Press "Enter" to skip to content

କେତେ ସମୟ ରେ ଆପଣ ଙ୍କ ପାର୍ଟନର ସମ୍ପର୍କ ରେ ସନ୍ତୁଷ୍ଟ ହୁଅନ୍ତି

ଶାରୀରିକ ସମ୍ପର୍କ ରଖିବାକୁ କିଏ ପସନ୍ଦ ନ କରେ । ଏହି ସମ୍ପର୍କ କୁ ନେଇ ସମ୍ପର୍କ ରେ ମଧୁରତା ଓ ବିଚ୍ଛେଦ ଆସିଥାଏ । କେତେ ସମୟ ଶାରୀରିକ ସମ୍ପର୍କ ରଖିବାକୁ ମହିଳା ଓ ପୁରୁଷ ମାନେ ପସନ୍ଦ କରିଥାନ୍ତି। କିଛି କାରଣରୁ ଅଧିକାଂଶ ମହିଳା ମାନେ ଦୁଃଖୀ ହୋଇପଡନ୍ତି କାରଣ ତାଙ୍କ ପୁରୁଷ ସାଥି ଅଧିକ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିପାରିନଥାନ୍ତି । ପୁରୁଷ ମାନେ ମଧ୍ୟ ଏହି କଥାକୁ ନେଇ ଚିନ୍ତିତ ଥାନ୍ତି କି ସେମାନେ କଣ ପାଇଁ ତାଙ୍କ ମହିଳା ସାଥୀଙ୍କୁ ଅଧିକ ସମୟ ଦେଇପାରନ୍ତି ନାହିଁ। ଯାହା ଫଳରେ ତାଙ୍କ ସାଥି ଅଧିକ ସୁଖ ପାଇପାରିନଥାନ୍ତି।

ଏହା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ୪ହଜାର ପୁରୁଷ ଓ ମହିଳାଙ୍କୁ ସାମିଲ କରାଯାଇଥିଲା।ସର୍ଭେର ଉଦେଶ୍ୟ ଥିଲା ଯୌନ ସମର୍କୀୟ ସମସ୍ତ ତଥ୍ୟ ଲୋକଲଚନକୁ ଆଣିବା। ସର୍ଭେରେ ସାମିଲ ପୁରୁଷ ଓ ମହିଳାମାନଙ୍କ ବୟସ ୧୮-୩୫ ରଖାଯାଇଥିଲା। ଏହି ସର୍ଭେରେ ସେମାନଙ୍କୁ ଦୁଇଟି ପ୍ରଶ୍ନ ପଚରାଯାଇଥିଲା।

ପ୍ରଥମ ପ୍ରଶ୍ନ ଥିଲା ସମ୍ପର୍କ ସମୟରେ ଆପଣ ମାନେ କେତେ ସମୟ କରିପାରିବେ ଓ ଦ୍ୱିତୀୟ ପ୍ରଶ୍ନ ଥିଲା କେତେ ସମୟ ସମ୍ପର୍କ ମହିଳାମାନେ ଚାହିଁଥାନ୍ତି।ଏହାର ଉତ୍ତରରେ ମହିଳା ମାନେ କହିଥିଲେ ଏହି କାମ ୨୫ ମିନିଟ ୫୧ ସେକେଣ୍ଡ ରହିବା ଆବଶ୍ୟକ। ଏତିକି ସମୟ ପୁରୁଷ ମାନେ ସମ୍ପର୍କ ସ୍ଥାପନ କଲେ ଯାଇ ମହିଳାମାନେ ଚରମ ସୁଖ ପାଇପାରିଥାନ୍ତି। ପୁରୁଷ ମାନେ ମଧ୍ୟ କହିଥିଲେ ଏହି ସମୟ ସୀମା ୨୫ ମିନିଟ ୪୧ ସେକେଣ୍ଡ ରହିବା ଆବଶ୍ୟକ। ମହିଳାମାନେ କହିଥିଲେ ତାଙ୍କ ପୁରୁଷ ସାଥି କେବଳ ୧୧-୧୪ ମିନିଟ ପର୍ଯ୍ୟନ୍ତ ସେମାନଙ୍କ ସାଥ ଦେଇପାରୁଛନ୍ତି। ଯାହା ଫଳରେ ମହିଳାମାନଙ୍କୁ ପୂର୍ଣ୍ଣରୂପରେ ସନ୍ତୁଷ୍ଟି ମିଳିପାରିନଥାଏ।

ଏହି ସର୍ଭେରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି କି ବୟସ ଓ ଅଭିଜ୍ଞତା ମଧ୍ୟ ସମ୍ପର୍କ ବଢ଼ାଇଥାଏ। ଆମ ଭାରତରେ ଅଧିକ ବୟସର ମହିଳା ମାନଙ୍କୁ ଅଧିକ ସୁଖ ପାଇଁ ୧୪ ମିନିଟ ଲାଗିଥାଏ ଓ କମ ବୟସର ମହିଳାମାନଙ୍କୁ ୫ ମିନିଟ ଲାଗିଥାଏ କିନ୍ତୁ ଅକ୍ପ ବୟସର ପୁରୁଷ ମାନେ ସେତିକି ସମୟ ଯିବାପାଇଁ ସକ୍ଷମ ହୋଇପାରିନଥାନ୍ତି କେବଳ ୩୫-୫୦ ବୟସର ପୁରୁଷ ଯେ କୌଣସି ବୟସର ମହିଳାମାନଙ୍କୁ ସଠିକ ସୁଖ ଦେଇପାରିଥାନ୍ତି।

ଯାହାକି ୧୮-୩୫ ବର୍ଷୀୟ ପୁରୁଷ ଦେଇପାରିନଥାନ୍ତି। ଶାରୀରିକ ସମ୍ପର୍କକୁ ନେଇ ପୁରୁଷ ଓ ମହିଳା ମାନଙ୍କ ମନ ଭିନ୍ନ ଭିନ୍ନ ହୋଇଥାଏ। ପୁରୁଷ ମାନଙ୍କୁ ଏହି କାମ ରାତିରେ ପସନ୍ଦ ହେଉଥିବା ବେଳେ ବିବାହିତ ମହିଳା ରାତିରେ ଥକି ଯାଉଥିବାରୁ ସେମାନେ ଭୋର ୩-୫ ଏହି କାମ କରିବାକୁ ପସନ୍ଦ କରିଥାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.