Press "Enter" to skip to content

ସ୍ୱାମୀ ଏବଂ ସ୍ତ୍ରୀ ସନ୍ଧ୍ୟା ସମୟରେ ଶାରୀରିକ ସମ୍ପର୍କ ରଖିଲେ କଣ ହୋଇଥାଏ,ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସ୍ୱାମୀ ଏବଂ ସ୍ତ୍ରୀ ସନ୍ଧ୍ୟା ସମୟରେ ଶାରୀରିକ ସମ୍ପର୍କ ରଖିଲେ କଣ ହୋଇଥାଏ।

ଆଜି ଆମେ ଏ ଲେଖାରେ ଆପଣଙ୍କୁ ଜଣାଇବୁ ଆପଣଙ୍କୁ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ।ଆଉ ଆପଣ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିଲେ ଆପଣଙ୍କ କଣ ଲାଭ ଆଉ କଣ କ୍ଷତି ହୋଇଥାଏ। ଆପଣ ମାନେ ଯଦି ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତି ତାହେଲେ ଆପଣ ଏହି ଲେଖାରୁ କିଛି ଶିକ୍ଷା ପାଇ ପାରିବେ ଆଉ ଆପଣ ଜୀବନରେ ଏହାକୁ ଉପଯୋଗକୁ ନେଇ ପାରିବେ। ଆଉ ଆପଣଙ୍କର ଏହା ବହୁତ ଉପକାରରେ ଆସିପାରେ। ଅନୁଷ୍ୟର ଏମିତି କିଛି କ୍ଷଣ ରହିଥାଏ ଯେଉଁଥିରେ ମନୁଷ୍ୟ ବହୁତ ମଜା ଉଠାଇଥାଏ।

ଏମିତି ସ୍ତ୍ରୀ ଆଉ ସ୍ୱାମୀଙ୍କ ସମ୍ପର୍କ ବିଷୟରେ ଆମେ ଆଲୋଚନା କରିବା।ଏହି ପ୍ରେମର ଭାଷା ମଧ୍ୟ ସେହି ସ୍ୱାମୀ ସ୍ତ୍ରୀ ମାନେ ହିଁ ଭଲରେ ବୁଝି ଥାନ୍ତି।ସେମାନଙ୍କ ଛଡା ଏହାର ପରିଭାଷା କେହି ଭଲରେ ବୁଝି ପାରନ୍ତି ନାହିଁ।ଆପଣଙ୍କୁ କହିବାକୁ ଯାଉଛୁ ସ୍ୱାମୀ ଆଉ ସ୍ତ୍ରୀ ଯୋଡି କିପରି ଭାବେ ବନ୍ଧା ଯାଇଥାଏ।ତାହା ଏକ ଅତୁଟ ଡୋରି।ଶାରୀରିକ ସମ୍ପର୍କ ଏକ ଚମତ୍କାର ଜିନିଷ ହୋଇଥାଏ ଯାହାକି ସମସ୍ତଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥାଏ।ତାହାକୁ ପାଇବା ପାଇଁ ସମସ୍ତେ ଚାହିଁଥାନ୍ତି।

ତାହେଲେ ଆପଣ ଯଦି ଏପରି ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ଜାଣିବା ଦରକାର ଏହା ଉପଯୁକ୍ତ ସମୟ କଣ ବୋଲି କାରଣ ଏହା ଜାଣିବା ଦ୍ଵାରା ହିଁ ଆପଣ ଏହାର ଉପଯୁକ୍ତ ଉପକାର ଉଠାଇ ପାରିବେ।ଏପରି କୁହାଯାଇଥାଏ ଯଦି ଆପଣ ଭୁଲ ସମୟରେ ସମ୍ପର୍କ ରଖୁଛନ୍ତି ତାହେଲେ ଆପଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ଯଦି ଆପଣ ଆପଣଙ୍କ ପତ୍ନୀଙ୍କ ସହିତ ଭୋର ସକାଳ ସମୟରେ ସମ୍ପର୍କ ରଖୁଛନ୍ତି ତାହେଲେ ଆପଣ ବିଭିନ୍ନ ରୋଗର ସମ୍ମୁଖୀନ ହେବେ।ଏପରିକି ଜନ୍ମ ହୋଇଥିବା ଶିଶୁ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ।

କିଛି ପଣ୍ଡିତ ଲୋକମାନେ କହିଛନ୍ତି ଯଦି ଆପଣ ସନ୍ଧ୍ୟା ସମୟରେ ଆପଣଙ୍କ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି ତାହେଲେ ଆପଣ ଧନହାନି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଆଉ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଖରାପ ଦୃଷ୍ଟି ପଡିପାରେ।ଯଦି ଆପଣ ସନ୍ଧ୍ୟା ସମୟରେ ଶାରୀରିକ ସମ୍ପର୍କ ରଖନ୍ତି ତାହେଲେ ଆପଣଙ୍କ ଜନ୍ମ ହେବାକୁ ଥିବା ସନ୍ତାନ ବିକଳାଙ୍ଗ କିମ୍ବା କଳା ରଙ୍ଗର ହେବ।ଯଦି ଆପଣ ରାତିରେ ଶାରୀରିକ ସମ୍ପର୍କ ରଖୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ।ତେଣୁ ରାତିରେ ଆଲୋକ ନ ଥିବା ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.