୁଡି
:-
ଝିଅ ମାନଙ୍କୁ କେଉଁ ରଙ୍ଗ ବେଶୀ ପସନ୍ଦ..?
ଉତ୍ତର :- ଗୋଲାପୀ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment