ବନ୍ଧୁଗଣ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ l ଏହି ଭିଡିଓ ଟି କେବଳ ଏଣ୍ଟରଟେନମେଣ୍ଟ ପାଇଁ ଉଦ୍ଧିଷ୍ଟ l
ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହାକୁ ସମସ୍ତେ ଦେଖୁଛନ୍ତି ଏବଂ ହସି ହସି ସେଆର ମଧ୍ୟ କରୁଛନ୍ତି l କ-ରୋନା କାଳରେ ବିବାହ ବରଯାତ୍ରୀ ରେ 50ଲୋକ ଙ୍କ ପାଇଁ ନିର୍ଦେଶ ଦିଆଯାଇଛି ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ 20ଜଣଙ୍କୁ ଅନୁମତି ଦିଆଯାଇଛି l
ଭିଡିଓରେ ଆପଣ ଦେଖିପାରିବେ କିପରି ଜଣେ ଯୁବକ ନିଜ ବାହାଘର ରେ 150 ରୁ 200 ଲୋକଙ୍କୁ ଯିବାର କଥା କହୁଛନ୍ତି l ବନ୍ଧୁ ଜଣେ ପ୍ରଶ୍ନ କରିଥିଲେ ବାହାଘର ରେ କେତେଲୋକ ଯିବା ଉଚିତ ତା ପରେ ବର ଜଣଙ୍କ ଆଶ୍ଚର୍ଯ୍ୟ ଜନକ ଉତ୍ତର ଦେଇଥିଲେ l ଯାହାକୁ ଶୁଣି ସମସ୍ତେ ହସିଥିଲେ l
ଏହାପରେ ପ୍ରଶ୍ନ ପଚାରୁଥିବା ବନ୍ଧୁ ଜଣଙ୍କ ପ୍ରଶ୍ନ କରିଥିଲେ ଏତେ ଲୋକଙ୍କୁ ନେଇକି ଯାଉଛ ଯଦି କ-ରୋନା ବ୍ୟପିଗଲା ତେବେ ଏହାର ଦାଇତ୍ୱ କିଏ ନବ ଆଉ ଦାୟୀ କିଏ ହବ ତମେ…?
ଏହି ପ୍ରଶ୍ନ ଶୁଣି ବର ଜଣଙ୍କ କହିଥିଲେ କ-ରୋନା ହେରିକା କିଛି ନାହିଁ ଲୋକେ ଏହାକୁ ସ୍ପ୍ରେଡ଼ କରୁଛନ୍ତି ଏବଂ ଅନ୍ୟ ମାନଙ୍କୁ ଚୁ-ତିଆ ବନାଉଛନ୍ତି l କ-ରୋନା ବୋଲି କିଛି ଭାଇ ଙ୍କର ଏହି ପ୍ରଶ୍ନ ପଚାରିବାରୁ l ବ୍ୟକ୍ତି ଙ୍କୁ ସମସ୍ତେ ମିଳିମିଶି ଉତ୍ତମ ମାଧ୍ୟମ ଥୋଇଗଲେ l…ଜିନଷ ନାହିଁ l କ-ରୋନା କାଇଁ କୋଉଠି ମୁଁ ତ ଦେଖିପାରୁନି ମତେ କ-ରୋନା ଦେଖାଅ l
ଭାଇ ଙ୍କର ଏହି ପ୍ରଶ୍ନ ପଚାରିବାରୁ l ବ୍ୟକ୍ତି ଙ୍କୁ ସମସ୍ତେ ମିଳିମିଶି ଉତ୍ତମ ମଧ୍ୟମ ଥୋଇଗଲେ l…
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment