ବନ୍ଧୁଗଣ ରାନୁ ମଣ୍ଡଳ ଖୁବ ଶୀଘ୍ର ସଂଗୀତ ଦୁନିଆରେ ଟ୍ରେଣ୍ଡ କରିଥିଲେ ଏବଂ ସେ ସୋସିଆଲ ମିଡିଆରେ ଭାଇରଲ ହେବାଦ୍ୱାରା ତାଙ୍କୁ ଷ୍ଟେଜ ରେ ଦେଖିବାକୁ ମିଳିଥିଲା l ରାନୁ ମଣ୍ଡଳ ସବୁବେଳେ ଭିକ ମାଗି ନିଜ ପେଟପାଇଁ ବନ୍ଦୋବସ୍ତ କରୁଥିବା ବେଳେ ଥରେ ହିମେଶ ରେସମିଆଁ ଙ୍କ ହାବୁଡ଼ରେ ପଡ଼ିଥିଲେ l
ଟ୍ରେନ ଷ୍ଟେସନ ରେ l ରାନୁମଣ୍ଡଳ ସମସ୍ତଙ୍କୁ ଗୀତ ଶୁଣାଇ ପଇସା ରୋଜଗାର କରୁଥିଲେ l ରାନୁ ମଣ୍ଡଳଙ୍କର ଗୀତ ବୋଲିବାଦ୍ୱାରା ସଂଗୀତ ନିର୍ଦେଶ ହିମେଶ ରେସମିଆ ତାଙ୍କ ଫୋନ ରେ ଭିଡ଼ିଓ ଟିକୁ କଏଦ କରିଥିଲେ l ଯାହାକୁ ହିମେଶ ସୋସିଆଲ ମିଡିଆରେ ସେଆର କରିଥିଲେ ଏବଂ ସେହି ଭିଡିଓ ରେ ଏମିତି ରାନୁଙ୍କର ପ୍ରତିଭା ଲୁଚି ରହିଥିଲା ତାହା ଦେଖି ସେଆର କରିଥିଲେ l ଗୀତଟି ଥିଲା :- ଏକ ପ୍ୟାର କା ନଗମା ହେ….
ଏହି ଗୀତ ଟି ଖୁବ ଶୀଘ୍ର ଭାଇରଲ ହେବାଦ୍ବାରା ହିମେଶ ରାନୁ ଙ୍କୁ ତାଙ୍କ ସହ ଏକ ଗୀତ ବୋଲିବାର ସୁଯୋଗ ଦେଇଥିଲେ l ସେହି ଗୀତଟି ଥିଲା ତେରି ମେରୀ… ତେରି ମେରୀ କାହାନୀ…. ଏହି ଗୀତଟି ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା l
ରାନୁ ମଣ୍ଡଳ ଙ୍କ ପରି ଓଡ଼ିଶାରେ ମଧ୍ୟ ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଲୋକେ ଦେଖି ଏବଂ ଶୁଣି ଖୁସି ହେବା ସହ ସେହି ମହିଳା ଜଣଙ୍କୁ ରାନୁମଣ୍ଡଳ ଙ୍କ ସାନ ଭଉଣୀ ସହ ତୁଳନା କରିଛନ୍ତି l ରାନୁମଣ୍ଡଳ ଯେତେ ଶୀଘ୍ର ଡେଵୟୁ କରିଥିଲେ ତାଙ୍କ ବ୍ୟବହାର ପାଇଁ ସେତିକି ତଳକୁ ଖସି ଆସିଥିଲେ l
ଓଡ଼ିଶାରେ ଭାଇରଲ ହେଉଥିବା ଭିଡିଓଟିରେ ମହିଳା ଖୁବ ଜଲଦି ଟ୍ରେଣ୍ଡ କରୁଛନ୍ତି l ଏବଂ ଗୋଟିଏ ଭିଡିଓରେ ସେ 2-3 ପ୍ରକାର ର ଗିତ ମଜା ଢଙ୍ଗରେ ବୋଲୁଛନ୍ତି l ଆପଣ ଦେଖିଲେ ବିଶ୍ୱାଶ କରିପାରିବେନି ସେ ଦେଖିବା ପାଇଁ ଅବିକଳ ରାନୁ ମଣ୍ଡଳ ଙ୍କ ପରି ଦେଖିବାକୁ l
ଯାହାଫଳରେ ତାଙ୍କୁ ରାନୁ ମଣ୍ଡଳ ଙ୍କ ସାନ ଭଉଣୀ ରୂପେ ଚର୍ଚ୍ଚା କରାଯାଉଛି l ସମସ୍ତେ ଏହି ଭିଡ଼ିଓ କୁ ଦେଖି ସେଆର କରୁଛନ୍ତି l ଓଡ଼ିଶାରେ ସମସ୍ତଙ୍କ ପାଖରେ ପ୍ରାୟ ଏହି ଭିଡ଼ିଓ ପହଁଞ୍ଚି ସାରିଲାଣି ଏବଂ ଆଗକୁ ମଧ୍ୟ ଯିବାରେ ଲାଗିଛି l ବର୍ତ୍ତମାନ ଏହା ସମସ୍ତଙ୍କର ମନୋରଞ୍ଜନ ର ଏକ ମାର୍ଗ ସାଜିଛି ସୋସିଆଲ ମିଡିଆରେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment