ବନ୍ଧୁଗଣ ଆପଣ ଯଦି ଆପଣଙ୍କ କେଶକୁ କଳା ଲମ୍ବା ଏବଂ ସୁନ୍ଦର କରିବାକୁ ଚାଁହୁଚନ୍ତି ତେବେ ଆଜିର ବିଷୟଟି କେବଳ ଆପଣଙ୍କ ପାଇଁ l ଆଜି ଆମେ ଆପଣଙ୍କୁ କେଶ ବଢ଼ାଇବାର ସହଜ ଏବଂ ସରଳ ଉପାୟ କହିବାକୁ ଯାଉଛୁ l ଏହାକୁ ଆପଣ ଘରେ ପ୍ରସ୍ତୁତ କରିପାରିବେ ଏବେ ଏହାଦ୍ୱାରା ଆପଣ ଖୁବ ଶୀଘ୍ର ମଧ୍ୟ କେଶରେ ଊନତି ପାଇ ପାରିବେ l ଏଥିରେ ଆବଶ୍ୟକ ସାମଗ୍ରୀ ସର୍ବ ପ୍ରଥମେ ଆପଣଙ୍କୁ ଚାହା ପତି ଦରକାର l
ଚାହା ପତି ସ୍କିନକୁ ସୁନ୍ଦର କରିଥାଏ ଏବଂ ସବୁବେଳେ ସ୍କିନ ରେ କୋମଳତା ଆଣିଥାଏ l ଏହାଦ୍ୱାରା ଚେହେରାର ସମସ୍ତ ଦାଗ ଦୂର ମଧ୍ୟ ହୋଇଥାଏ l ଏହା ଆମ ସ୍କିନ ଠୁ ଆମ କେଶ ପାଇଁ ମଧ୍ୟ ଅନେକ ଉପଯୋଗୀ ହୋଇଥାଏ l ଏହା ବ୍ୟବହାର କରିବାଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇ ନୂତନ କେଶ ମଧ୍ୟ ସୃଷ୍ଟି ହୋଇଥାଏ l ତେବେ ଏହି ମିଶ୍ରଣ କୁ କେମିତି ବ୍ୟବହାର କରିବେ ଆସନ୍ତୁ ଜାଣିବା
ସର୍ବ ପ୍ରଥମେ ଏକ ପାତ୍ର ରେ ପାଣି ରଖି ଚାହା ପତି କୁ ମିଶାନ୍ତୁ ଏକ ଚାମଚ ଚାହାପତି କୁ ମିଶନ୍ତୁ ଏବଂ ଏହା ଚୁଲା ଉପରେ ବସାନ୍ତୁ l ସ୍ଲୋ ଫ୍ର୍ଲେମ ରେ ଏହାକୁ ଫୁଟିବାକୁ ଛାଡିଦିଅନ୍ତୁ l ଏହାକୁ 10 ମିନିଟ ଫୁଟାଇବା ପରେ ଏହାକୁ ଛାଣି ଏହାର ପାଣି କୁ ଏକ ପାତ୍ର ରେ ବାହାର କରନ୍ତୁ l ଏହାପରେ ଆପଣ ଯେଉଁସମ୍ପୋ ବ୍ୟବହାର କରନ୍ତି ତାହାକୁ ନେଇପାରିବେ l
ଏକ ଚାମଚ ସମ୍ପୋ କୁ ଚାହା ରେ ମିଶାନ୍ତୁ ଏବଂ ଫେଣ ଆସିଲା ପର୍ଯ୍ୟନ୍ତ ଫେଣ୍ଟନ୍ତୁ l ଏହା ସମ୍ପୂର୍ଣ୍ଣ ରୂପେ ଫେଣ ହେଇସାରିବା ପରେ ଏହାକୁ ଏକ ଫାଳ ଲେମ୍ବୁ ରସକୁ ମିଶ୍ରଣ କରନ୍ତୁ l ଏବେ ଆପଣଙ୍କ ମିଶ୍ରଣ ଟି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି l ଏହାକୁ ଆପଣ କେଶରେ ଭଲ ଭାବରେ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ଲଗାନ୍ତୁ l ଏହାକୁ ଲଗାଇ 30 ମିନଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ l
30 ମିନଟ ପରେ ଏହାକୁ ଆପଣ ସାଧା ପାଣିରେ ଧୋଇ ପାରିବେ l ଏବଂ ଧୋଇଲା ପରେ ଆପଣ ନିଜେ କେଶରେ ପରିବର୍ତନ ଦେଖିପାରିବେ l ଏହା ଆପଣଙ୍କ କେଶକୁ ସମ୍ପୂର୍ଣ୍ଣ ରୂପେ କଳା ଏବଂ ଘନ କରିଦେବ l ଏହା ମଧ୍ୟରେ କେରଟିନ ର ଗୁଣ ମଧ୍ୟ ରହିଛି ତେଣୁକରି ସବୁବେଳେ ଏହାକୁ ବ୍ୟବହାର କଲେ ମଧ୍ୟ କୌଣସି ପ୍ରକାର ସାଇଡ ଅଫେକ୍ଟ ନାହିଁ l ଏହାକୁ ମାସରେ ଆପଣ ନିଶ୍ଚିତ 5-6 ଥର ବ୍ୟବହାର କରିପାରିବେ l
ଏହାକୁ ଏକ ମାସ କରିବାପରେ ଅପଣ ନିଜେ ପରିବର୍ତନ ଦେଇଖିପାରିବେ l ଆପଣଙ୍କ କେଶର ଲମ୍ବା ରେ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ କେଶ ଯଦି ଡ୍ରାୟ ରହୁଛି ତେବେ ଏହା ସମ୍ପୂର୍ଣରୂପେ ଦୂର ହୋଇଯିବ l ତା ସହ କେଶ ଉପୁଡିବା ସମସ୍ୟା ମଧ୍ୟ ଦୂର ହେଇଯିବ ଏବଂ ରୁପି ସମସ୍ୟାରେ ସୁଧାର ଆସିବାର ଦେଖା ଦେବ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment