Press "Enter" to skip to content

ସୁନ୍ଦର ସ୍ୱାସ୍ଥ୍ୟବାନ,ଦୀର୍ଘାୟୁ,ଗୁଣବାନ ସନ୍ତାନ ପ୍ରାପ୍ତି ପାଇଁ ଋ-ତୁ-ସ୍ରା-ବର କେଉଁ ଦିନ ଠାରୁ ସ-ହ-ବା-ସ କରିବା ଉଚିତ?

ସୁନ୍ଦର ସ୍ୱାସ୍ଥ୍ୟବାନ,ଦୀର୍ଘାୟୁ,ଗୁଣବାନ ସନ୍ତାନ ପ୍ରାପ୍ତି ପାଇଁ ଋ-ତୁ-ସ୍ରା-ବର କେଉଁ ଦିନ ଠାରୁ ସ-ହ-ବା-ସ କରିବା ଉଚିତ?

ନମସ୍କାର ସାଙ୍ଗମାନେ।ଆଜି ଆମେ ଜାଣିବା ସ୍ୱାମୀ ସ୍ତ୍ରୀଙ୍କ କେଉଁ ସମୟର ମି-ଳ-ନ ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ କିମ୍ବା କନ୍ୟା ସନ୍ତାନ ପ୍ରାପ୍ତି ହୋଇଥାଏ?ଏବଂ ଜାଣିବା ପୁତ୍ର ସନ୍ତାନ ପ୍ରାପ୍ତି ହେବକୁ ଗଲେ କେଉଁ ସମୟର ମି-ଳ-ନ ଦ୍ୱାରା ସୁପୁତ୍ର ପ୍ରାପ୍ତି ହୋଇଥାଏ?ଏବଂ ସର୍ଵପ୍ରଥମେ ଆମକୁ ଜାଣିବାକୁ ପଡିବ ଗର୍ଭଦାହନର ସମୟ କଣ?କେଉଁ ସମୟର ମିଳନ ହେଲେ ପୁତ୍ର ହେଉ କିମ୍ବା କନ୍ୟା ହେଉ ଜାତ ହୋଇଥାଏ?

ସ୍ତ୍ରୀର ପଵିତ୍ରତାର ୧୬ ଦିନରୁ ୪ ଦିନ ପର୍ଯ୍ୟନ୍ତ ତାଙ୍କୁ ସ୍ୱାମୀ ସହିତ ମିଶିବାର ବାରଣ ଥାଏ।ଏବଂ ପଞ୍ଚମଦିନ ପରେ ସେ ଏହି କାର୍ୟ୍ଯରେ ନିଜକୁ ନିୟୋଜିତ କରିପାରିବ।ବିଶେଷ କରି ଏହି ୪ ଦିନ ଠାରୁ ୧୬ଦିନ ପର୍ଯ୍ୟନ୍ତ କେଉଁ କେଉଁ ଦିନ ମାନଙ୍କରେ ସ୍ୱାମୀ ସ୍ତ୍ରୀଙ୍କ ମି-ଳ-ନ ହେବ ଦ୍ୱାରା ପୁତ୍ର ବା କନ୍ୟା ଜାତ ହୋଇଥାଏ?

ଶାସ୍ତ୍ର ଅନୁସାରେ ଯୁଗ୍ମ ରାତ୍ରି ମାନଙ୍କରେ ଏହା କରିବା ଦ୍ୱାରା ପୁତ୍ର ଜାତ ହୋଇଥାଏ ଏବଂ ଆଯୁଗ୍ମ ରାତ୍ରିରେ ଏହା କରିବା ଦ୍ୱାରା କନ୍ୟା ସନ୍ତାନ ଜାତ ହୋଇଥାଏ।ଏବେ ଆମେ ଜାଣିବା ଏହି ଯୁଗ୍ମ ରାତ୍ରି ମି-ଳ-ନ କଣ? ଏବଂ ଆଯୁଗ୍ମ ରାତ୍ରି ମି-ଳ-ନ କଣ?ଚତୁର୍ଥୀ ରାତ୍ରିର ମିଳନରେ ଯେଉଁ ପୁତ୍ର ସନ୍ତାନ ଜାତ ହୋଇଥାଏ।ଏବଂ ସେହି ପୁତ୍ର ଅଳ୍ପୟୁ ଏବଂ ଧନହିନ ହୋଇଥାଏ।ପଞ୍ଚମ ରାତ୍ରିରେ ମି-ଳ-ନ କରିବା ଦ୍ୱାରା ଯେଉଁ କନ୍ୟା ସନ୍ତାନ ଜାତ ହୋଇଥାଏ ସେ ପୁତ୍ରବତୀ କନ୍ୟା ହୋଇଥାଏ।ଏବଂ ସେହି କନ୍ୟାର ଭାଗ୍ୟ ସେହିଠାରୁ ନିରୂପଣ ହୋଇଜାଇଥାଏ।

ଏବଂ ଷଷ୍ଠ ରାତ୍ରି ଦିନ ମି-ଳ-ନ କରିବା ଦ୍ୱାରା ଯେଉଁ ପୁତ୍ର ସନ୍ତାନ ଜାତ ହୋଇଥାଏ ସେହି ପୁତ୍ର ମଧ୍ୟାମ ପୁତ୍ର ହୋଇଥାଏ।ଏବଂ ସପ୍ତମ ରାତ୍ରିରେ ମି-ଳ-ନ କରିବା ଦ୍ୱାରା ଯେଉଁ କନ୍ୟା ସନ୍ତାନ ଜାତ ହୋଇଥାଏ ବନ୍ଧ୍ୟାଦୋଷ ଲାଗିଯାଏ।ଅଷ୍ଟମ ରାତ୍ରିରେ ମି-ଳ-ନ କରିବା ଦ୍ୱାରା ଯେଉଁ ପୁତ୍ର ଜାତ ହୋଇଥାଏ ସେ ଏଇଶ୍ୱର୍ୟ୍ଯ ଶାଳି ହୋଇଥାଏ।ନବମ ରାତ୍ରିରେ ମିଳନ ଦ୍ୱାରା ଯେଉଁ କନ୍ୟା ସନ୍ତାନ ପ୍ରାପ୍ତି ହୋଇଥାଏ ସେ ଶୋଭାଗ୍ୟବତୀ ହୋଇଥାଏ।ଏବଂ ଏକାଦଶ ରାତ୍ରିରେ ଏହା କରିବାଦ୍ୱାରା ଯେଉଁ କନ୍ୟା ସନ୍ତାନ ଜାତ ହୋଇଥାଏ ସେ ଧର୍ମହିନ ହୋଇଥାଏ।ତ୍ରୟୋଦଶ ରାତ୍ରିରେ ମି-ଳ-ନ ଦ୍ୱାରା ଯେଉଁ କନ୍ୟା ସନ୍ତାନ ଜାତ ହୋଇଥାଏ ସେ ପାପଚାରୀ ହୋଇଥାଏ।ଏବଂ ପଞ୍ଚଦଶରେ ପତିବ୍ରତା ହୋଇଥାଏ।

ଏବଂ ଏହି ପରି ଦଶମ ରାତ୍ରିରେ ମି-ଳ-ନ ଦ୍ୱାରା ଯେଉଁ ପୁତ୍ର ହୁଏ ସେ ଉତ୍କୃଷ୍ଟଶାଳୀ ହୋଇଥାଏ ଏବଂ ଦ୍ୱାଦଶ ରାତ୍ରିରେ ମି-ଳ-ନ ଦ୍ୱାରା ଯେଉଁ ପୁତ୍ର ସନ୍ତାନ ଜାତ ହୋଇଥାଏ ସେ ଶ୍ରେଷ୍ଟ ପୁରୁଷ ହୋଇ ଜାତ ହୋଇଥାଏ।ଏବଂ ଚତୃଦଶ ରାତ୍ରି ମି-ଳ-ନ ଦ୍ୱାରା ଯେଉଁ ପୁତ୍ର ସନ୍ତାନ ଜାତ ହୋଇଥାଏ ସେ ଧର୍ମଜ୍ଞ,କୃତଜ୍ଞ ଏବଂ ଆତ୍ମବିତ ହୋଇଥାଏ ଏବଂ ଷୋଡ଼ଶ ରାତ୍ରିରେ ମି-ଳ-ନ ଦ୍ୱାରା ଯେଉଁ ପୁତ୍ର ଜାତ ହୋଇଥାଏ ସେ ପ୍ରାଣୀମାନଙ୍କ ଆଶ୍ରୟ ସ୍ୱରୂପ ହୋଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published. Required fields are marked *