ଅ-ନ୍ତ-ର-ଙ୍ଗ ମୁହୂର୍ତ୍ତରେ ଝିଅମାନେ କାହିଁକି ଚିତ୍କାର କରିଥାନ୍ତି।
ନମସ୍କାର ସାଙ୍ଗମାନେ।ପୁରୁଷ ଏବଂ ନାରୀଙ୍କ ଅ-ନ୍ତ-ର-ଙ୍ଗ ମୁହୂର୍ତ୍ତ ବିଷୟରେ ଆପଣ ଫିଲ୍ମରେ ଦେଖିଥିବେ କିମ୍ବା ଏ ବିଷୟରେ ବହୁତ କିଛି ଚିନ୍ତା କରିଥିବେ।ଏହି ସମୟରେ ନରୀ ଏବଂ ପୁରୁଷ ମାନେ କାହିଁକି ଚି-ତ୍କା-ର କରିଥାନ୍ତି?ତାଙ୍କୁ ସତରେ କଷ୍ଟ ହୋଇଥାଏନା ଖୁସିରେ ସେମାନେ ଏପରି ଶବ୍ଦ କରିଥାନ୍ତି?ଶାରୀରିକ ସ-ମ୍ବ-ନ୍ଧ ସମୟରେ ଏହାର କଣ ଆବଶ୍ୟକତା ରହିଛି?ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୁର୍ଣ୍ଣ ପଢନ୍ତୁ।ଏହା ଉପରେ ୨୮ ବର୍ଷ ବୟସ୍କ ସ୍ମିତା କୁହନ୍ତି ଆମକୁ ଜଣା ନଥିଲା ଯେ ଆମେ ଅ-ନ୍ତ-ର-ଙ୍ଗ ମୁହୂର୍ତ୍ତରେ ଏତେ ଜୋରରେ ଏତେ ଶବ୍ଦ ବାହାର କରିବୁ ବୋଲି।ରାତି ଅଧରେ ଯେବେ ଆମ ପଡିଶା ଘର ମହିଳା ଯେତେବେଳେ ଆମକୁ କବାଟ ବାଡେଇ ଆମକୁ ପଚାରିଲେ ତେବେ ମୋତେ ଏବଂ ମୋ ସ୍ୱାମୀକୁ ଏହା ଜଣା ପଡିଲା ଯେ ଏହି ଶବ୍ଦ ଅଧିକ ଜୋରରେ ହେଉଥିଲା।
ସ୍ମିତା ଏବଂ ତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ପୁରୁଷ ଏବଂ ନାରୀର ସ୍ପର୍ଶ ମାଧ୍ୟମରେ ହେଉଥିବା ଅନୁଭୂତି ଏବଂ ସୁଖଦ ମୁହୂର୍ତ୍ତ ଗୁଡିକ ଶବ୍ଦ ମାଧ୍ୟମରେ ଅନ୍ୟକୁ ଉତେଜିତ କରିବାରେ ସାହାଯ୍ୟ କରେ।ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାଯାଇଛି ଯେ ଅନ୍ତରଙ୍ଗ ମୁହୂର୍ତ୍ତରେ ପୁରୁଷ ଠାରୁ ମହିଳାମାନେ ଅଧିକ ଜୋରରେ ଚି-ତ୍କା-ର କରିଥାନ୍ତି।ସେମାନେ ଏଥିପାଇଁ ଏହା କରିଥାନ୍ତି ଯେ ତାଙ୍କ ସାଥି ଏହାଦ୍ୱାରା ଖୁବ ଶୀଘ୍ର ଏବଂ ଭଲ ଭାବରେ ଚ-ର-ମ ତୃପ୍ତି ଏବଂ ସୁଖ ପାଇପାରିବ।
୧୮ରୁ ୪୮ ବର୍ଷ ବୟସର ୭୦୦୦ ମହିଳାଙ୍କ ଉପରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଜଣାଯାଇଛି ଯେ ପୁରୁଷ ମାନଙ୍କ ଆପେକ୍ଷା ମହିଳାମାନଙ୍କ ଚ-ର-ମ ତୃପ୍ତି ଶୀଘ୍ର ହୋଇଯିବାପରେ ସେମାନେ ନିଜ ସାଥିକୁ ସେହି ମୁହୂର୍ତ୍ତରେ ପହଞ୍ଚାଇବା ପାଇଁ ଏପରି ଶବ୍ଦ କରିଥାନ୍ତି।ଏଥିରୁ ୬୬ ପ୍ରତିଶତ ମହିଳା ଏହା ଜଣାଇଛନ୍ତି ଯେ ଏପରି କରିବା ଦ୍ୱାରା ତାଙ୍କ ସାଥି ଖୁବ ଶୀଘ୍ର ଚ-ର-ମ ତୃପ୍ତି ପାଇଥାନ୍ତି।ଏବଂ ୯୨ ପ୍ରତିଶତ ମହିଳା ଏହା କହିଛନ୍ତି ଯେ ଏହି କାମ କରିବାଦ୍ୱାରା ତାଙ୍କ ପୁରୁଷ ସାଥିଙ୍କର ଏହି କାମ କରିବା ପାଇଁ ଆତ୍ମବିଶ୍ୱାସ ବଢିଯାଇଥାଏ।
ବିଜ୍ଞାନ ଅନୁସାରେ ଆମେ ସେହି କାମ କରିବା ଦ୍ୱାରା ଜଣତରେ ହେଉ କିମ୍ବା ଅଜାଣତରେ ହେଉ ନିଜ ସାଥିକୁ ସୂଚନା ଦେବାକୁ ଚାହାନ୍ତିଯେ ବର୍ତ୍ତମାନ ଯାହା ସବୁ ଚାଲିଛି ସେସବୁ ଆମକୁ ବହୁତ ଭଲ ଲଗୁଛି।ଏବଂ ତାହାର ସ୍ପର୍ଶରେ ବହୁତ ମଜା ଆସୁଛି।ନିଜେ ଏପରି ଶବ୍ଦ କରିବା ଏବଂ ନିଜ ସାଥୀର ଏପରି ଶବ୍ଦ ଶୁଣିବା ଦ୍ୱାରା ଦୁଇଜଣଙ୍କ ଉ-ତେ-ଜ-ନା ବହୁତ ବଢିଯାଏ।ଅ-ନ୍ତ-ର-ଙ୍ଗ ମୁହୂର୍ତ୍ତରେ ମିଳୁଥିବା ଆନନ୍ଦ ଏବଂ ସୁଖଦ ଅନୁଭୂତିକୁ ବଢାଇବାପାଇଁ ଏହି ସବୁ ଶବ୍ଦ ପୁରୁଷ ଏବଂ ନାରୀ ମାନଙ୍କ ପାଟିରୁ ବାହାରିଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment