କେଉଁଦିନ ସ-ହ-ବା-ସ କଲେ କିପରି ପୁତ୍ର ବା କନ୍ୟା ହୁଏ?
ନମସ୍କାର ସାଙ୍ଗମାନେ।ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ କିଛି ବିଶେଷ ଜାଣିବା କଥା ବିଷୟରେ ଜଣାଇବୁ।ନାରୀ ଋତୁମତୀ ହେବାର ୪ଦିନ ପର୍ଯ୍ୟନ୍ତ ଯୌ-ନା-ଙ୍ଗରୁ ରକ୍ତ ସ୍ରାବ ହେଉଥିବାରୁ ସେହି ସମୟରେ ସ-ଙ୍ଗ-ମ କରିବା ନିଷେଧ।ପଞ୍ଚମ ଦିନରେ ସୁଧ ସହବାସ ପରେ ସ-ହ-ବା-ସ ବିଧେୟ।ବନ୍ଧୁଗଣ ଆଜିର ଏହି ଆର୍ଟିକିଲ ଦ୍ୱାରା ଆମେ ଜାଣିବା କେଉଁ ଦିନ ସହବାସ କଲେ କିପରି ପୁତ୍ର ବା କନ୍ୟା ହୋଇଥାଏ?ଏହି ସବୁ ବିଷୟରେ ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଦେଖନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।
ପ୍ରଥମ ଦିନରେ ସ-ହ-ବା-ସ କରିବାଦ୍ୱାରା ସ୍ୱାମୀ ସ୍ତ୍ରୀ ରୋଗୀ ହୋଇଥାନ୍ତି।ଦ୍ୱିତୀୟ ଦିନରେ ସ-ହ-ବା-ସ କରିବା ଦ୍ୱାରା ମୃ-ତ ସନ୍ତାନ ଜନ୍ମ ହୁଏ।ତୃତୀୟ ଦିନରେ ସ-ହ-ବା-ସ କରିବାଦ୍ୱାରା ମଧ୍ୟ ମୃ-ତ ସନ୍ତାନ ଜନ୍ମ ହୋଇଥାଏ।ଏବଂ ଚତୁର୍ଥ ଦିନରେ ସ-ହ-ବା-ସ କରିବା ଦ୍ୱାରା ଜନ୍ମିତ ସନ୍ତାନ ଦରିଦ୍ର ହୁଏ।ପଞ୍ଚମ ଦିନରେ ସ-ହ-ବା-ସ କରିବାଦ୍ୱାର ଶୋଭାଗ୍ୟବତୀ କନ୍ୟା ଜନ୍ମ ହୋଇଥାଏ।ଷଷ୍ଠ ଦିନରେ ସହବାସ କଲେ ପୁତ୍ର ପିତାଙ୍କ ଭଳି ହୋଇଥାଏ।
ସପ୍ତମ ଦିନରେ ସ-ହ-ବା-ସ କରିବା ଦ୍ୱାରା ସୁନ୍ଦରୀ ଏବଂ ଗୁଣବତି କନ୍ୟା ଜନ୍ମ ହୋଇଥାଏ।ଅଷ୍ଟମ ଦିନରେ ସ-ହ-ବା-ସ କରିବାଦ୍ୱାରା ଧାର୍ମିକ ପୁତ୍ର ଜାତ ହୋଇଥାଏ।ଏବଂ ନବମ ଦିନରେ ସ-ହ-ବା-ସ କରିବାଦ୍ୱାରା ଭାଗ୍ୟବତୀ କନ୍ୟା ଜାତ ହୋଇଥାଏ।ଦଶମ ଦିନରେ ସ-ହ-ବା-ସ କଲେ ଗୁଣବାନ ପୁତ୍ର ଜାତ ହୋଇଥାଏ।ଏକାଦଶ ଦିନରେ ସ-ହ-ବା-ସ କଲେ ଅଧର୍ମୀ କନ୍ୟା ଜାତ ହୋଇଥାଏ।ଦ୍ୱାଦଶ ଦିନରେ ସ-ହ-ବା-ସ କଲେଗୌରବ ବହ ପୁତ୍ର ଜାତ ହୋଇଥାଏ।ତ୍ରୟୋଦସ ଦିନରେ ସ-ହ-ବା-ସ କଲେ ପାପୀନି କନ୍ୟା ଜାତ ହୁଏ।ଚତୁର୍ଦଶ ଦିନରେ ସ-ହ-ବା-ସ କଲେ ସୁଶୀଲ ପୁତ୍ର ଜାତ ହୋଇଥାଏ।
ପଞ୍ଚଦଶ ଦିନରେ ସ-ହ-ବା-ସ କଲେ ସତୀ କନ୍ୟା ଜନ୍ମ ହୋଇଥାଏ।ଷୋଡ଼ଶ ଦିନରେ ସ-ହ-ବା-ସ କଲେ ବୁଦ୍ଧିମାନ ଏବଂ ଜ୍ଞାନୀ ପୁତ୍ର ଜନ୍ମ ହୁଏ।ସପ୍ତଦଶ ଦିନରେ ସ-ହ-ବା-ସ କଲେ ଗର୍ଭଧାରଣ ହୁଏନାହିଁ।ତେବେ ସାଙ୍ଗମାନେ ଏହାଥିଲା ଆଜିର ବିଷୟ ବସ୍ତୁ କେଉଁ ଦିନ ସହବାସ କଲେ କିପରି ପୁତ୍ର ବା କନ୍ୟା ଜାତ ହୋଇଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment