ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଜଣାଇବୁ ଏକ ଭାଇରାଲ ଭିଡିଓ ବିଷୟରେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏକ ଓଡ଼ିଆ କଲେଜ ଝିଅ ଭିଡିଓ ଭାଇରାଲ ହୋଇଛି।ଏଠାରେ ଝିଅଟିକୁ ମ-ଦ ପିଆଇ ଆଣିଥିଲେ।କିଛି ପିଲା କଲେଜ ଝିଅକୁ ଜଙ୍ଗଲ ମଧ୍ୟକୁ ଆଣିଥିଲେ।
ଆଜି କାଲି ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି।ଏହା ଯୁବ ସମାଜ ଉପରେ ଖରାପ ପ୍ରଭାବ ପକାଉଛି।ଏହାଦ୍ୱାରା ଅନେକ ଲୋକ ମଧ୍ୟ ଖରାପ ହେଉଛନ୍ତି।ଭାଇରାଲ ଭିଡିଓ ଏକ ଏପରି ଭିଡିଓ ହୋଇଥାଏ ଯାହା ଇଣ୍ଟରନେଟରେ ସେୟାର କରିବା ଦ୍ୱାରା ବହୁତ ଲୋକଙ୍କ ପାଖକୁ ଚାଲିଯାଇଥାଏ।
ଏହି ଭିଡିଓରେ ଦୁଇଟି ଝିଅକୁ ତାହାର କଲେଜ ସାଙ୍ଗ ଜଙ୍ଗଲ ମଧ୍ୟକୁ ରୋ-ମା-ନ୍ସ କରିବା ଉଦେଶ୍ୟରେ ଆଣିଥିଲେ।ଏବଂ ସେହି ଝିଅଙ୍କୁ ମ-ଦ ପିଇବାକୁ ମଧ୍ୟ ଦେଇଥିଲେ।ଏବଂ ଏହା କରିବା ସମୟରେ ସେଠାକାର ଗ୍ରାମର ନିବାସୀ ତାଙ୍କୁ ଦେଖିଦେଇଥିଲେ ଏବଂ ଧରିଥିଲେ।ଏହାପରେ ସେହି ପୁଅ ଏବଂ ଝିଅ ସେଠାରୁ ବାହାରିବାକୁ ବସିଥିଲେ।କିନ୍ତୁ ସେମାନଙ୍କୁ ଯିବାକୁ ଦେଇନଥିଲେ ଗ୍ରାମବାସି।ସେହି ଗ୍ରାମର ଏକ ସଦସ୍ୟ ସେହି ଘଟଣାର ଭିଡିଓ ମଧ୍ୟ କରୁଥିଲେ।ସେହି ପିଲାମାନଙ୍କ ମଧ୍ୟରୁ ଏକ ପୁଅ ଭିଡିଓ ନକରିବାକୁ ଗୁହାରି କରୁଥିଲା କିନ୍ତୁ ସେ କିଛି ନଶୁଣି ଭିଡିଓ କରିବାରେ ଲାଗିଥିଲେ।
ଆଜି କାଲି ଏହିଭଳି ଭିଡିଓ ବହୁତ ପ୍ରଚଳନ ହେଉଛି।ଫେସବୁକ ଏବଂ ହ୍ଵାଟସାପ ମଧ୍ୟମରେ ଅନେକ ଲୋକଙ୍କ ପାଖରେ ପହଂଚୁଛି ଏହିଭଳି ଭିଡିଓ।ଏହା ଦ୍ୱାରା ସମାଜ ଉପରେ ମଧ୍ୟ ଖରପ ପ୍ରଭାବ ପଡୁଛି।ଅନେକ ଭାଇରାଲ ଭିଡିଓର ଶିକାର ହୋଇଥିବା ଲୋକ ଏଥିପାଇଁ ସୁଇସାଇଡ ମଧ୍ୟ କରିଥାନ୍ତି।ଯେଉଁ ବୟସରେ ଛାତ୍ର ମାନଙ୍କୁ ନିଜ କ୍ୟାରିଅର ବିଷୟରେ ଭାବିବା ଉଚିତ ସେହି ବୟସରେ ସେମାନେ ଏହିଭଳି କାର୍ଯ୍ୟ କରୁଛନ୍ତି।ଯାହା ସମାଜ ପାଇଁ ଅତ୍ୟନ୍ତ ନିନ୍ଦନିୟ ଅଟେ।
ଭାଇରାଲ ଭିଡିଓ ବେଳେବେଳେ ସିରିଅସ ମଧ୍ୟ ହୋଇଥାଏ ଏବଂ ଏହା ବେଳେବେଳେ ଇମୋସନାଳ ମଧ୍ୟ ହୋଇଥାଏ କିନ୍ତୁ ମୁଖ୍ୟତଃ ଏହି ଭିଡିଓ ମନୋରଞ୍ଜନ ଉଦେଶ୍ୟରେ ଭାଇରାଲ ହୋଇଥାଏ।ଏବଂ କେବେକେବେ ଏହା ଅନେକ ହିଂସାବାଦୀ ମଧ୍ୟ ହୋଇଥାଏ।ଏହି ସବୁ ଭିଡିଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ପ୍ରଭାବ ପକାଇଥାଏ।ଛାତ୍ରଛାତ୍ରୀ ମଧ୍ୟ ପ୍ରଭାବିତ ହୋଇଥାନ୍ତି ଏଥିପାଇଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment