ବର୍ତ୍ତମାନ ଚିକେନ ରଟେ କମିଵାକୁ ଲାଗିଛି l କ-ରୋନା ମହାମାରୀ ପାଇଁ ସେଲର ମାନେ ଠିକ ସମୟରେ ମାଲ ପରିବହନ କରିବାରେ ସକ୍ଷମ ହେଉନାହାନ୍ତି ଯାହା ଫଳରେ ଚିକେନ ଡର ରେ ଅନେକ ପରିମାଣ ରେ ହ୍ରାସ ଘଟିଛି l କିଛିଦିନ ହେବ ଦୈନିକ 10-15 ଟଙ୍କା କେଜି ପ୍ରତି ହ୍ରାସ ହେଉଥିବା ର ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ଚିକେନ କେଜି ମାତ୍ର 140 ଟଙ୍କା ରହିଛି l
ଠିକ ସେହିପରି କ-ରୋନା ର ମାଡ ଅଣ୍ଡା ଏବଂ ଚିକେନ ଉପରେ ପଡିଛି ଯାହା ଫଳରେ ଠିକ ସମୟରେ ଡେଲିଭେରୀ ହେଇପାରୁନି ପାରିବହନ ସେବା l କ-ରୋନା ମାଡ଼ ଚିକେନ ଉପରେ ପଡ଼ିଥିବା ହେତୁ ଏହାର ଦର ହ୍ରାସ ପାଇଛି l ମାତ୍ର ଅଣ୍ଡା ର ଦର ମଧ୍ୟରେ କୌଣସି ପାର୍ଥକ୍ୟ ଦେଖା ଦେଇନି l
କ-ରୋନା ସଙ୍କଟ ବୃଦ୍ଧି ହେତୁ ସବୁବେଳେ ରୋଗୀ ମାନଙ୍କ ପାଇଁ କ୍ଷୀର ଏବଂ ଅଣ୍ଡା ପୁଷ୍ଟିକର ଜାତୀୟ ଖାଦ୍ୟ ହୋଇଥାଏ l ସେଥିରେ ଭରପୁର ଶକ୍ତି ରହିଥାଏ ରୋଗୀକୁ ଶକ୍ତି ଦେଵାରେ l ଅଣ୍ଡା ଦର କିଛି କମୀନାଥିବା ବେଳେ କିନ୍ତୁ ଏହାର ପରିବହନ ସେବା ନିଶ୍ଚିତ ରୂପେ କମିଯାଇଛି ଏବଂ ଅଣ୍ଡାର ପରିମାଣ ହ୍ରାସ ପାଇଛି l
ଚିକେନ ମୂଲ୍ୟ କମିଯାଇଥିବା ବେଳେ ଚିକେନ ସହ କିଛି ଜିନଷ ଡାକ୍ତର ମାନେ ଖାଇବାକୁ ମନା କରିଛନ୍ତି l ଲୋକେ ଚିକେନ ଖାଇସାରିବା ପରେ କେତେକ ଲୋକ ଅଛନ୍ତି ଏହାପରେ କ୍ଷୀର ମଧ୍ୟ ପିଇଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଅଟେ l
ଚିକେନ୍ ସହିତ କ୍ଷୀର ନ ଖାଇବା ପରାମର୍ଶ ଦିଆଯାଇଛି l ପ୍ରକୃତରେ, କ୍ଷୀରରେ ମିଳୁଥିବା ପୁଷ୍ଟିକର ଖାଦ୍ୟ, ଚିକେନ୍ର ପୁଷ୍ଟିକର ଖାଦ୍ୟ ଆମ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ l ଉଭୟକୁ ଏକାଠି ଖାଇବା ଆମ ଶରୀରରେ ପ୍ରତିକ୍ରିୟା ସୃଷ୍ଟି କରେ l ଯେଉଁ କାରଣରୁ ବ୍ୟକ୍ତିର ଶରୀରରେ ଆଲର୍ଜି କିମ୍ବା ଧଳା ଦାଗ ହୋଇପାରେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment