ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ଆମ ଅଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଙ୍କ ଭଉଣୀ ଙ୍କ ବିଷୟରେ l ଅଲିଉଡ ଅଭିନେତ୍ରୀ ଭଉଣୀ ମାନେ ବି କୋଉଥିରେ କମ ନୁହନ୍ତି l ତେବେ ଆସନ୍ତୁ ଜାଣିବା l
ମିତାଲି ସରଘରିଆ :- ମିତାଲି ନୂଆ ବୋହୁ ସିରିଏଲ ର ମୁଖ୍ୟ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଯାଗା କରିପାରିଥିଲେ l ମିତାଲି ନୂଆ ବୋହୁ ସିରିଏଲ ର ଆରମ୍ଭ ରୁ ହିଁ ଫେମସ ହୋଇସାରିଥିଲେ l ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି ଯିଏ କି ଦେଖିବାକୁ ଖୁବ ସୁନ୍ଦର l ତଳେ ଦିଆଯାଇଥିବା ଲିଙ୍କ ରେ ତାଙ୍କ ଫୋଟୋ ଦେଖିପାରିବେ l
ପ୍ରିୟଙ୍କା ରଥ :- ପ୍ରିୟଙ୍କା ଙ୍କୁ କୁଆଁରୀ ବୋହୁ ସିରିଏଲରେ ମୁଖ୍ୟ ଭୂମିକା ରେ ଅଭିନୟ କରିବାର ସୁଯୋଗ ମିଳିଥିଲା l ସେ ଶ୍ରଦ୍ଧା ନାଁ ରେ ସେରିଏଲ ରେ ନଜର ଆସୁଛନ୍ତି l ଶ୍ରଦ୍ଧା ଙ୍କ ଭଉଣୀ ଙ୍କ ଫୋଟୋ ଆପଣ ତଳେ ଦିଆଯାଇଥିବା ଲିଙ୍କ ରେ ଦେଖିପାରିବେ
ମୋନାଲିସା :- ମୋନାଲିସା ଯିଏ କି ନୂଆବୋହୂ ସିରିଏଲ ରେ ସୁମିଅପା ଭାବେ ରୋଲ କରୁଥିଲେ l ସେ ମଧ୍ୟ ଅନେକ ସିରିଏଲ କରିଛନ୍ତି ଏବଂ ତାଙ୍କର ଅନେକ ଫାନ ଅଛନ୍ତି l ତାଙ୍କ ଭଉଣୀ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର l ତାଙ୍କ ଫୋଟୋ ଦେଖିବାପାଇଁ ତଳ ଲିଙ୍କ ରେ କ୍ଲିକ କରନ୍ତୁ l
ଯାକଲୀନ :- ଯାକଲିନ ଙ୍କୁ ତ ଆପଣ ରଜ କୁଇନ ରେ ନିଶ୍ଚିତ ଦେଖିଥିବେ ଏବଂ ତାଙ୍କ ଭଉଣୀ ସୋମାଲୀନ ଙ୍କୁ ମଧ୍ୟ l ଦୁଇ ଭଉଣୀ ନିଜ ଦକ୍ଷତା ବଳରେ ରଜ କୁଇନ ଫାଇନାଲ କୁ ଯାଇଥିଲେ l
ରିୟା :- ରିଆ ଙ୍କୁ ଆପଣ ଅନେକ ସିନେମାରେ ଅଭିନୟ କରିଥିବାର ଦେଖିଥିବେ l ସେ ଗୋଲାପୀ ଗୋଲାପୀ ଫିଲ୍ମ ରୁ ହିଟ ଅଭିନୟ କରି ସମସ୍ତଙ୍କ ନଜର କୁ ଆସିଥିଲେ l ତାଙ୍କ ଭଉଣୀ ଙ୍କ ଫୋଟୋ ତଳେ ଦିଆଯାଇଥିବା ଲିଙ୍କ ରେ ଦେଖିପାରିବେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment