Press "Enter" to skip to content

ସମୟରେ ପି-ରିଅଡ ନ ହେବା ପି-ସିଓଏସ ର ଲକ୍ଷଣ ଅଧିକ ଜାଣନ୍ତୁ

14 ରୁ 15 ରୁ ଆରମ୍ଭ ହୋଇ ପି-ରିଅଡ ଶେଷ ହେବା ପର୍ଯ୍ୟନ୍ତ ବୟସକୁ ରିପ୍ରଡକ୍ଟଟିଭି ଏଜେ ଗ୍ରୁପ କୁହାଯାଏ l ଏହି ସମୟରେ ହରମୋନ ର ପ୍ରୋବ୍ଲେମ କୁ କୁହନ୍ତି ପିସିଓଏସ ସିଷ୍ଟମ l ପ୍ରତେକ ମାସରେ ଆମ 2 ଟା ଓଭାରି ରୁ ଗୋଟେ ଗୋଟେ ଅଣ୍ଡା ରିଲିଜ ହୁଏ ଏବଂ ତାର 15 ଦିନ ପରେ ଆମର ପିରିଅଡ ହୁଏ l

ଯେହେତୁ ଯେଉଁମାନଙ୍କର ହରମୋନ ପ୍ରୋବ୍ଲେମ ଥାଏ ସେମାନଙ୍କ ଓଭାରୀ ରୁ ଠିକ ସମୟରେ ଅଣ୍ଡା ରିଲିଜ ହୋଇପାରେନାହିଁ l ସେଥିପାଇଁ ପଲିକାଲ ଟା ଫାଟେନି ଯାହା ଫଳରେ ପରିଅଡ ଠିକ ସମୟରେ ହୁଏନାହିଁ l ଏହି ରୋଗତି ବଂଶଗତ ଠାରୁ ମଧ୍ୟ ରହିଯାଇଥାଏ ଯଦି ଜଣଙ୍କର ଏମିତି ହୋଇଛି ତେବେ ତା ପରିବାର ରେ ଆଉ କାହାର ମଧ୍ୟ ହୋଇଥିବା ଏହା ସାଧାରଣ ପ୍ରକ୍ରିୟା ଅଟେ l

ଏହା କେମିତି ହୁଏ :- ଲେଟ ନାଇଟ ପର୍ଯ୍ୟନ୍ତ ଅନିଦ୍ରା ହେବା ତଥା ବାହାର ଖାଦ୍ୟ ଖାଇବା ଦ୍ୱାରା ଏହିପରି ସମସ୍ୟା ଦେଖାଦିଏ l ମଇଦା ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଏହା ବଢିଥାଏ l ବର୍ତ୍ତମାନ କ-ରୋନା ସମୟରେ ଲୋକମାନଙ୍କର ବାହାରକୁ ଯିବା କମି ଯାଇଥିବା ବେଳେ ଘରେ ରହି ରାତି ଅନିଦ୍ରା ହୋଇ କାମ କରିବା ତଥା ରାତା ରାତି ୱେବ ସିରିଜ ଦେଖିବା ଏବଂ ଘରେ ପ୍ରାୟ ସମୟ ବାହାରୁ ଖାଦ୍ୟ ମଗେଇକି ଖାଇବା ଦ୍ୱାରା ଏହାର ପ୍ରକୋଷ୍ଟ ବଢିଯାଏ l

ଗର୍ଭାବସ୍ଥା ଏବଂ ଋତୁଶ୍ରାବ ଉପରେ ପିସିଓଏସ ର ପ୍ରଭାବ :- ଏହା ହରମୋନ ଉପରେ ପ୍ରଭାବ ପକାଇଥାଏ l ଯଦି ଶରୀର ରେ ପିମ୍ପଲ ଏବଂ ଅଲଗା ଅଙ୍ଗ ରେ କେଶ ଉଠିଥାଏ ତେବେ ଏହା ପିସିଓଏସ ର ଲକ୍ଷଣ ଏହା ବାହାରୁ ଚିକିତ୍ସା କଲେ କିଛି ହୋଇନଥାଏ ବରଂ ଏହା ଶରୀର ଭିତର ହରମୋନ ଦ୍ୱାରାହିଁ ଚିକିତ୍ସା କରାଯାଇ ପାରେ l

ପିସିଓଏସ ରେ ପ୍ରାକୃତିକ ଭାବରେ ମା ହେବା ସମ୍ଭାବନା କମିଯାଏ l ଏହି କ୍ଷେତରେ ତାଙ୍କୁ ବିପି ଏବଂ ଡାଇବେଟିସ ଟେଷ୍ଟ ମାସକୁ ଥରେ ନିହାତି କରେଇନେଵା ଉଚିତ l ପି-ସିଓଏସ ପେସେଣ୍ଟ ଅଧିକାଂଶ ଶାରୀରିକ ଦୃଷ୍ଟିରୁ ଅଧିକ ମୋଟାଥାନ୍ତି l ଯେତେ ଚାହିଁଲେ ମଧ୍ୟ ଓଜନ କମେନାହିଁ ଏବଂ ପିରିଅଡ ଠିକ ସମୟରେ ହୁଏ ନାହିଁ l ଏହାର ଘରୋଇ ଉପଚାର କରିବାକୁ ଗଲେ ମଇଦା, ଆଳୁ, ଚିନି କୁ କମେଇବା ଦରକାର l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published. Required fields are marked *