Press "Enter" to skip to content

ଆସନ୍ତା 2 ଦିନ ମଧ୍ୟରେ କୁଆ ପଥର ସହ ବର୍ଷା ହେବ ଏହି 3 ଜିଲାରେ

ବନ୍ଧୁଗଣ ଆଗାମୀ 24 ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା,ଗଜପତି, ଗଞ୍ଜାମ, ନୂଆପଡା, ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ,ମୟୁରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼ ଆଦି ଜିଲ୍ଲା ରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି l

ଏଥି ସହିତ କିଛି କିଛି ସ୍ଥାନ ରେ କୂଆ ପଥର ସହ ବର୍ଷା ହେବାର ସମ୍ଭାବନା ଅଛି ଏହି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ l ଜିଲ୍ଲା ଗୁଡିକୁ ହଳଦୀଆ ସଂକେତ ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ l

2 ତାରିଖ ଦିନ କେନ୍ଦୁଝର. ମୟୂରଭଞ, ଯାଜପୁର, ଅନୁଗୁଳ,ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ,କଟକ, କନ୍ଧମାଳ, ଗଜପତି,ବୌଦ୍ଧ, ମାଲକାନଗିରି, ଦେବଗଡ଼,ରାୟଗଡା ରେ କାଳ ବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ଅଛି l

3-4 ତାରିଖରେ ଆହୁରି ଅଧିକ ଅଞ୍ଚଳ ରେ ବର୍ଷା ହେବାର ଅଭାବନା ରହୁଛି l ଏହି ସମୟରେ ପବନ ର ବେଗ 40-50 କିଲୋମିଟର ବେଗ ରହିବ l ଏହିସବୁକୁ ଆଖିଆଗରେ ରଖି ଭୁବନେଶ୍ୱର ପାଣି ପାଗ ବିଭାଗ ହଳଦିଆ ସଂକେତ ଜାରି କରିଛି l

ଏହା ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ପ୍ରଭାବ ବଳ ବତର ରହିବ l ପାଣିପାଗ ସୂଚନା ଅନୁସାରେ ଏହା ସୀମିତ ଆକାର ରେ ହୋଇ ପୁଣି ପାଗ ସମାନ ଭାବରେ ଦେଖାଯିବ l କିନ୍ତୁ କାଳ ବୈଶାଖୀ ସହ ବର୍ଷା ହେବା ସହ କୂଆ ପଥର ବର୍ଷା ହେବ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.