ନମସ୍କାର ସାଙ୍ଗମାନେ।ଏହି କ-ରୋନା ମହାମାରୀ କେବଳ ଆମ ଦେଶ ନୁହେଁ ପୁରା ବିଶ୍ୱ ପାଇଁ ଆଣିଦେଇଛି ସଙ୍କଟ।କେତୋଟି ଜୀବନ ଗଲାଣି ଏବଂ ଆଉ କେତୋଟି ଯିବ ତାହାର ହିସାବ ନାହିଁ।ମହାମାରୀ ସହିତ ପ୍ରତିମୁହୂର୍ତ୍ତରେ ସଙ୍ଘର୍ଷ ଆମେ କରିଚାଲିଛୁ।ଅନେକ ପ୍ରଶ୍ନ ଏବେ ଆମ ମନରେ।ସେଥିମଧ୍ୟରୁ ଗୋଟିଏ ହେଉଛି ଏହି ସମୟରେ ଦମ୍ପତି ମାନଙ୍କ ମଧ୍ୟରେ ଶା-ରୀରିକ ସମ୍ପର୍କ ରଖିବା କେତେ ନିରାପଦ?
ଯେଉଁ ଦମ୍ପତି ନିଜର ଫ୍ୟାମିଲି ପ୍ଳାନିଂ କରୁଛନ୍ତି କିମ୍ବା ତାଙ୍କ ମଧ୍ୟରୁ ଯଦି କେହିଜଣେ କୋଭିଡ ସଂକ୍ରମିତ ସେମାନେ କଣ ସମ୍ପର୍କ ରଖିପାରିବେ?ଯଦି ରଖିବେ ତାହା ଭବିଷ୍ୟତ ପାଇଁ କଣ କିଛି ସମସ୍ୟା ସୃଷ୍ଟି କରିବ?ଏହିଭଳି ଅନେକ ପ୍ରଶ୍ନ ଆମମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଅସୁଥିବ।
ତେବେ ଏହି ଆର୍ଟିକିଲରେ ଆମେ ଜାଣିବା ଏହି ବିଷୟରେ।ଏଥିପାଇଁ ଏହାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଏହି କ-ରୋନା ସମୟରେ ଆମ ସମସ୍ତିଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଉଛି।
ଏବଂ ଏହି ସମୟରେ ଦମ୍ପତିଙ୍କ ମଧ୍ୟରେ ଶା-ରୀରିକ ସମ୍ପର୍କ ରଖିବା କେତେ ଠିକ ବା ଯୁକ୍ତିଯୁକ୍ତ?କୌଣସି ସଂକ୍ରମଣ ହେବାର ଭୟ ରହୁଛିକି?ଯଦି ସେମାନେ ଫ୍ୟାମିଲି ପ୍ଳାନିଂ ପାଇଁ ଚିନ୍ତା କରୁଛନ୍ତି ତେବେ ଆଗାମୀ ଶିଶୁ ପାଇଁ କେତେ ନିରାପଦ ତାହା ମଧ୍ୟ ଜାଣିବା ଦରକାର।
ଆମେ ଏହି କ-ରୋନା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିଛୁ।ଏବଂ ଯାହାକୁ ସଂକ୍ରମଣ ଅଛି ସେ ଆଇସୋଲେସନରେ ରହୁଛି।ଏବଂ ଯଦି ଦମ୍ପତିଙ୍କ ମଧ୍ୟରେ କେହି ଜଣେ ସଂକ୍ରମିତ ଅଛନ୍ତି ତେବେ ତାଙ୍କ ମଧ୍ୟରେ ଶା-ରୀରିକ ସମ୍ପର୍କ ରଖିବା ଅନୁଚିତ।କାରଣ ରିଲେସନରେ ତାଙ୍କ ମଧ୍ୟରେ କଣ୍ଟାକ୍ଟ ରହିବା ସମୟରେ ତାହା ଟ୍ରାନ୍ସମିଟ ହେବାର ସମ୍ଭାବନା ବଢିଯିବ।
କିନ୍ତୁ ତାଙ୍କର ରିକୋଭରି ପରେ ଅର୍ଥାତ ୧୪ଦିନ ଆସୋଲେସନରେ ରହିବା ପରେ ଆପଣ ରଖିପାରିବେ।ଏବଂ ଆପଣ ଏହି ସମୟରେ ସ୍ୱଚ୍ଛତା ରକ୍ଷା କରନ୍ତୁ।ସମ୍ପର୍କ ରଖିବା ପୁର୍ବରୁ ଏବଂ ପରେ ସବୁନରେ ହାତ ଧୁଅନ୍ତୁ।ଏବଂ କରୋନାର ନିୟମ ପାଳନ କରନ୍ତୁ।
ଏବଂ ସେହି ୧୪ଦିନ ଆଇସୋଲେସନ ସମୟରେ ତାଙ୍କ ମଧ୍ୟରେ ଶା-ରୀରିକ ସମ୍ପର୍କ ରହିବନାହିଁ।କିନ୍ତୁ ମାନସିକ ସ୍ଥିତି ଏକ ଏଭଳି ଜିନିଷ ଯାହା ବହୁତ ଭାବରେ ନିର୍ଭର କରେ।ଏବଂ ଏହି ସମୟରେ ସେମାନେ ମାନସିକ ଭାବରେ କିଛି ପ୍ଲାନିଂ କରିପାରିବେ।ସେମାନେ ଏହି ସମୟରେ ଭଲ ସଙ୍ଗୀତ ଶୁଣିପାରିବେ।ଏବଂ ଏହି ସମୟରେ ସେମାନେ ନିଜ ମସ୍ତିଷ୍କକୁ ଶାନ୍ତ ରଖିବେ ଏବଂ ନିଜ ଫ୍ୟାମିଲି ପ୍ଳାନିଂ ପାଇଁ ଏହା ମହତ୍ୱପୂର୍ଣ ହୋଇଥାଏ।
ଏବଂ ଯଦି ଆପଣ ସଂକ୍ରମିତ ନାହାନ୍ତି ତେବେ ଭୟ କରିବା ଉଚିତ ନୁହେଁ।ଏବଂ ସେମାନେ ଯଦି ଘରେ ରହୁଛନ୍ତି ଏବଂ ୱାର୍କ ଫ୍ରମ ହୋମ କରୁଛନ୍ତି ବେସି ବାହାରକୁ ଯାଉନାହାଁନ୍ତି ତେବେ ଶା-ରୀରିକ ସମ୍ପର୍କ ରଖିବାରେ କୌଣସି ଅସୁବିଧା ନାହିଁ।କିନ୍ତୁ ଯଦି ସେମାନେ କୌଣସି କରୋନା ପଜେଟିଭ ରୋଗୀ ସହିତ ସମ୍ପର୍କରେ ଆସିଛନ୍ତି ତେବେ ତାଙ୍କୁ ଧ୍ୟାନ ରଖିବା ଉଚିତ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment