ବନ୍ଧୁଗଣ ମୋଟାପଣ ହେଉଛି ଏକ ସାଧାରଣ ସମସ୍ୟା l ଭାରତରେ ଅନେକ ଲୋକ ମେଦ ବହୁଳତା କାରଣରୁ ଅନେକ ରୋଗ ଦ୍ୱାରା ପୀଡିତ ହୋଇଆସୁଛନ୍ତି l ଥରେ ଶରୀର ରେ ମୋଟାପଣ ବୃଦ୍ଧି ପାଇଲେ ତାହା ପରେ ସବୁ ରୋଗ ଧୀରେ ଧୀରେ ସୃଷ୍ଟି ହୋଇଥାଏ l ଯେମିତି କି ଡାଇବେଟିସ, ରକ୍ତଚାପ, ହୃଦରୋଗ ଇତ୍ୟାଦି l ମୋଟାପଣ ହେଲେ କେବଳ ରୋଗନୁହେଁ ଆପଣଙ୍କ ଦୈନନ୍ଦିନ ଜୀବନରେ ଆପଣ ଅଳସୁଆମୀ ହୋଇଯାଆନ୍ତି l
ଯେତେବେଳେ ଆପଣଙ୍କ ଅନେକ କାର୍ଯ୍ୟ କରିବାକୁ ନିର୍ଣ୍ଣୟ କରିଥାନ୍ତି କିନ୍ତୁ ମୋଟା ପଣ ପାଇଁ ସମସ୍ତେ ସବୁକାର୍ଯ୍ୟ ଶାରୀରିକ ସ୍ତରରେ କରିବା ଦ୍ୱାରା କ୍ଲାନ୍ତ ଅନୁଭବ କରନ୍ତି l ସେଥିପାଇଁ ଆମେ ଆପଣଙ୍କ ପାଇଁ ଏକ ଘରୋଇ ଡ୍ରିଙ୍କ ନେଇ ଆସିଛୁ ଯାହାଦ୍ୱାରା ଆପଣ ଆପଣଙ୍କ ଚର୍ବି ରୁ ମୁକ୍ତି ପାଇପାରିବେ l
ସର୍ବ ପ୍ରଥମେ ଆପଣଙ୍କୁ ଏହି ଜୁସ ପାଇଁ ବନ୍ଧାକୋବି ଏବଂ କ୍ୟାପ୍ସିକମ ଦରକାର ହେବ l ଏହାକୁ ଆପଣ ଭଲ ଭାବରେ ସଫା କରି ଏହାକୁ ଗ୍ରାଇଣ୍ଡର ସହାର୍ଯ୍ୟରେ ବାଟି ନେବେ l ଏଥିରେ ଆପଣ ଅଧି ଗ୍ଲାସ ପାଣି ଦେଇ ବାଟିବେ l ବାଟି ସାରିବା ପରେ ଏଥିରେ ଯେଉଁ ଜୁସ ନିର୍ଗତ ହେବ ତାକୁ ଏକ ଚ୍ଛଣା ସାହାର୍ଯ୍ୟ ରେ କାଢିନେବେ l
ବାଲିଯାଇଥିବା ଖଡ଼ଦା ଅଂଶ କୁ ଅଲଗା ରଖିବେ ଏବଂ ଜୁସକୁ ଏକ ଗ୍ଲାସ କିମ୍ବା ପାତ୍ର ରେ ରଖିବେ l ବର୍ତ୍ତମାନ ଏକ ଲେମ୍ବୁ କୁ କାଟି ତାର ମଞ୍ଜି ବାହାର କରି ଏକ ଚାମଚ ରସ ବାହାର କରି ସେହି ଜୁସ ରେ ମିଶାଇବେ ଏବଂ ଚାମଚ ସାହାର୍ଯ୍ୟ ରେ ଭଲରେ ମିଶାଇଦେବେ l ଶେଷରେ ଏଥିରେ ଏକଚାମଚ ମହୁ ମିଶାଇବେ l
ବର୍ତ୍ତମାନ ମିଶ୍ରଣ ଜୁସ ଟି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି l ଏହା ଏକ ହେଲଦି ମିଶ୍ରଣ ଅଟେ l ଯାହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀର ର ସମସ୍ତ ଚର୍ବି ଧୀରେ ଧୀରେ ହ୍ରାସ ପାଇବ l ଏହା ଆପଣ ପ୍ରତିଦିନ ସକାଳୁ ପି ପାରିବେ ଏବଂ ଏହାକିଛିଦିନ ଅଭ୍ୟାସ ରେ ପକେଇବା ପରେ ଆପଣ ଏହାର ଚମତ୍କାରୀ ଫାଇଦା ଦେଖିପାରିବେ l
ଏଥିରେ ଥିବା ଔଷଧୀୟ ଗୁଣ ଆପଣ ଙ୍କ ଶରୀର ପାଇଁ ଅନେକ ଲାଭଦେବ ଏବଂ ଖୁବ ଶୀଘ୍ର ଆପଣ ଏକ ସୁସ୍ଥ ଏବଂ ଫିଟ ଜୀବନ ବଂଚିପାରିଵାରେ ସକ୍ଷମ ହେବେ l ତେଣୁକରି ଏହି ଉପାୟ ଟି ନିଶ୍ଚୟ ରୂପେ ବ୍ୟବହାର କରନ୍ତୁ ଏବଂ କେତେ ଫରକ ପଡୁଛି ନିଜେ ଜାଣିପାରିବେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment