Press "Enter" to skip to content

ଝିଅର କେଉଁ ଅଙ୍ଗକୁ ଛୁଇଁଲେ ତାକୁ ଅଧିକ ମଜା ଆସେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଝିଅର କେଉଁ ଅଙ୍ଗକୁ ଛୁଇଁଲେ ତାକୁ ଅଧିକ ମଜା ଆସେ?

ପାଟନରର କେଉଁ ଅଙ୍ଗକୁ ଛୁଇଁବା ଦ୍ୱାରା ତାକୁ ଅଧିକ ମଜା ଲାଗିଥାଏ?ଆପଣ ଯାହାଙ୍କ ସହିତ ସମ୍ପର୍କରେ ଅଛନ୍ତି କିମ୍ବା ରିଲେସନସିପରେ ଅଛନ୍ତି ତାହା ସହିତ ଏପରି କରିପାରିବେ ଅଜଣା ଝିଅଙ୍କ ସହିତ ନୁହେଁ।ଯଦି ଆପଣ ସ୍ୱାମୀ ସ୍ତ୍ରୀ କିମ୍ବା ବୟ ଫ୍ରେଣ୍ଡ ଗାର୍ଲ ଫ୍ରେଣ୍ଡ ତେବେ ଏହାକୁ ଏବଂ ପରସ୍ପର ସହିତ ଶାରୀରିକ ଏବଂ ମାନସିକ ସ୍ତରରେ ଜଡିତ ଅଛନ୍ତି ତେବେ ଏହାକୁ କରିପାରିବେ ଏବଂ ଏହାକୁ ପବଲିକ ସ୍ଥାନରେ କରନ୍ତୁ ନାହିଁ।ଆସନ୍ତୁ ଜାଣିବା ଏହି ବିଷୟରେ।ଏବଂ ଆପଣଙ୍କ ପାଟନରକୁ ଯଦି ଏ ସବୁ ଭଲ ଲାଗୁ ନାହିଁ କିମ୍ବା ସେ ଅରାଜି ଅଛି ତେବେ ଏହିସବୁ କରନ୍ତୁ ନାହିଁ।କାହା ସହିତ ଜବରଦସ୍ତି କରିବା ଉଚିତ ନୁହେଁ।

ଆପଣଙ୍କ ପାଟନର ଆପଣଙ୍କ ସହିତ ଖୋଲା ଖୋଲି ଭାବରେ ମିଶୁନଥାଏ ତେବେ ତାଙ୍କୁ ଆପଣଙ୍କ ସହିତ ଖୋଲା ଖୋଲି ମିଶିବାପାଇଁ ସୁବିଧା ଦିଅନ୍ତୁ ଏବଂ ତାହା ସହିତ ଏପରି କଥା ବାର୍ତା ଆରମ୍ଭ କରନ୍ତୁ ଯେପରି ସେ କୌଣସି କଥା ଲାଜ କରିବା ନାହିଁ।ଏବଂ ଧୀରେ ଧୀରେ ତାହା ଠାରୁ ସବୁ କିଛି ବୁଝିବା ଆରମ୍ଭ କରନ୍ତୁ।ଯଦି ପାଟନର ତଥାପି ଆପଣଙ୍କୁ ଏହି ବିଷୟରେ କିଛି କହୁନାହିଁ ତେବେ ତାହାର କିଛି ସାଇନକୁ ନଜର କରନ୍ତୁ।

ଯେପରି ତାହାର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଦ୍ୱାରା ତାକୁ ଭଲ ଲାଗେ।ଯେପରିକି ଯଦି ଆପଣ ତାହାର ମୁଣ୍ଡର ଚୁଟିକୁ ଆଙ୍ଗୁଠିଦ୍ୱାରା ଧୀରେ ଧୀରେ ସାଉଁଳେଇବାଦ୍ୱାରା ଯଦି ତାକୁ ଭଲ ଲାଗୁଥାଏ ଏବଂ ଯଦି ସେ ରିଆକ୍ଟ କରୁନାହିଁ ଅର୍ଥାତ ଆପଣଙ୍କ ସ୍ପର୍ଶ ତାକୁ ପସନ୍ଦ ଅସିଛି।ଯେତେବେଳେ ଆପଣଙ୍କ ସ୍ପର୍ଶ ତାକୁ ଭଲ ଲାଗେ ତେବେ ସେ ଆଖି ବନ୍ଦ କରିଦେଇଥାଏ।ସ୍ମାଇଲ କରିଥାଏ।ଏବଂ ଅଧିକ ଖୁସି ହୋଇଯାଏ।ଆପଣ ଯଦି ତାହାର ପସନ୍ଦ ବିଷୟରେ ଜାଣିପାରୁନାହାନ୍ତି ତେବେ ତାହାର ପସନ୍ଦ ବିଷୟରେ ଜାଣିବାପାଇଁ ଚେଷ୍ଟା କରନ୍ତୁ।

ପାଟନରର ମୁଁଣ୍ଡର ଚୁଟିକୁ ଆଙ୍ଗୁଳିଦ୍ୱାରା ସାଉଁଳେଇବା ଦ୍ୱାରା ତାକୁ ବହୁତ ଭଲ ଲାଗିଥାଏ ସେ ଅଥବା ପୁଅ ହେଉ କିମ୍ବା ଝିଅ।ତାକୁ ବହୁତ ମଜା ଆସେ ଏବଂ ଆରାମ ମଧ୍ୟ ଲାଗିଥାଏ।ଏବଂ ତାକୁ ଲାଗେ ଆପଣ ଯେପରି ତାହାର ଯତ୍ନ ନେଉଛନ୍ତି।ଏହାପରେ ହେଉଛି ଝିଅ ମାନଙ୍କ ହାତ ।ଯଦି କୌଣସି ଝିଅର ହାତକୁ ତାହାର ବୟ ଫ୍ରେଣ୍ଡ ଯଦି ଧରେ ତେବେ ତାହାକୁ ବହୁତ ଭଲ ଲାଗିଥାଏ।ଏବଂ ଏହାପରେ ହେଉଛି ଝିଅର ବେକର ଦୁଇ ପଟ ଅର୍ଥାତ କାନ ତଳକୁ ଥିବା ସ୍ଥାନ।ଏହା ଅଧିକ ସମ୍ବେଦନଶୀଳ।

ଯଦି ଏହାକୁ ଆପଣ ନିଜ ହାତ ଦ୍ୱାରା କିମ୍ବା ଓଠ ଦ୍ୱାରା ସ୍ପର୍ଶ କରିବେ ତେବେ ଝିଅକୁ ବେଶି ଭଲ ଲାଗିଥାଏ।ଏବଂ ଏହାପରେ ଅନ୍ୟ ଅଙ୍ଗ ହେଉଛି ଝିଅମାନଙ୍କ ପିଠିର ଉପର ଭାଗ ବେକ ତଳକୁ ଥିବା ସ୍ଥାନ।ଯଦି ଏହାକୁ ଆପଣ ସ୍ପର୍ଶ କରିବେ ତେବେ ମଧ୍ୟ ତାଙ୍କୁ ବହୁତ ମଜା ଲାଗିଥାଏ।

ଏହାପରେ ହେଉଛି ଝିଅର ହାତର ପାପୁଲି।ଏହା ମଧ୍ୟ ଅଧିକ ସ-ମ୍ବେ-ଦ ନ-ଶୀ-ଳ।ଯଦି ଏହାକୁ ଆପଣ ଜୋରରେ ଧରନ୍ତି ତେବେ ମଧ୍ୟ ତାକୁ ବହୁତ ଭଲ ଲାଗିଥାଏ।ଏବଂ ଦ୍ଵିତୀୟ କଥା ଯଦି ଆପଣ ତାହାର ହାତର ପାପୁଲିକୁ ଜୋରରେ ଜାବୁଡି ଧରିଥାନ୍ତି ତେବେ ତାହାକୁ ସବୁଠାରୁ ବେଶୀ ମଜା ଲାଗିଥାଏ।ସେ ଯେତେବେଳେ ଏକା ଥିବା ଏବଂ ମନ ଦୁଖ ରେ ଥିବ ସେତେବେଳେ ଏହା କରିବା ଦ୍ୱାର ତାକୁ ଅନୁଭବ ହୋଇଥାଏ ଯେ ଆପଣ ସବୁ ଦିନ ପାଇଁ ତାହା ସହିତ ରହିବେ ଏବଂ ତାକୁ ସବୁ ପ୍ରକାର ଖୁସି ଦେଇପାରିବେ।ଅଧିକାଂଶ ଝିଅଙ୍କୁ ପୁଅମାନଙ୍କ ଛାତିରେ ହାତ ରଖିବାକୁ ଭଲ ଲାଗିଥାଏ।

କେତେକ ଝିଅକୁ ପୁଅଙ୍କ ଛାତିରେ ଚୁଟି ଥିଲେ ଭଲ ଲାଗିଥାଏ ତ କେତେକ ଝିଅଙ୍କୁ ଚୁଟି ନଥିଲେ ଭଲ ଲାଗିଥାଏ ଯଦି ଆପଣ ତାହା ସହିତ ଅଧିକ ଆଗେଇବାକୁ ଚାହାନ୍ତି ତେବେ ତାହାର ଗାଲ,ଓଠ,ପେଟ ଏବଂ ଯାହାସବୁ ଭଲ ଲାଗୁଛି ତାକୁ ନିଜ ହାତ କିମ୍ବା ଓଠରେ ସ୍ପର୍ଶ କରନ୍ତୁ।ଏହାଦ୍ୱାରା ମଧ୍ୟ ତାଙ୍କୁ ବହୁତ ମଜା ଲାଗିଥାଏ ଏବଂ ଅଧିକ ଆଗେଇବା ପାଇଁ ସହଯୋଗ କରିଥାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published. Required fields are marked *