ପୁଅମାନେ କାହିଁକି ସଂ-ଭୋ-ଗ କରିବାକୁ ବହୁତ ଭଲପାନ୍ତି?
ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ଦ୍ୱାରା ଜଣାଇବୁ ପୁଅ ମାନେ କାହିଁକି ଅଧିକ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥାନ୍ତି କିମ୍ବା ଭଲ ପାଇଥାନ୍ତି?ଏହାପଛରେ କଣ କାରଣ ରହିଛି?ଏବଂ ଏହା କଣ ପାଇଁ ହୋଇଥାଏ?ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ଯାଏଁ ସମ୍ପୂର୍ଣ୍ଣ ପଢନ୍ତୁ।ତେବେ ଚାଲନ୍ତୁ ଆରମ୍ଭ କରିବା।
ପ୍ରଥମେ ଏପରି କିଛି ପୁଅ ଆସନ୍ତି ଯେଉଁମାନେ ପ୍ରେମ ସମ୍ପର୍କରେ ଆସନ୍ତି କେବଳ ଶାରୀରିକ ସ-ମ୍ବ-ନ୍ଧରେ ଆସିବା ପାଇଁ।ସେମାନେ ଝିଅ ମାନଙ୍କୁ ବ୍ୟବହାର କରି ସେମାନେ ପଳେଇ ଯାଆନ୍ତି।ଏହି ଭଳି ପୁଅ ପ୍ରଥମେ ଝିଅଙ୍କୁ ପଟାନ୍ତି ଏବଂ ଝିଅର ବିଶ୍ୱାସ ଜିତନ୍ତି ଏବଂ ଏହାପରେ ଝିଅକୁ ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖାନ୍ତି।ଏବଂ ସ୍ୱପ୍ନ ଦେଖେଇବା ପରେ ଝିଅଙ୍କୁ ଶାରୀରିକ ସ-ମ୍ବ-ନ୍ଧରେ ଆସିବା ପାଇଁ ମାନେଇଦିଅନ୍ତି।ଶାରିରୀକ ସ-ମ୍ବ-ନ୍ଧ ରଖିବାପରେ ସେହି ଝିଅକୁ ଛାଡି ପଳେଇଯାଆନ୍ତି।ଏମାନେ ଅଧିକ ଗାର୍ଲଫ୍ରେଣ୍ଡ ରଖନ୍ତି ଏବଂ ସେହି ସମସ୍ତିଙ୍କ ସହିତ ମଧ୍ୟ ଶାରିରୀକ ସ-ମ୍ବ-ନ୍ଧ ରଖିଥାନ୍ତି।ଏବଂ ଏହି ପୁଅ ମାନଙ୍କ ଜୀବନରେ ଅନେକ କଷ୍ଟ ମଧ୍ୟ ଆସିଥାଏ ସେମାନେ ଅନେକ ଜାଗାରୁ ମାଡ଼ ମଧ୍ୟ ଖାଇଥାନ୍ତି।ଏହିଭଳି ପୁଅ ଜୀବନସାରା କେବେହେଲେ କୌଣସି ଝିଅକୁ ଧରି ବୁଲନ୍ତି ନାହିଁ।ସେମାନେ ଗୋଟେ ଝିଅ ପରେ ଅନ୍ୟଏକ ଏବଂ ତାହାପରେ ଅନ୍ୟଏକ ଝିଅକୁ ଧରିଥାନ୍ତି।
ଏବଂ ଦ୍ୱିତୀୟ ପ୍ରକାର ପୁଅ ହେଉଛନ୍ତି ଯେଉଁମାନେକି ପ୍ରେମ ସମ୍ପର୍କରେ ସ-ମ୍ଭୋ-ଗ ଏଥିପାଇଁ କରନ୍ତି କାରଣ ତାଙ୍କୁ ଲାଗିଥାଏ ଯେ ସାଥି ଚାହୁଁଛି ସ-ମ୍ଭୋ-ଗ କରିବା ପାଇଁ। କିମ୍ବା ସମ୍ପର୍କକୁ ମଧୁର କରିବାପାଇଁ ନିଜ ଗାର୍ଲଫ୍ରେଣ୍ଡ ସହିତ ସ-ମ୍ଭୋ-ଗ କରିଥାନ୍ତି। ଏବଂ ସେମାନେ ଏହା ଭାବିଥାନ୍ତି ଯେ ଶାରୀରିକ ସ-ମ୍ବ-ନ୍ଧ ରଖିବା ଦ୍ୱାରା ତାଙ୍କ ପ୍ରେମ ସମ୍ପର୍କ ମଜବୁତ ହେବ ବୋଲି।
ଏବଂ ଏହାପରେ ତୃତୀୟ ପ୍ରକାର ଏପରି ପୁଅ ଅଛନ୍ତି ଯେଉଁମାନେ ଝିଅ ମାନଙ୍କୁ ଶାରୀରିକ ସ-ମ୍ବ-ନ୍ଧ ବାଧ୍ୟ କରନ୍ତି।ଏବଂ ତାଙ୍କୁ ଅନେକ ଏପଟ ସେପଟ କଥା କହି ଦରାଇଥାନ୍ତି ଏବଂ ଧମକାଇ ମଧ୍ୟ ଥାନ୍ତି।ଏବଂ ଏହି ଭଳି କିଛି ପୁଅ ମାନେ ଶାରୀରିକ ସ-ମ୍ବ-ନ୍ଧ ରଖିବା ସମୟରେ ଭିଡିଓ ମଧ୍ୟ ରକର୍ଡ କରିଥାନ୍ତି ଏବଂ ଏହି ରକର୍ଡ଼ କରିଥିବା ଭିଡିଓ ମଧ୍ୟମରେ ଝିଅ ମାନଙ୍କୁ ବ୍ଲାକମେଲ କରନ୍ତି।ଏବଂ ତାଙ୍କ ସହିତ ପୁନର୍ବାର ଶାରୀରିକ ସ-ମ୍ବ-ନ୍ଧ ରଖିବା ପାଇଁ ବାଧ୍ୟ ମଧ୍ୟ କରାନ୍ତି।ଏହି ପ୍ରକାର ପିଲା ବହୁତ ଖରାପ ହୋଇଥାନ୍ତି।
ଏଥିପାଇଁ ଯଦି ଆପଣ ଦ୍ୱିତୀୟ ପ୍ରକାରର ପୁଅ ଯଦି ପାଇଥାନ୍ତି ତେବେ ଏହା ବହୁତ ଭଲ ହୋଇଥାଏ କାରଣ ସେମାନେ ପ୍ରେମ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଶାରୀରିକ ସ-ମ୍ବ-ନ୍ଧ ରଖିଥାନ୍ତି।କିମ୍ବା ସେମାନେ ଝିଅର ଇଚ୍ଛାକୁ ପୁରଣ କରିବା ପାଇଁ ଏହା କରିଥାନ୍ତି।ଏହି ଭଳି ପୁଅ କେବେହେଲେ ଝିଅଙ୍କୁ ଛାଡିକରି ଯାଇନଥାନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment