ବନ୍ଧୁଗଣ ଆପଣଙ୍କ ଅଲିଉଡ ହିରୋ ହିରୋଇନ ମାନଙ୍କୁ ତ ନିହାତି ଜାଣିଥିବେ l କିନ୍ତୁ ଅଲିଉଡ ହିରୋ ହିରୋଇନ ଙ୍କ ପିଲାମାନଙ୍କୁ କେଭେ ଦେଖିଛନ୍ତି କି..? କି ସେମାନଙ୍କ ପିଲାମାନଙ୍କର ଲାଇଫଷ୍ଟାଇଲ ବିଷୟରେ ଜାଣିଛନ୍ତି l ଯଦି ଜାଣି ନାହାନ୍ତି ଆଜି ଆମେ ଆପଣଙ୍କୁ ଜଣାଇବୁ l ତେବେ ଆସନ୍ତୁ ଆଉ ଡେରି ନ କରି ଆଜିର ବିଷୟ ସମ୍ପର୍କ ରେ ଅଧିକ ଆଲୋଚନା କରିବା l
ଚନ୍ଦନ ଏବଂ ମାହି :- ଚନ୍ଦନ ଙ୍କୁ ଆପଣ ତୋ ଅଗଣା ର ତୁଳସୀ ମୁଁ ରେ ମୁଖ୍ୟ ଭୁମିକାରେ ଦେଖିବାକୁ ପାଈଥିବେ l ଏବଂ ମାହିଙ୍କୁ ଆପଣ ମୁଁ ବି ଅର୍ଦ୍ଧାଙ୍ଗିନୀ ସିରିଏଲ ରେ ଦେଖିଥିବେ l ଦୁହେଁ ପ୍ରେମ କରି ବିବାହ କରିଛନ୍ତି l ଆଜି ମାହିଙ୍କର ଏକ ସୁନ୍ଦର ଝିଅ ଅଛି ଯାହାକୁଆପଣଙ୍କ ଦେଖିପାରୁଥିବେ l ସେ ଦେଖିବାକୁ ଠିକ ଚନ୍ଦନ ଙ୍କ ପରି l
ଦେବାଶିଷ ଏବଂ ମୋନାଲିସା – ଆଲବମ ହିରୋ ଦେବାଶିଷ ଏବଂ ମୋନାଲିସା ଙ୍କୁ ତ ଆପଣ ସମସ୍ତେ ଜାଣିଥିବେ l ତାଙ୍କର ଏକ ପୁଅ ଏବଂ ଝିଅ ଅଛନ୍ତି l
ରିୟା – ରିୟା ଙ୍କୁ ଆପଣ ଅନେକ ହିଟ ଫିଲ୍ମ ରେ ଦେଖିବାକୁ ପାଈଥିବେ ଏବଂ ତାଙ୍କ ଚମତ୍କାରୀ ଅଭିନୟ ଏବଂ ନାଚ ଦେଖିବାକୁ ପାଈଥିବେ l ରିୟା ଙ୍କର ଏକ ଛୋଟ ପୁଅ ଅଛି l
ରାନୁ – ରାନୁ ଙ୍କୁ ଆପଣ ସିନ୍ଦୁରବିନ୍ଦୁ ସିରିଏଲ ରେ ରଙ୍ଗବତୀ ସିରିଏଲ ରେ ଦେଖିଥିବେ l ରାନୁଙ୍କର ଏକ ଛୋଟ ପୁଅ ଅଛି l
ରଚନା ବାନାର୍ଜୀ – ଅଲିଉଡ଼ ରେ ବେଶ ନାଁ ସାଉଁଟିଛନ୍ତି ରଚନା ବାନାର୍ଜୀ l ପ୍ରାୟ ବହୁ ବର୍ଷ ହେବ ରଚନା ବାନାର୍ଜୀ ଆଉ ଅଲିଉଡ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳୁନାହାଁନ୍ତି l ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଆଉ କାମ କରୁନାହାନ୍ତି l ରଚନା ବାନାର୍ଜୀ ଙ୍କର ଏକମାତ୍ର ପୁଅ ଅଛନ୍ତି l
ମାମା ମିଶ୍ର – ମାମା ମିଶ୍ର ଅଲିଉଡ଼ ର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଙ୍କୁ ବିବାହ କରିଛନ୍ତି l ସେ 90 ଦଶକରେ ବେଶ ଫିଲ୍ମ ଦୁନିଆରେ ଚର୍ଚ୍ଚା ସାଉଁଟିଛନ୍ତି l ତାଙ୍କର ଏକ ପୁଅ ଏବଂ ଝିଅ ଅଛନ୍ତି l
ତୃପି – ତୃପ୍ତି ବାବୁସାନ ଙ୍କୁ ପ୍ରେମ କରି ବିବାହ କରିଥିଲେ l ତୃପ୍ତି ବାବୁସାନ ଙ୍କ କାରୋବାର ସମ୍ଭାଳନ୍ତି l ବର୍ତ୍ତମାନ ତାଙ୍କର ଏକ କୁନି ଶିଶୁ ପୁତ୍ର ଜନ୍ମଗ୍ରହଣ କରିଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment