Press "Enter" to skip to content

ଅସୀମା ପଣ୍ଡା ଙ୍କ ବିଷୟରେ କିଛି ଅଜଣା କଥା

ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଏହି ବିଷୟରେ ଅସୀମା ପଣ୍ଡା ଭଳି ଜଣେ ପ୍ରତିଭାଶାଳୀ ସିଙ୍ଗର ଙ୍କ ବିଷୟରେ ଜାଣିବା ଯେ କି ଆମ ଓଡିଶା ଓ ଆମ ସମ୍ବଲପୁର ଗୀତ ଜଗତରେ ଚୁଲବୁଲି ଗାଇକା ଭାବରେ ବେଶ ଜଣା ସୁଣା l

ଆଉ ଅତି କମ ସମୟରେ ସେ ନିଜ ନାଁ କୁ ଓଡ଼ିଆ ଇଣ୍ଡରଷ୍ଟି ରେ ପ୍ରସିଧ କରାଇ ସାରିଛନ୍ତି l ଅସୀମା ପଣ୍ଡା ନାଁ ଭାବରେ ସାରା ଓଡ଼ିଶାରେ ପରିଚିତ ଏହି ନାଁ l

ଅସୀମା ପଣ୍ଡା ଙ୍କ ଜୀବନୀ, ସମ୍ପତି, ପରିବାର ବିଷୟରେ ସମ୍ପୂର୍ଣ ଜାଣିବା l ସେଥିପାଇଁ ଆରମ୍ଭରୁ ଶେଷ ଯାଏଁ ପଢ଼ନ୍ତୁ l ଅସୀମା ପଣ୍ଡା ଯେ କି ଆମ ଓଡ଼ିଶାରେ ଚୁଲବୁଲି ଗାୟିକା ସେ 25 ଅକ୍ଟୋବର 1982 ରେ ଢେଙ୍କାନାଳ ର ଏକ ବ୍ରାହ୍ମଣ ପରିବାର ରେ ଜନ୍ମ ହେଇଥିଲେ l

ଆଉ ଯଦି ଆମେ ତାଙ୍କ ପରିବାର କୁ ଦେଖିବା ତେବେ ତାଙ୍କ ପରିବାର ରେ ବାପା, ମା, ଏକବଡ ଭାଇ ମଧ୍ୟ ଅଛନ୍ତି l ତାଙ୍କ ନାଁ ହଉଛି ଆକାଶ ପଣ୍ଡା l

ଆପଣ ଜାଣିଛନ୍ତି କି ଅସୀମା ପଣ୍ଡାଙ୍କର ବାହାଘର ସରିଯାଇଥିଲା କିନ୍ତୁ କୌଣସି କାରଣ ଯୋଗୁ ଡିଭୋର୍ସ ମଧ୍ୟ ହୋଇଯାଇଥିଲା l ଅସୀମା ପଣ୍ଡା ଙ୍କ ଉଚତା ହେଉଛି 5:7 ଇଞ୍ଚ l ଆଉ ଆପଣ ଜାଣିଛନ୍ତି କି ଟଙ୍କାର ହବି ଗୀତ ଗାଇବା l

ସେ ତାଙ୍କାର ମଧୁର କଣ୍ଠ ମାଧ୍ୟମ ରେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି l ଏବଂ ସମ୍ବଲପୁରୀ ସଂଗୀତ ଇଣ୍ଡଷ୍ଟ୍ରି ର ତାରକା ହୋଇପାରିଛନ୍ତି l ତାଙ୍କ ଗୀତ ଦେଶୀ ପିଲା, ଜିଗର ଵାଲା, ହଳଦୀ ଗିନା, ହେ ଇଶ୍ୱର,ଅନେକ ଏହିପରି ଗୀତ ବୋଲି ସୁପରହିଟ ହୋଇଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.