ବର୍ତ୍ତମାନ କ-ରୋନା ର ଦ୍ୱିତୀୟ ଲହରୀ ସୃଷ୍ଟି ହେଇଥିଵା ବେଳେ ଏହା ସମ୍ପୂର୍ଣ୍ଣ ଭୟଙ୍କର ହେବାକୁ ଲାଗିଛି l ଯାହାଫଳରେ ତାଣ୍ଡବ କହୁଛି ମ-ହାମାରୀ l ଭାରତେରେ ଏବେ ଦ୍ୱିତୀୟ ପ୍ରହର ମହଙ୍ଗା ହେବାକୁ ଲାଗିଛି ଯାହା ଫଳରେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି l ସରକାର କ-ରୋନା ଚେନ ଭାଙ୍ଗିବା ପାଇଁ ଅନେକ ପଦକ୍ଷପ ଗ୍ରହଣ କରୁଥିବା ବେଳେ ସବୁ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ରୂପେ ସଫଳ ହୋଇପାରୁନାହିଁ l ତେଣୁକରି ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ମୋଦି ସରକାର ମାଗେଣାରେ ଖାଦ୍ୟ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି l
ଏହି ସୁବିଧା ଭାରତର 80 କୋଟି ଲୋକ ପାଇବାରେ ସକ୍ଷମ ହେବେ l ୨ ମାସ ଧରି ଏହି ସୁବିଧା ଯୋଗାଇଦେବେ ମୋଦି ସରକାର l ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ଏହା ସୂଚନା ଦେଇଛନ୍ତି l ହିତାଧିକାରୀ ଙ୍କୁ 5 କିଲୋଗ୍ରାମ ମାଗେଣା ଖାଦ୍ୟଶସ୍ୟ ଯୋଗାଇଦେବେ l ଯୋଜନାରେ 26 ହଜାର କୋଟିରୁ ଅଧିକ ଖର୍ଚ୍ଚ ହେବ ଏହି ଯୋଜନାରେ l ଦେଶରେ ଦ୍ୱିତୀୟ ଲହରୀ କ-ରୋନା ଦେଖାଦେଇଥିବା ହେତୁ ଅନେକ ଲୋକ ପୃଷ୍ଟିକର ଆହାର ଖାଇବାରେ ବଞ୍ଚିତ ହେଉଛନ୍ତି l
ତେଣୁକରି ମୋଦି ସରକାର ଏହି ଉତ୍ତମ ପଦକ୍ଷପ ନେଇଛନ୍ତି ଯାହାଦ୍ୱାରା ଅନେକ ନିମ୍ନ ବର୍ଗର ଲୋକମାନେ ଉତ୍ତମ ପୁଷ୍ଟିକର ଖାଇବା ଖାଇବାରେ ସକ୍ଷମ ହେବେ l ଗତବର୍ଷ ମାର୍ଚ୍ଚ ରେ ମୋଦି ସରକାର ପ୍ରଥମ ଥର ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା କରିଥିଲେ l ଯେଉଁଥିରେ ଏପ୍ରିଲ ରୁ ଜୁନ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇଦିଆ ଯାଉଥିଲା ମୋଦି ସରକାର ଙ୍କ ତରଫରୁ l ଏହି ଯୋଜନା ପୁଣିଥରେ କ-ରୋନା ଦ୍ୱିତୀୟ ଲହରୀ ପାଇଁ ଆରମ୍ଭ ହେବାକୁ ଯାଉଛି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment