Press "Enter" to skip to content

ମାୟା ସିରିଏଲ ର ରୁଦ୍ରୀ ହଠାତ ମେଡିକାଲ ରେ ହେଲେ ଭର୍ତି

ଦର୍ଶକ ବନ୍ଧୁ ଆପଣ ନିହାତି ଭାବରେ ତରଙ୍ଗ ସିରିଏଲ ରେ ପ୍ରସାରିତ ହେଉଥିବା ମାୟା ସିରିଏଲ ଦେଖିଥିବେ l ଏବଂ ମାୟା ସିରିଏଲ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ କାହିଁକି ନା ଏହି ସିରିଏଲ ଟି ଖୁବ ଜଲଦି ଦେବ୍ୟୁ କରିଥିଲା l ଏହି ସିରିଏଲ ର ଅଭିନେତ୍ରୀ ଯିଏ କି ରୁଦ୍ରୀ ଯାହାଙ୍କ ପ୍ରକୃତ ନାମ ଜସ୍ମିନ ରଥ

ଏବଂ ତାଙ୍କ ଅଭିନୟ ପାଇଁ ମାୟା ସିରିଏଲ ଟି ଦର୍ଶକ ମାନଙ୍କର ହୃଦୟରେ ସ୍ଥାନ କରିପାରିଥିଲା l ସେହି ଜସ୍ମିନ ରଥଙ୍କର ଏହିପରି କିଛି ଫୋଟୋ ଏବଂ ଭିଡ଼ିଓ ଯାହାକି ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି l ଏହି ଫଟ ଗୁଡିକ ଦେଖିବା ପରେ ଯାହା ଜଣାପଡୁଛି ଜସ୍ମିନ ରଥ ଆଇସିୟୁ ରେ ଭର୍ତି ହେଇଛନ୍ତି l

ଏବଂ ଏହି ଫୋଟୋ ଗୁଡିକ ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି l ଏବଂ ଏହି ଫୋଟୋ ଗୁଡିକ ଜସ୍ମିନ ରଥ ଫ୍ୟାନ କ୍ଳବ ରେ ଦେଖିବାକୁ ମିଳିଥିଲା ଏବଂ ଏହା ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ସେଆର ମଧ୍ୟ ହୋଇଥିଲା l ଏବଂ ଏହି ଫୋଟୋ ଗୁଡିକରେ ଉଲେଖ ମଧ୍ୟ ରହୁଛି ଜେ ଗଡ଼ ପ୍ଲିଜ଼ ଜସ୍ମିନ ଦିଦି ଙ୍କୁ ଭଲ କରିଦିଅ l ଏବଂ ଏହିଫଟ ଗୁଡିକ ସୋସିଆଲ ମିଡିଆରେ ଘୁରି ବୁଲୁଛି l

ଏହାର କାରଣ ସବୁକିଛି ଆପଣ ଆମ ମାଧ୍ୟମରେ ଜାଣିପାରିବେ l ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଜସ୍ମିନ ରଥ କାହିଁକି ହସ୍ପିଟାଲ ରେ ଆଡମିଟ ହୋଇଛନ୍ତି l ଏହି ଫୋଟୋ ଗୁଡିକୁ ସୋସିଆଲ ମିଡିଆରେ କିଏ ଉଠେଇକି ଛାଡ଼ିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ l କେହି କେହି ଏହାକୁ ଗୁଜବ ମଧ୍ୟ କହୁଛନ୍ତି l

ଅନ୍ୟ କ୍ଷେତ୍ରରେ ଦେଖିବାକୁ ମିଳୁଛି ଜସ୍ମିନ ରଥ ଓରଅଫ ରୁଦ୍ରୀ ଙ୍କୁ ପ୍ରତେକ ଦିନ ସୁଟିଂ ସେଟ କୁ ଯିବାର ଦେଖିବାକୁ ମିଳିଛି ଏବଂ ଫେରିବାର ମଧ୍ୟ ଦେଖାଯାଇଛି l ତେବେ ଜସ୍ମିନ ରଥଙ୍କର ଏମିତି ଫୋଟୋ କିଏ ଉଠେଇଛି l

ଏବଂ କେତେବେଳେ ଉଠାଇଛି ତାହା ଜାଣିବାପାଇଁ ବର୍ତ୍ତମାନ ଖୋଳତାଡ଼ ଆରମ୍ଭ ହୋଇଛି l ବର୍ତ୍ତମାନ ସୁଦ୍ଧା ରୁଦ୍ରୀ ଙ୍କ ତରଫରୁ ସ୍ପଷ୍ଟ ହୋଇନାହିଁ ଯେ ରୁଦ୍ରୀଙ୍କର କଣ ହୋଇଛି ତେଣୁକରି ଏହି ଘୁରିବୁଲୁଥିବା ଫୋଟୋ ଗୁଜବ ବୋଲି ଜଣା ପଡିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.