ମାଡିଆସୁଛି ବାତ୍ୟା l ଆମେରିକା ର ଗ୍ଲୋବାଲ ଫୋରକାଶ ସିଷ୍ଟମ ମଡେଲ ଅନୁସାରେ 10 ତାରିଖ ବେଳକୁ ବଙ୍ଗୋପ ସାଗର ରେ ଏକ ଗ୍ରୁନୀ ବଳୟ ସୃଷ୍ଟି ହେବାକୁ ଯାଉଛି l 12 ତାରିଖ ବେଳକୁ ଏହା ଲଘୁଚାପ ର ରୂପ ନେଇପାରେ ଏବଂ 13 ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି l ଓଡ଼ିଶାରେ ଏବଂ ପଶ୍ଚିମବଙ୍ଗ ରେ ଏହାର ପ୍ରଭାବ ପଡିବାରେ ଆଶଙ୍କା ରହିଛି l
ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ କିଛି ଅକାଳନ କରିନାହିଁ l ଗତ ମାସ 13 ତାରିଖରେ ବଙ୍ଗୋପ ସାଗର ରେ ଲଘୁଚାପ ସୃଷ୍ଟି ହୋଇଛି l ଯାହା 18 ତାରିଖରେ ବାତ୍ୟାର ରୂପ ନେଇଥିଲା l
ପୂର୍ବରୁ ଓଡ଼ିଶାରେ ଫଣି, ଫାଇଲିନ, ବୁଲବୁଲ ପରି ଅନେକ ବାତ୍ୟା ଦେଖାଦେଇଥିବ ବେଳେ ଓଡ଼ିଶାବାସୀ ଏହି ଖବର ଶୁଣି ଭୟଭିତ ହେବାରେ ଲାଗିଛନ୍ତି l ଏହା ବାତ୍ୟା ରୂପରେ ଅନୁପାତ କଲେ କିଭଳି ପରିସ୍ଥିତି ହେବ ତାହା ଆକଳନ ବାହାରେ l
ବର୍ତ୍ତମାନ ସାରା ଦେଶ ତଥା ଓଡ଼ିଶାରେ ମଧ୍ୟ କରୋନାର ପ୍ରକୋପ ବୃଦ୍ଧି ପାଇଛି l ଯାହାଫଳରେ ସମସ୍ତେ ଦୁଃଖିତ ଏବଂ ମାନସିକ ଚିନ୍ତାଗ୍ରସ୍ତ ଅଛନ୍ତି l ପୁଣି ଏକ ବାତ୍ୟା ର ସମୁଖୀନ କରିବାପାଇଁ ଉପଯୁକ୍ତ ଭାବେ ପ୍ରସ୍ତୁତ ନାହାନ୍ତି ଓଡ଼ିଶାବାସୀ l
ପୂର୍ବରୁ ହୋଇଥିବା ଫଣି ବାତ୍ୟା ଓଡ଼ିଶାରେ ଗଭୀର ପ୍ରଭାବ ପକାଇଥିଲା l ଯେତେବେଳେ ଫଣି ବାତ୍ୟା ହୋଇଥିଲା ଓଡ଼ିଶାରେ ଅନେକ ଖେୟକ୍ଷତି ହୋଇଥିଲା ଯାହାକୁ ଆକଳନ କଲେ ମଧ୍ୟ ଲୋକଙ୍କ ହୃଦୟ କାନ୍ଦିଉଠେ l ତେଣୁକରି ଏହି ବାତ୍ୟା କିଭଳି ପରିସ୍ଥିତି ସୃଷ୍ଟି କରିବ ତାହା ଆକଳନ କରୁଛନ୍ତି ଓଡ଼ିଶା ବାସି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment