ତରଙ୍ଗ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ତାରା ତାରିଣୀ ତେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲି ଲିପି ମହାପାତ୍ର l ସେ ଓଡ଼ିଶାରେ ତାରିଣୀ ନାମରେ ବେଶ ଚର୍ଚାରେ ଅଛନ୍ତି l ତାରା ତାରିଣୀ ସିରିଏଲ ସରିଯିବା ପରେ ଆପଣ ଜାଣିଛନ୍ତି କି କଣ କରୁଛନ୍ତି ବର୍ତ୍ତମାନ ତାରିଣୀ…? ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ l
ତାରା ତାରିଣୀ ସିରିଏଲ ବର୍ତମାନ ବନ୍ଦ ହୋଇଯାଇଛି l ଆଗରୁ ଏହା ପ୍ରସାରିତ ହେଉଥିବା ବେଳେ ଏହି ସିରିଏଲ ଟି ଅଧିକ ଲୋକପ୍ରିୟ ହୋଇପାରିଥିଲା l ତାରା ତାରିଣୀ ସିରିଏଲ ସାରିବା ପରେ ବର୍ତ୍ତମାନ ଲିପି ମହାପାତ୍ର ନିଜ ପରିବାର ସହ ବେଶ ଖୁସିରେ ଅଛନ୍ତି l ସୁଟିଙ୍ଗ ସେଟ ରୁ ବର୍ତମାନ କିଛି ସମୟ ଦୁରେଇ ରହି ପଟିବାର କୁ ସମୟ ଦେଉଛନ୍ତି l
ବର୍ତ୍ତମାନ ସେ ପୁରୀରେ ଖୁସିରେ ପରିବାର ସହ ସମୟ ବିତାଉଥିବାର ଚିତ୍ର ଦେଖିବାକୁ ମିଳିଛି ଯାହାଦ୍ୱାରା ସେ ତାଙ୍କ ପରିବାର ଲୋକଙ୍କ ସହ ଖୁବ ସାରା ମଜାମସ୍ତି କରୁଥିବାର ଜଣାପଡିଛି l ବ୍ୟସ୍ତ ବହୁଳ ଜୀବନ ରୁ ବାହାରି ଏବେ ପରିବାର କୁ ସମୟ ଦେଉଛନ୍ତି l ତାରା ତାରିଣୀ ସୁଟିଙ୍ଗ ସେଟ ରେ ସବୁବେଳେ ବ୍ୟସ୍ତ ରହୁଥିବା ହେତୁ ପରିବାର କୁ ଯଥେଷ୍ଟ ସମୟ ଦେଇପାରୁନଥିଲେ ଅଭିନେତ୍ରୀ ଲିପି l
କିନ୍ତୁ ବର୍ତମାନ ସିରିଏଲ ସାରିବା ପରେ ସମସ୍ତ ପରିବାର ସହ ବୁଲାବୁଲି କରୁଛନ୍ତି ଏବଂ ତାଙ୍କ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି l ଲିପି ମହାପାତ୍ର ଖୁବ ସୁନ୍ଦର ଆକ୍ଟିଙ୍ଗ କରିବା ସହ ଖୁବ ସୁନ୍ଦର ଡ୍ୟାନ୍ସ ମଧ୍ୟ କରନ୍ତି l ଯାହାକି ଆପଣ ତାଙ୍କ ଆଲବମ ମଧ୍ୟରେ ଦେଖିପାରିଥିବେ l
ଲିପି ମହାପାତ୍ର ସର୍ବ ପ୍ରଥମେ ଆଲବମ ଦୁନିଆରୁ ହିଁ ଡେଵୟୁ କରିଥିଲେ l ସେଥିପାଇଁ ତାଙ୍କୁ ଅଳବମ ହିରୋଇନ ମାନଙ୍କ ମଧ୍ୟରେ no1 ର ଆଖ୍ୟା ଦିଆଯାଇଛି l ଲିପି ମହାପାତ୍ର ଆଲବମ ହିରୋଇନ ରୂପରେ ବେଶ ପରିଚିତ ଅଟନ୍ତି l ଏତେ ସୁନ୍ଦର ପ୍ରତିଭା ଥିବାରୁ ସେ ତାରା ତାରିଣୀ ରେ ମଧ୍ୟ ତାଙ୍କ ଅଭିନୟ ର ଜଲସା ଦେଖେଇବାରେ ସକ୍ଷମ ହୋଇଥିଲେ l
ତାଙ୍କ ଜବରଦସ୍ତ ଅଭିନୟରୁ ହିଁ ତାରା ତାରିଣୀ ସିରିଏଲ ଟି ତରଙ୍ଗ ର no 1 ସିରିଏଲ ହୋଇପାରିଥିଲା l ବର୍ତମାନ ସିରିଏଲ ଟି ବନ୍ଦ ହୋଇଯାଇଥିବା ବେଳେ ଏହାର ନୂତନ ରୂପେ ତାରିଣୀ ଆଖିର ତାରା ସିରିଏଲ ନୂଆ ଭାବେ ଅଡିବାକୁ ଯାଉଛି ଯାହାକି ତରଙ୍ଗ ସିନ ରେ ପ୍ରସାରିତ ହେବ ଏବଂ ଏହିସିରିଏଲ କୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହିଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment