ବର୍ତ୍ତମାନ କ-ରୋନା ର ପରିସ୍ଥିତି ଯେଭଳି ଭାବରେ ରହିଛି ତାହା ଦେଖିଲେ ସମସ୍ତଙ୍କ ମନରେ ଚିନ୍ତା ରହିଯିଵା ସ୍ୱାଭାବିକ କଥା l ଏହିପରି କ୍ଷେତ୍ରରେ କ-ରୋନା ରୋଗୀଙ୍କର ମୃ-ତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି l ତେବେ ତାଙ୍କ ଶବ ସତ୍କାର କରିବାପାଇଁ ମଧ୍ୟ ଜାଗାର ଅଭାବ ଦେଖାଯାଇଛି l
ତେବେ ଏହିଭଳି ମଧ୍ୟରେ ଆପଣଙ୍କ ନିଶ୍ଚୟ ଜାଣିଥିବେ ଭାରତରେ ମହାରାଷ୍ଟ୍ର ରେ ସବୁଠାରୁ ଅଧିକ କ-ରୋନା ରୋଗୀ ମାନଙ୍କର ସଂଖ୍ୟା ରହିଛି ଏବଂ ସେଠି ପରିସ୍ଥିତି ଆହୁରି ଭୟାଭହ ରହିଛି l ଠିକ ସେହିପରି ମହାରାଷ୍ଟ୍ର ରୁ ହିଁ ଏକ ମାମଲା ସାମ୍ନାକୁ ଆସିଛି l ଯେଉଁଥିରେ କି ଜଣେ କରୋନା ରୋଗୀଙ୍କୁ ମୃତକ ଭାବି ଫୋପାଡ଼ି ଦିଆଯାଇଥିଲା l
କିନ୍ତୁ ପରବର୍ତ୍ତୀ ସମୟରେ ଜଣା ପଡିଲା ସେ ରୋଗୀ ଜୀବିତ ଅଛନ୍ତି ବୋଲି l କ-ରୋନା ରୋଗୀଙ୍କ ମୃତ୍ୟୁ ହାର ଯେମିତି ବଢ଼ି ଚାଲିଛି ଶବ ସତ୍କାର କରାଯାଇପାରୁନାହିଁ ଠିକ ଭାବରେ ଏବଂ ଗୁଜୁରାଟ ର ସୁରଟ ଠାରେ ଏକ ଭାଟି ରେ ଶବ ସତ୍କାର କରାଯାଉଥିଲା ଏବଂ ସେହି ମେସିନ ରେ ଏତେ ମାତ୍ର ରେ ଶବ ସତ୍କାର କରାଗଲା ଯେ ସେହି ମେସିନ ଟି ବ୍ଲାଷ୍ଟ ହୋଇଯାଇଛି l
ଅଧିକ ମୃ-ତକଙ୍କ ସଂଖ୍ୟା ବଢ଼ିବାରୁ ମୃ-ତ୍ ଦେହଗୁଡିକୁ କିଭଳି ଭାବରେ ଏକାଠି ରଖାଯାଉଛି ତାହା ତ ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଈଥିବେ l ମହାରାଷ୍ଟ୍ର ରେ ଜଣେ ବୃଦ୍ଧଙ୍କୁ ମୃ-ତ ଭାବି ତାଙ୍କ ଶରୀର କୁ ପ୍ୟାକ କରିଦିଆ ଯାଇଥିଲା ଏବଂ ରାସ୍ତା କଡରେ ଫିଙ୍ଗା ମଧ୍ୟ ଯାଇଥିଲା l
କିନ୍ତୁ ସ୍ଥାନୀୟ ଲୋକେ ଯେତେବେଳେ ସେ ଶବ ପାଖକୁ ଗଲେ ସେତେବେଳେ ସେମାନେ ଲକ୍ଷ୍ୟ କରିପାରିଲେ ସେହି ଶବଟି ହଲିବାକୁ ଲାଗୁଛି l ସେହି ସମୟରେ ସେ ଜାଣିଲେ ଯେ ବୃଦ୍ଧ ଜଣଙ୍କ ଜୀବିତ ଅଛନ୍ତି ଏବଂ ସାଙ୍ଗେ ସାଙ୍ଗେ ସେହି ବୃଦ୍ଧଙ୍କୁ ସେହି ସ୍ଥାନରୁ ଉଦ୍ଧାର କରି ପୁଣି ହସ୍ପିଟାଲ ନିଆଗଲା l ଏହି ଘଟଣା ରୁ ଲୋକମାନେ ମେଡିକାଲ ଯିବାକୁ ଭୟଭିତ ହେବାକୁ ଲାଗିଛନ୍ତି l
ଯଦି ଜୀବନ୍ତ ଲୋକଙ୍କୁ ମୃତ ଭାବି ଫୋପାଡ଼ି ଦିଆଯାଏ ତେବେ ସମସ୍ତେ ମେଡିକାଲ ରୁ ଦୂରତ୍ୱ ରକ୍ଷା କରିବା ଆରମ୍ଭ କରିଦେବେ l ଏବଂ ପରିବାର ଲୋକଙ୍କର କୌଣସି ଅସୁବିଧା ହେଲେ ତାଙ୍କୁ ମେଡିକାଲ ରେ ଆଡମିଟ କରାଇବା ପୂର୍ବରୁ ଏହିବିଷୟରେ ନିଶ୍ଚୟ ଥରେ ଭାବିବେ l ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment