Press "Enter" to skip to content

ଏହି କାରଣ ପାଇଁ ମାଡ଼ ଖାଇଲେ ବାବୁସାନ ଦେଖନ୍ତୁ ଭିଡିଓ

ବାବୁସାନ ହେଉଛନ୍ତି ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଫେମସ ଆଗଧାଡ଼ିର କଳାକାର l ସେ ସବୁବେଳେ ତାଙ୍କ ଫିଲ୍ମ ରେ ହିଟ ଦେଇଥାନ୍ତି ଏବଂ ସବୁବେଳେ ତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ବନ୍ଧୁ ଚାହିଁ ରହିଥାନ୍ତି l ବାବୁସାନ ମହାନ୍ତି ହେଉଛନ୍ତି ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଙ୍କ ଏକମାତ୍ର ସୁପୁତ୍ର ଏବଂ ଯିଏ କି ତୃପ୍ତି ଙ୍କୁ କିଛି ବର୍ଷ ପୂର୍ବେ ବିବାହ କରି ନିଜେ ଏବେ ପୁତ୍ର ସନ୍ତାନ ର ପିତା ଅଟନ୍ତି l

ବାବୁସାନ ମୁଁ ରୋମିଓ ଦ ଲଭର ବଏ ଫିଲ୍ମ ରୁ ପ୍ରଥମ ଥର ପାଇଁ ଡେବ୍ୟୁ କରିଥିଲେ l ଏବଂ ଧୀରେ ଧୀରେ ଅଲିଉଡ ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟତା ହାସଲ କରିବାକୁ ଲାଗିଲେ l ବାବୁସାନ ଙ୍କ ମା ଅପରାଜିତା ମହାନ୍ତି ଏବଂ ପିତା ଉତ୍ତମ ମହାନ୍ତି 90 ଦଶକର ନାୟକ ନାୟିକା ଭାବରେ ପରିଚିତ ଥିଲେଏବଂ ଦୁହେଁ ରିଅଲ ଲାଇଫ ରେ ମଧ୍ୟ ନାୟକ ନାୟିକା ହେବାର ସୌଭାଗ୍ୟ ପାଇଥିଲେ l ବର୍ତ୍ତମାନ ଦୁହେଁ ଅଲିଉଡ଼ ଇଣ୍ଡଷ୍ଟ୍ରି ଠୁ ଦୁରେଇ ରହିଥିବାବେଳେ ପୁଅ ବାବୁସାନ ସମସ୍ତଙ୍କ ହୃଦୟରେ ଯାଗା ତିଆରି କରିସାରିଛନ୍ତି l

ବର୍ତ୍ତମାନ ବାବୁସାନ ମହାନ୍ତି ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଏବଂ ସମସ୍ତେ ଘଟଣାର ସତ୍ୟତା ଜାଣିବାକୁ ଚାଁହୁଚ୍ଛନ୍ତି l ଭିଡିଓ ରେ ପୋଲିସ ଠୁ ମାଡ଼ ଖାଉଥିବାର ଚିତ୍ର ଭାଇରଲ ହେଉଛି l ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଅଛି ବାବୁସାନ ଙ୍କୁ ପୋଲିସ କାହିଁକି ମାରିଲା l

ଆଜି ଆମେ ଆପଣଙ୍କର ସବୁ ସନ୍ଦେହ ଦୂର କରିଦେଉଛୁ l ଭାଇରଲ ହେଉଥିବା ଭିଡିଓ ଟି ହେଉଛି ଆଗକୁ ଆସୁଥିବା ଫିଲ୍ମ (ବିଦ୍ୟାରାଣ) ର ସୁଟିଙ୍ଗ ସେଟ ଭିଡ଼ିଓ l ଏହି ଫିଲ୍ମ ରେ ବାବୁସାନ ଙ୍କ ସହ ଶିବାନୀ ସଂଗୀତା ଙ୍କୁ ହିରୋଇନ ଭାବରେ ଦେଖିବାକୁ ପାଇବେ l ଏହି ଚଳଚ୍ଚିତ୍ର ଟି ଆଗାମୀ ରଜକୁ ରିଲିଜ ହେବାକୁ ଯାଉଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published. Required fields are marked *