Press "Enter" to skip to content

ଆଉ ନାହାନ୍ତି ଆପଣଙ୍କର ଏହି ପ୍ରିୟ କଳାକାର କ-ରୋନା ରେ ହେଲା ମୃ-ତ୍ୟୁ ଦୁଃଖରେ ବୁଡ଼ିଲା ବଲିଉଡ ଜଗତ

ବର୍ତ୍ତମାନ ଏକ ଦୁଖଃଦ ଖବର ଆସିପହଁଚିଛି ଚଳଚିତ୍ର ଜଗତର ଅଭିନେତା ବିକ୍ରମ ଜୈନ ଙ୍କର ପରଲୋକ ହୋଇଛି l ଆପଣ ତାଙ୍କୁ ଅନେକ ହିନ୍ଦୀ ଫିଲ୍ମ ରେ ଅଭିନୟ କରୁଥିବାର ଦେଖିଥିବେ l ସେ ସବୁବେଳେ ଭିଲେନ ରୋଲ ଏବଂ କେତେବେଳ ସମ୍ବେଦନଶିଳ ଚରିତ୍ର ରେ ସାମ୍ନାକୁ ଆସିଥାନ୍ତି l

ତାଙ୍କ ମୃତ୍ୟୁ ରେ ବଲିଉଡ ଜଗତ ଦୁଃଖରେ ଭାଙ୍ଗି ଯାଇଛି l ଯେତେବେଳେ କଳାକାର ର ମୃ-ତ୍ୟୁ ହୁଏ ସେତେବେଳେ ତାଙ୍କ ଭିତରେ ରହିଥିବା ହଜାରେ ପ୍ରତିଭା ର ମୃ-ତ୍ୟୁ ହୋଇଥାଏ l ଜଣେ କଳାକାର କୁ ହରାଇ ତାକୁ ଭୁଲିଯିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ l ତାଙ୍କ ଚରିତ୍ର ରେ ଘଟିଥିବା ସମସ୍ତ ଘଟଣା ଆଖି ଆଗରେ ନାଚି ଉଠେ l

ବିକ୍ରମ ଜୈନ ବଲିଉଡ ଇଣ୍ଡଷ୍ଟ୍ରି ର ଜଣେ ସୁନାମଧନ୍ୟ କଳାକାର ଥିଲେ l ସେ 2003 ମସିହାରେ ଅଭିନୟ ଜଗତରେ ପାଦ ଦେଇଥିଲେ l ବିକ୍ରମ ଆର୍ମି ରେ ମେଜର ଭାବେ କାମ କରୁଥିଲେ ଏବଂ 2003 ରେ ସେ ରିଟାଏଡ଼ ହୋଇ ଚଳଚିତ୍ର ଜଗତରେ ପ୍ରବେଶ କରିଥିଲେ l 2003 ଠାରୁ ବର୍ତମାନ ପର୍ଯ୍ୟନ୍ତ ସେ ବଲିଉଡ ରେ ସାମିଲ ହୋଇଥିଲେ l

ବର୍ତ୍ତମାନ ତାଙ୍କର କ-ରୋନା ରେ ମୃତ୍ୟୁ ଘଟିଛି l କିଛିଦିନ ତଳେ ସେ ସାମାନ୍ୟ ଅସୁସ୍ଥ ଥିବା ହେତୁ କ-ରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜେଟିଭି ଆସିଥିଲା l ଯାହାଫଳରେ ସେ ମେଡିକାଲ ରେ ଚିକିତ୍ସିତ ହେଉଥିଲେ l ସେ ଅନ୍ଧ୍ୱେରୀ ର ସେଭେନ ଷ୍ଟାର ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ l

ଏବଂ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ସେ କ-ରୋନା ଯୁଦ୍ଧ ରେ ହାରିଗଲେ ଏବଂ ଶେଷ ନିଶ୍ୱାସତ୍ୟଗ କଲେ l ତାଙ୍କର ବଲିଉଡ କୁ ଦେଇଥିବା ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଲେ ଅନେକ ନିର୍ଦେଶକ ଏବଂ କଳାକାର l ତାଙ୍କ ମୃ-ତ୍ୟୁ ରେ ବଲିଉଡ ରେ ସମସ୍ତେ ମର୍ମାହତ ହୋଇ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାଥନା କରିଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *