Press "Enter" to skip to content

ପୁରୁଷ ଶରୀରରେ ଶୂ-କ୍ରା-ଣୁ ସଂଖ୍ୟା କେତେ ହୋଇଥାଏ ଶୂ-କ୍ରା-ଣୁ ବଢ଼ାଇବାର ଉପାୟ ଜାଣନ୍ତୁ

ବନ୍ଧୁଗଣ ପୁରୁଷ ଶରୀର ରେ 20 ମିଲିୟନ ଶୂ-କ୍ରା-ଣୁ ରହିଥାଏ l କିନ୍ତୁ ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନରେ ଚାପଗ୍ରସ୍ତ ହୋଇ ଏହାର ସଂଖ୍ୟା କମିଯାଇଥାଏ l ଯାହାକି ଭବିଷ୍ୟତ ତଥା ଆଗାମୀ ପିଢ଼ି ସୃଷ୍ଟି କରିବାପାଇଁ କ୍ଷତି କାରକ ହୋଇଥାଏ l ଯେତେବେଳେ ଆମେ ଅନେକ ପ୍ରକାର ର ଖରାପ ଅଭ୍ୟାସ ରେ ପଡିଯାଉ ସେତେବେଳେ ଆମ ଶୂ-କ୍ରା-ଣୁ କ୍ଷୟ ହେବାରେ ଲାଗେ l

ଶୂ-କ୍ରା-ଣୁ କ୍ଷୟ ହେଲେ ପିଲାପିଲି ହେବାରେ ସମସ୍ୟା ଉପୁଜେ ଏବଂ ଯାହାଫଳରେ ଆମେ ଚିନ୍ତିତ ହୋଇ ଡାକ୍ତର ଙ୍କ ପାଖକୁ ଯାଇଥାଉ l ଡାକ୍ତର ଙ୍କ ପାଖକୁ ଗଲେ ଆମେ ଆମ ଅସୁବିଧା ଜଣେଇବାରୁ ସେ ଅନେକ ପ୍ରକାର ଟେଷ୍ଟ କରିଥାନ୍ତି ଏବଂ ଶରୀର ରେ ଶୂ-କ୍ରା-ଣୁ ସଂଖ୍ୟା ଜାଣିଥାଉ l

ଶୂ-କ୍ରା-ଣୁ ସଂଖ୍ୟା ଯଦି ଆମ ଶରୀର ରେ 20 ମିଲିଅନ ରୁ କମ ଥାଏ ତେବେ ଡାକ୍ତର ଏହାକୁ ବଢାଇବା ପାଇଁ ସର୍ବ ପ୍ରଥମେ ମାର୍ଗଦର୍ଶନ କରିଥାନ୍ତି l ଏହା ପଛରେ ଅନେକ ଖର୍ଚ୍ଚ ଆପଣଙ୍କୁ କରିବାକୁ ପଡିଥାଏ l ଅନେକ ସମୟରେ ଚପଗ୍ରସ୍ତ ହେବାଦ୍ବାରା ଶୂ-କ୍ରା-ଣୁ କ୍ଷୟ ହୋଇଥାଏ l

ମଦ୍ୟପାନ ଏବଂ ଧୁମପାନ ଦ୍ୱାରା ଏହା ଶରୀର ର ଅଧିକ କ୍ଷତି ଘଟାଇ ଥାଏ l ଯଦି ସବୁବେଳେ ମାନସିକ ଅଶାନ୍ତି ଏବଂ ଚାପଗ୍ରସ୍ତ ପରିସ୍ଥିତି ଉପୁଜେ ଅଧିକ ମାତ୍ରାରେ ଶୂ-କ୍ରା-ଣୁ କ୍ଷୟ ହୋଇଥାଏ l ଏହା ବଢ଼ାଇବାର କେତେକ ଘରୋଇ ଉପଚାର :-

ସବୁବେଳେ ଚାପଗ୍ରସ୍ତ ଜୀବନରୁ ମୁକୁଳିବାକୁ ଚେଷ୍ଟା କରିବା l ସକାଳେ ଯୋଗ ଏବଂ ମେଡିଟେସନ ପ୍ରତି ବିଶେଷ ଧ୍ୟାନ ଦେବା l ନିଜର ଡ଼ାଏଟ ପ୍ଲାନ ରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା l ସବୁବେଳେ କୌଣସି ନାଁ କୌଣସି କାରଣରୁ ଚାଲିବାକୁ ଚେଷ୍ଟା କରିବା l ଏହିପରି କରିବା ଦ୍ୱାରା ଶରୀର ସୁସ୍ଥ ହୋଇ ଶୂ-କ୍ରା-ଣୁ ସଂଖ୍ୟା ବଢିଥାଏ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published. Required fields are marked *