ଚତୁର୍ଥୀ ରାତ୍ରିରେ ପୁଅ କାହିଁକି କ୍ଷୀର ପିଏ?
ନମସ୍କାର ସାଙ୍ଗମାନେ।ଆଜି ଆମେ ଏହି ଆର୍ଟିକିଲରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।କଣ ଆପଣ ଜାଣିଛନ୍ତି ଗୋଟେ ଝିଅ ନିଜ ଶାଶୁ ଘରକୁ ଯିବା ସମୟରେ କାହିଁକି ନଇଁନଇଁ ମୁଣ୍ଡରେ ଓଢଣା ଦେଇ ଧୀରେ ଧୀରେ ଯାଇଥାଏ?ଏବଂ ଚତୁର୍ଥୀ ଦିନ ସେ କାହିଁକି ତାହାର ସ୍ୱାମୀକୁ କ୍ଷୀର ପିଇବାକୁ ଦେଇଥାଏ?ଏସବୁ ଜାଣିବାକୁ ଚାହୁଁଥିଲେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଖନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ବିବାହ ବେଦି ଉପରେ ବର କନ୍ୟାଙ୍କ ଉପରେ ଏକ ଗଣ୍ଠି ପଡିଥାଏ।ଏବଂ ତାହା ବିବାହ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ। ସେହି ବିବାହ ସମୟରେ ପଡିଥିବା ଗଣ୍ଠି ସହିତ ଗୋଟେ ଝିଅ ତାହାର ବାପ ଘରେ ଦେଇଥିବା ଦେଇଥିବା ସବୁ ହସ ଖୁସିକୁ ସେହିଠାରେ ସବୁଦିନ ପାଇଁ ଗଣ୍ଠି ପକେଇଦେଇଥାଏ।
ଏବଂ ଝିଅଟି ମୁଣ୍ଡରେ ଦେଉଥିବା ଓଢଣି ଟିକୁ ନିଜର ଓଢଣା କରି ଶାଶୁଘରର ସବୁ ମାନ ସ୍ନମାନକୁ ନିଜ ଓଢଣା ତଳେ ଲୁଚାଇ ରଖିବାକୁ ଶପଥ ନେଇଥାଏ।ଏବଂ କେବେହେଲେ ଶାଶୁ ଘରେ ମାନ ସ୍ନମାନ ହାନି ହେବାକୁ ଦେଇନଥାଏ।ଶାଶୁ ଘରେ ସବୁ ମାନ ଅଭିମାନ ଆଳି ଅର୍ଧଳିକୁ ମୁଣ୍ଡ ପୋତି ସହିଯିବା ପାଇଁ ଝିଅଟି ମୁଣ୍ଡରେ ଓଢଣା ଦେଇ ନଇଁ ନଇଁ ଆସିଥାଏ।ସେ ସବୁବେଳେ ଶାଳୀନ ଏବଂ ନମ୍ର ରହିବାର ପ୍ରତିଶ୍ରୁତି ଦେଇଥାଏ।
କେବଳ ସେତିକି ନୁହେଁ ସାଙ୍ଗମାନେ ସେ ନିଜ ସ୍ୱାମୀକୁ ଚତୁର୍ଥୀ ଦିନ କ୍ଷୀର ପିଇବାକୁ ଦେଇ ଏହି ବଚନ ଦେଇଥାଏ ଯେ ବିବାହ ବେଦିରେ ତାର ସ୍ୱାମୀ ନାଁର ସିନ୍ଦୁର ତାହାର ମଥାରେ ଲାଗି ସରିବା ପରେ ସେ ଏହି କ୍ଷୀର ପରି ସୁଧ ଏବଂ ପବିତ୍ରହିଁ ରହିବ।ଏବଂ ସବୁ ଦିନ ପାଇଁ ସ୍ୱଚ୍ଛ ମଧ୍ୟ ରହିବ।ଯେପରି କ୍ଷୀରରେ ଯେତେ ପାଣି ମିଶିଲେ ମଧ୍ୟ କ୍ଷୀରର ରଙ୍ଗ ବଦଳି ନଥାଏ ଠିକ ସେହିପରି ସେହି ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କରେ ଯେତେ ଫାଟ ପଡିଲେ ମଧ୍ୟ ତାଙ୍କ ସମ୍ପର୍କର ରଙ୍ଗ ବଦଳିଯିବ ନାହିଁ।ନିଜେ ପବିତ୍ର ରହିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କୁ ସଦା ସର୍ବଦା ପବିତ୍ର ରଖିବାକୁ ବଚନ ଦେଇଥାଏ।ଏବଂ ସେ ନିଜର ଆଗାମୀ ଜୀବନ ପଵିତ୍ରତାର ସହିତ କଟାଇବ ବୋଲି ମଧ୍ୟ ପ୍ରତିଶୃତି ଦେଇଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment